Russia vs Ukraine
ସୁନା ବଜାରରେ ନିଆଁ । ରୁଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆଶଙ୍କା ଯେତିକି ବଢୁଛି, ସେତିକି ମହଙ୍ଗା ହେଉଛି ସୁନା । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଦର ୫୦ ହଜାର ଟପିଛି । ଯାହାକି ବର୍ଷକ ଭିତରେ ସବୁଠାରୁ ଅଧିକ । ରାଜ୍ୟରେ ଗତ ୧୫ ଦିନରେ ୧୦ ଗ୍ରାମ ପିଛା ୨ ହଜାର ଟଙ୍କା ମହଙ୍ଗା ହେଲାଣି ସୁନା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)