ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଦର ୫୦ ହଜାର ଟପିଛି । ଯାହାକି ବର୍ଷକ ଭିତରେ ସବୁଠାରୁ ଅଧିକ । ରାଜ୍ୟରେ ଗତ ୧୫ ଦିନରେ ୧୦ ଗ୍ରାମ ପିଛା ୨ ହଜାର ଟଙ୍କା ମହଙ୍ଗା ହେଲାଣି ସୁନା ।