ଏହି ୧୦ କାରଣ ପାଇଁ ପଂଜାବରେ ଜିତିଲା ଆପ୍। ଚିତ୍ପଟାଙ୍ଗ୍ ମାରିଲେ ବିରୋଧୀ...
କଂଗ୍ରେସ ଛାଡ଼ି ନିଜର ସ୍ୱତନ୍ତ୍ର ଦଳ ଗଠନ କରିଥିବା କ୍ୟାପଟେନ ଅମରିନ୍ଦର ସିଂହଙ୍କ ସହିତ ମେଣ୍ଟ କରିଛି ବିଜେପି । ଆରପଟେ ଅଛନ୍ତି କଂଗ୍ରେସ ଓ ଆପ୍ । ରୋମାଞ୍ଚକ ହେବ ପଞ୍ଜାବ ନିର୍ବାଚନ ।
ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀଙ୍କ ମୁହଁକୁ ନେଇ ସନ୍ଦେହ ଘେରକୁ ଆସିଛି। ଏହି ସମୟରେ ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଦଳର ପ୍ରତ୍ୟେକ ନିଷ୍ପତ୍ତିକୁ ମାନିବେ ବୋଲି ସ୍ପଷ୍ଟ କରିଛନ୍ତି।
ପଞ୍ଜାବ କଂଗ୍ରେସର ଚେହେରା ହୋଇପାରନ୍ତି ଚନ୍ନି । ୬ ଫେବୁଆରୀରେ ଘୋଷଣା ସମ୍ଭାବନା ରହିଛି ।
ପଞ୍ଜାବରେ ଦିଲ୍ଲୀ ମଡେଲ ଉପସ୍ଥାପନ କରିଛନ୍ତି କେଜ୍ରିୱାଲ । ବର୍ତ୍ତମାନ ସମୟରେ ପଞ୍ଜାବ ଛାଡ଼ି ବହୁ ସଂଖ୍ୟାରେ ଯୁବକ ଯୁବତୀ ନିଯୁକ୍ତି ପାଇଁ କାନାଡ଼ା ଯାଉଛନ୍ତି । ତେଣୁ ପଞ୍ଜାବରେ କିଭଳି ଯୁବ ପୀଢ଼ିଙ୍କୁ କାମ ମିଳିବ ସେ ଦିଗରେ ଦଳ କାମ କରିବ । କାନାଡ଼ା ନୁହେଁ ପଞ୍ଜାବରେ ହିଁ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ମିଳିବ ।