• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Other Videos

ଜମ୍ମୁ-କାଶ୍ମୀରରେ ପ୍ରକୃତିର ପ୍ରଳୟ । ହଠାତ ବାଦଲଫଟା ବର୍ଷା ପରେ ହାହାକାର ସ୍ଥିତି । କିସ୍ତୱାର ଜିଲ୍ଲାର ଚାସୋତି, ପଦର ଅଞ୍ଚଳରେ ବାଦଲଫଟା ବର୍ଷା ହୋଇଛି । ଏ ଅଘଟଣରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ବାଦଲ ଫଟା ବର୍ଷା ପରେ ଅନେକ ଲୋକ ରାସ୍ତାରେ ଫସିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।

Cloudburst