୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟର ମଂଜୁରୀ ହୋଇଛି ।
ଏନେଇ ଡିଲରଙ୍କ ବଡ଼ ଭାଇ କଟକ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ତଦନ୍ତ ହୋଇଛି। କାର୍ଯ୍ୟନୁଷ୍ଠାନ ପାଇଁ ଉପଜିଲ୍ଲାପାଳଙ୍କୁ ରିପୋର୍ଟ ପଠାଯାଇଥିବା ସ୍ଥାନୀୟ ବିଡିଓ କହିଛନ୍ତି ।
ସରକାରୀ ସ୍କୁଲ୍ର ଶ୍ରେଣୀଗୃହକୁ କରାଯାଇଛି ଜବରଦଖଲ। ଏଠାରେ ଚାଲିଛି ରାସନ ସାମଗ୍ରୀ ବଣ୍ଟନ। ଏହା ଖୋଲାଖୋଲିଭାବେ ଚାଲୁଥିଲେ ବି କାହାରି ନଜର ପଡୁନି।