• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

NEET-PG
NEET-PG ପାଇଁ ନୂଆ ତାରିଖ ଘୋଷଣା; ଦୁଇଟି ସିଫ୍ଟରେ ହେବ ପରୀକ୍ଷା

ପୂର୍ବରୁ ଗତ ଜୁନ ୨୩ରେ ନିଟ୍ ପିଜି ହେବାର ଥିଲା । ହେଲେ ପରୀକ୍ଷାରେ ଅନିୟମିତତା ଆଶଙ୍କା କରି ଦିନକ ପୂର୍ବରୁ ପରୀକ୍ଷାକୁ ରଦ୍ଦ କରାଯାଇଥିଲା। NEET-UG ଏବଂ UGC-NETରେ ଅନିୟମିତତା ଅଭିଯୋଗ ପରେ ସରକାର ଏଭଳି ଏକ ବଡ ପଦକ୍ଷେପ ଗ୍ରହଣ କରିଥିଲେ।

  • Friday, 05 July 2024
  • NEET
Snake Bite
ବିଶ୍ୱାସ ନହେଲେ ବି ସତ...ରେଳ କର୍ମଚାରୀଙ୍କ କାମୁଡ଼ାରେ ଗଲା ସାପର ଜୀବନ !

ମଣିଷ କାମୁଡ଼ାରେ ସାପର ମୃତ୍ୟୁ ଘଟିଛି । କଥାଟି ବିଶ୍ୱାସ ନହେଲେ ମଧ୍ୟ ସତ !

  • Friday, 05 July 2024
  • Snake
Brahmaputra Floods
ଦୁଃଖ ଦେଉଛି ବ୍ରହ୍ମପୁତ୍ର; ଉବୁଟୁବୁ ହେଉଛି ଆସାମ, ରାହା ଖୋଜୁଛି ଜୀବନ

ଦିନ ଯେତିକି ଯେତିକି ଗଡ଼ୁଛି ସ୍ଥିତି ସେତିକି ସେତିକି ବିଗିଡ଼ିବାରେ ଲାଗିଛି । ଘର ଭିତରେ ଛିଡ଼ା ହୋଇଛି ଆଣ୍ଠୁଏ ଉଚ୍ଚର ପାଣି । ଖାଇବାକୁ ଗଣ୍ଡେ ଦାନା ନାହିଁ । ବନ୍ୟା ପାଣିରେ ସବୁ କିଛି ବୁଡ଼ିରହିଛି ।

Hathras Stampede
ହାଥରସରେ ଦଳାଚକଟା: ମୁଖ୍ୟ ଅଭିଯୁକ୍ତ ମୁଣ୍ତ ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର

ଉତ୍ତରପ୍ରଦେଶ ହାଥରସରେ ଦଳାଚକଟା ମାମଲା । ତଦନ୍ତ ବେଳେ ୬ ଜଣଙ୍କୁ ଗିରଫ କଲା ପୋଲିସ ।

  • Thursday, 04 July 2024
Air India Flight Delayed
ହଟହଟ୍ଟା କଲା ଏୟାର ଇଣ୍ତିଆ; ଯାତ୍ରୀଙ୍କୁ ମାଗିଲା ଭୁଲ୍‌, ଫେରାଇବ ପୂରା ଟଙ୍କା

ଫ୍ଲାଇଟ୍‌ ଟେକ୍‌ ଅପ୍‌ ସମୟ ବାରମ୍ବାର ବଦଳାଇଲେ ଏୟାର ଇଣ୍ତିଆ କର୍ତ୍ତୃପକ୍ଷ। ଏନେଇ ବିରକ୍ତ ହେଲେ ଯାତ୍ରୀ। ସୋସିଆଲ ମିଡିଆରେ ଏୟାର ଇଣ୍ତିଆର ବିମାନର ଅବହେଳା ନେଇ ଏକ ପୋଷ୍ଟ ମଧ୍ୟ ସେୟାର କରିଥିଲେ।

Apology note
ଚୋର ଛାଡ଼ିଲା ଚିଠି; ‘କ୍ଷମା କରିଦେବ, ମାସେ ପରେ ସବୁ ଫେରାଇ ଦେବି’

ପ୍ରଥମେ ଲୁଟିଲା, ପରେ ଜିନିଷ ଫେରାଇ ଦେବ ବୋଲି କହିଲା । ଏମିତି ଏକ ଚୋର, ଯିଏ ଚୋରି କରିବା ପରେ ଏକ ମାସ ଭିତରେ ଜିନିଷ ଫେରାଇ ଦେବ ବୋଲି କହିଛି ।

Narendra Modi
ମୋଦିଙ୍କ ନୂଆ କ୍ୟାବିନେଟ କମିଟିରେ TDP-JDU, ପଢ଼ନ୍ତୁ ପୂରା ତାଲିକା...

ରାଜନାଥ ସିଂଙ୍କ ସହ ଅମିତ ଶାହା, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବ୍ୟାପାର କମିଟିରେ ଅନ୍ତର୍ଭୁକ୍ତ କରାଯାଇଛି । ରାଜନନୈତିକ ବ୍ୟାପାର କମିଟିରେ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HAM) ର ଜିତନରାମ ମଞ୍ଜୀ, ଟିଡିପିର ରାମମୋହନ ନାଇଡୁ ଏବଂ ବିଜେପିର ଅନ୍ନପୂର୍ଣ୍ଣା ଦେବୀ ସଦସ୍ୟ ହୋଇଛନ୍ତି ।

  • Thursday, 04 July 2024
LK Advani
ପୁଣି ମେଡ଼ିକାଲରେ ଭର୍ତ୍ତି ହେଲେ ଭେଟେରାନ୍ ନେତା ଲାଲକୃଷ୍ଣ ଆଡଭାନୀ

୯୬ ବର୍ଷ ବୟସ୍କ ଆଡଭାନୀ ବାର୍ଦ୍ଧକ୍ୟ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତେଣୁ ସମୟ ସମୟରେ ତାଙ୍କୁ ଘରେ ଏକ ଡାକ୍ତରୀ ଟିମ୍ ପକ୍ଷରୁ ଚେକ୍ ଅପ୍ ମଧ୍ୟ କରାଯାଏ ।

Hathras Accident
ଯେଉଁ ସ୍ଥାନ ହୁରି ବୋବାଳିରେ ଫାଟି ପଡ଼ୁଥିଲା, ସେଠି ଝିପି ଝିପି ବର୍ଷା ଭିତରେ ବି ଅସମ୍ଭବ ନିରବତା

ହସ୍ପିଟାଲ ଓ ଶବଗୃହ ପାଖରେ ଅତି କରୁଣ ପରିବେଶ। ଏହି ଘଟଣାରେ ଏବେବି ପ୍ରାୟ ୩୦ ଜଣ ଆହତ ଚିକିତ୍ସାଧୀନ ଅଛନ୍ତି।

  • Wednesday, 03 July 2024
Hathras Accident
ୟୁପି ହାଥରସ୍ ଦଳାଚକଟାରେ ୧୨୧ ମୃତ ! ହସ୍ପିଟାଲ-ଶବଗୃହ ପାଖରେ କରୁଣ ପରିବେଶ...

ଉତ୍ତରପ୍ରଦେଶ ହଥରାସର ଏଇ ସ୍ଥାନରେ କାଲି ହୋଇଥିଲା ମର୍ମନ୍ତୁଦ ଦଳାଚକଟା। ଆଉ ଶତାଧିକ ମୃତକଙ୍କ ଭିତରେ ଥିଲେ ଅଧିକାଂଶ ମହିଳା ଓ ଅବୋଧ ଶିଶୁ।

  • Wednesday, 03 July 2024
Hemant Soren
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଚମ୍ପାଇ ସୋରେନ

ହେମନ୍ତ ଜେଲ ଯିବା ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ ସୋରେନ।

Hathras Incident
ହାଥରସ ପୂର୍ବରୁ କେଉଁଠି ଘଟିଥିଲା ବଡ଼ ଦଳାଚକଟା, ଜାଣନ୍ତୁ ...

ଉତ୍ତରପ୍ରଦେଶ ହାଥରସ ଦଳାଚକଟା ଘଟଣାରେ ଦୋଷୀ କିଏ । କେମିତି ଓ କେଉଁ ପରିସ୍ଥିତିରେ ସତସଙ୍ଗରେ ଦଳାଚକଟା ହେଲା ?

School Van
ସ୍କୁଲ୍ ଯିବା ବେଳେ ମାଡ଼ି ଆସିଲା ପାଣି, ଫସି ରହିଲା ଭ୍ୟାନ୍!

ନଦୀ ରାସ୍ତା ଦେଇ ସ୍କୁଲ ଯାଉଥିବା ବେଳେ ମାଡି ଆସିଲା ପାଣି । ୨୭ ଜଣ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

police to ride Harley Davidson
ଷ୍ଟଣ୍ଟ କରୁଥିଲେ ନିସ୍ତାର ନାହିଁ; ହାର୍ଲି ଡେଭିଡସନ୍‌, BMW ବାଇକ୍‌ରେ ଗୋଡ଼େଇବ ପୋଲିସ !

ଏଣିକି ରାସ୍ତାରେ ଷ୍ଟଣ୍ଟ ପ୍ରଦର୍ଶନ କଲେ ହେବ କଡା କର୍ଯ୍ୟାନୁଷ୍ଠାନ । ହାର୍ଲି ଡେଭିଡସନ୍‌, BMW ବାଇକ୍‌ରେ ଧରିବ ପୋଲିସ । ସିଧା ଯିବେ ଜେଲ୍‌ । 

Hathras stampede
ହାଥରସ ଦଳାଚକଟା: ଶବ ଦେଖିବା ପରେ ଚାଲିଗଲା କନେଷ୍ଟବଳଙ୍କ ଜୀବନ

ଏତେ ସଂଖ୍ୟକ ମୃତଦେହ ଦେଖି ଜଣେ କନେଷ୍ଟବଳଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି । ଏକା ସାଙ୍ଗରେ ଏତେ ସଂଖ୍ୟକ ମୃତଦେହ ଦେଖିବା ଫଳରେ ଉକ୍ତ କନେଷ୍ଟବଳଙ୍କର ହାର୍ଟଆର୍ଟାକ୍ ହୋଇଥିଲା ।

Hathras stampede
ଜଣାପଡ଼ିଲା ହାଥରସ ଦଳାଚକଟାର କାରଣ; ‘ପାଦ ଧୂଳି’ ପାଇଁ ଚାଲିଗଲା ୧୨୧ ଜୀବନ !

ହାଥରସରେ ଦଳାଚକଟାରେ ୧୨୧ ଲୋକଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ଦଳାଚକଟାର କାରଣ ସାମ୍ନାକୁ ଆସିଛି । ଏପଟେ ଦଳାଚକଟା ଘଟଣାରେ ପୋଲିସ ମାମଲା ରୁଜୁ କରିସାରିଥିବା ଉତ୍ତରପ୍ରଦେଶ ମନ୍ତ୍ରୀ ସୂଚନା ଦେଇଛନ୍ତି।

Dadar Darbar
ଦେଖିବାକୁ ଟ୍ରେନ୍‌ ବଗି ହେଲେ ଭିତରେ 5 Star ରେଷ୍ଟୁରାଣ୍ଟ; ଜମୁଛି ପାସେଞ୍ଜରଙ୍କ ଭିଡ଼

ଟ୍ରେନ ବଗି ସୃଷ୍ଟି କରୁଛି 5 ଷ୍ଟାର ହୋଟେଲର ଭ୍ରମ। ଲକ୍ସ୍ୟୁରି ଆମ୍ୱିୟାନ୍ସ୍ ସହ ମିଳୁଛି ଟେଷ୍ଟି ଟେଷ୍ଟି ଖାଦ୍ୟ।

Who is 'Bhole Baba'
ହାଥରସ୍‌ ଦଳଚକଟା ଘଟଣା: କିଏ ଏହି ‘ଭୋଲେ ବାବା’ ? ଆୟୋଜନ କରିଥିଲେ ‘ସତସଙ୍ଗ’...

ଉତ୍ତର ପ୍ରଦେଶ ହାଥରସ ଦଳାଚକଟା ଘଟଣାରେ ଆରମ୍ଭ ହୋଇଛି ତନାଘନା। ସତସଙ୍ଗରେ ପ୍ରବଚନ ଦେଉଥିବା ଭୋଲେ ବାବାଙ୍କୁ ଖୋଜୁଛି ପୋଲିସ। କିଏ ଏହି ଭୋଲେ ବାବା ?

Aditya L1
୧୭୮ ଦିନରେ ପ୍ରଥମ ହାଲୋ ଅର୍ବିଟ୍ ପରିକ୍ରମା ପୂରା କଲା ଆଦିତ୍ୟ-L1

ନିଜ ଗତିପଥରେ ବଜାୟ ରଖିବା ପାଇଁ ଫେବୃଆରୀ ୨୨ ଓ ଜୁନ୍ ୭ ପରେ ଆଜି ତୃତୀୟ ଷ୍ଟେସନ କିପିଂ ମାନ୍ୟୁଭର କରାଯାଇଛି। ସଫଳତାର ସହ ଆଦିତ୍ୟ L1କୁ ଦ୍ବିତୀୟ ଅର୍ବିଟରେ ଅବସ୍ଥାପିତ କରିଛି ଇସ୍ରୋ ।

  • Tuesday, 02 July 2024
Hathras Accident
ହାଥରସ୍‌ ଦଳଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ୮୭ ଛୁଇଁଲା...!

ମୃତ୍ୟୁବରଣ କରିଥିବା ଏହି ୮୭ ଜଣଙ୍କ ମୃତଦେହ ଚିହ୍ନଟ କରାଯାଉଛି । ସେପଟେ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍‌ଏସ୍‌ପି ରାଜେଶ କୁମାର ସିଂ କହିଛନ୍ତି ।

NEET Exam
ଲିକ୍ ରୋକିବାକୁ ନୂଆ ପଦକ୍ଷେପ, ପରୀକ୍ଷାର ଦୁଇ ଘଣ୍ଟା ପୂର୍ବରୁ ତିଆରି ହେବ ପ୍ରଶ୍ନ!

ପ୍ରଶ୍ନପତ୍ର ଲିକ୍ କୁ ରୋକିବା ପାଇଁ ଦୁଇ ଘଣ୍ଟା ପୂର୍ବରୁ ତିଆରି ହେବ ପ୍ରଶ୍ନପତ୍ର । ନିଟ୍ ପିଜି ପରୀକ୍ଷା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ବିଭାଗୀୟ ଅଧିକାରୀଙ୍କୁ ଭେଟିଛନ୍ତି ।

Narendra Modi
ସଂସଦରେ ଉଠିଲା ଓଡ଼ିଶା କଥା, ମୋଦି କହିଲେ ...

ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଦେବା ଅବସରରେ ଓଡ଼ିଶା ନିର୍ବାଚନ କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି, ଓଡ଼ିଶାବାସୀ ଆମ ଉପରେ ଭରସା କରିଛନ୍ତି, ଆମକୁ ଭରପୁର ଆଶୀର୍ବାଦ ମିଳିଛି ।

Hathras accident
ହାଥରସ୍‌ରେ ବଡ଼ ଅଘଟଣ, ଦଳାଚକଟାରେ ଚାଲିଗଲା ୨୭ ଜୀବନ

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସତସଙ୍ଗ ସରିବା ପରେ ଲୋକେ ଘରକୁ ଫେରିବା ପାଇଁ ବ୍ୟତିବ୍ୟସ୍ତ ହୋଇପଡିଥିଲେ । ଏହି ସମୟରେ ଦୌଡାଦୌଡି ଆରମ୍ଭ ହୋଇଥିଲା । ଏଥିରେ ୨୭ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି ।

PM Modi
ବିକାଶର ଗୋଲାପୀ ଚିତ୍ର ଦେଖାଇଲେ ପ୍ରଧାନମନ୍ତ୍ରୀ, ବିରୋଧୀଙ୍କ ପ୍ରବଳ ହୋହଲ୍ଲାରେ କମ୍ପିଲା ଗୃହ

ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ । ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅବସରରେ ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ରଖିଛନ୍ତି ।

Weather Update
ପ୍ରବଳ ବର୍ଷା !! ଉବୁଟୁବୁ ହେଉଛି ପୂରା ଦେଶ, ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି

ସିକ୍କିମରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି । ଅନେକ ସ୍ଥାନରେ ଲୋକେ ଫସିଥିବାରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନାର ସାହାଯ୍ୟ ନିଆଯାଇଛି ।