ଗୁଜରାଟ ଦଙ୍ଗା ମାମଲାରେ ଷଡ଼ଯନ୍ତ୍ର, ତଦନ୍ତକୁ ପ୍ରଭାବିତ କରିବା, ମିଛ ଆରୋପ ଲଗାଇବା ଭଳି ଅଭିଯୋଗରେ ଗୁଜରାଟର ତତ୍କାଳୀନ ଡିଜି ପୋଲିସ୍ ଆର୍ ବି ଶ୍ରୀକୁମାରଙ୍କୁ ଗିରଫ କରାଯାଇଛି।
ଆତ୍ମହତ୍ୟାର ଧମକ ଦେବା ପରେ ଡେଇଁ ପଡ଼ିଲେ
ସରକାରୀ ଖଜାନା ଉପରେ ବୋଝ ବଢ଼ୁଛି । ମାଗଣା ଯୋଜନା ଗୁଡ଼ିକୁ ବନ୍ଦ କରିବା ପାଇଁ ସରକାରଙ୍କୁ କୁହାଯାଇଛି ।
ଗୁଜୁରାଟ ଦଙ୍ଗା ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦିନ ନ୍ୟୁଜ୍ ଏଜେନ୍ସି ANIକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ଦୀର୍ଘ ଦିନ ଧରି ଲଢ଼େଇ ପରେ ସୁନା ଭଳି ସତ୍ୟ ପଦାକୁ ଆସିଛି ।
ଭିକ୍ଷା ମାଗି ଚଳୁଥିଲେ, ଏବେ ସେ ଶିକ୍ଷକତା କରିବେ। ଦୀର୍ଘ ୨୪ ବର୍ଷର ସଂଘର୍ଷ ପରେ ଶେଷରେ ତାଙ୍କ ଜିଦ୍ ରହିଲା। ତେବେ ଚାକିରି ଏମିତି ବୟସରେ ମିଳିଲା ଯେ, ଆଉ ମାତ୍ର ବର୍ଷେ ଦୁଇବର୍ଷ ପରେ ସେ ରିଟାୟାର୍ଡ ହେଇଯିବେ। କଥାଟା ଟିକେ ଅଡୁଆ ଲାଗୁଛି, କିନ୍ତୁ ଏ ଭିଡିଓ ଦେଖିଲେ ଆପଣ କ୍ଲିୟର ହେଇଯିବେ।
କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ପାଇଁ ମୋଦୀ ସରକାର ନୂଆ ଲେବର କୋଡ୍। ବେତନ, ପେନ୍ସନ୍ ଗ୍ରାଚ୍ୟୁଇଟି ଆଦିରେ ଆସୁଛି ପରିବର୍ତ୍ତନ। ଅଧିକ ଜାଣିବା ପାଇଁ ପଢନ୍ତୁ…
ଦଳୀୟ ନେତୃତ୍ୱ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିବା ଏକନାଥ ସିନ୍ଦେଙ୍କର ବଢିବାରେ ଲାଗିଛି ବଳ
ସ୍ତ୍ରୀକୁ କାମୁଡ଼ିଲା ସାପ : ବୋତଲରେ ସର୍ପକୁ ଧରି ହସ୍ପିଟାଲରେ ହାଜର ସ୍ୱାମୀ
ବିଦ୍ରୋହୀ ବିଧାୟକ ଯେଉଁମାନେ ଉଦ୍ଧବ ସରକାରଙ୍କୁ ବିରୋଧ କରୁଛନ୍ତି, ସେମାନେ ବର୍ତ୍ତମାନ ଆସାମର ଗୌହାଟିରେ ଅଛନ୍ତି। ବର୍ତ୍ତମାନ ସେମାନଙ୍କର ଠିକଣା Radisson Blu ହୋଟେଲ୍।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ନିତିନ ଗଡ଼କରୀ, ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କଲେ ଦ୍ରିପଦୀ ।
କଡ଼ା ସୁରକ୍ଷା ମଧ୍ୟରେ ଓଡ଼ିଶା ଭବନରୁ ଯାଇ ସଂସଦ ଭବନରେ ପହଞ୍ଚିଛନ୍ତି ଦ୍ରୌପଦୀ । ସହଯୋଗୀ ଦଳଙ୍କ ଉପସ୍ଥିତିରେ ଦାଖଲ କରିବେ ନାମାଙ୍କନ ।
୪୦୦୦ ଲୋକଙ୍କ ପାଇଁ ସାଧା ଏବଂ ଆମିଷ ଭୋଜିର ଆୟୋଜନ କରାଯାଇଥିଲା । ଲୋକେ ଭୋଜିଭାତ ଖାଇବା ସହ ଧୁମ୍ ନାଚ ଗୀତ ମଧ୍ୟ କରିଥିଲେ ।
ସହଯୋଗୀ ଦଳଙ୍କ ଉପସ୍ଥିତିରେ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଦାଖଲ କରିବେ। ବିଜେଡି, YSR କଂଗ୍ରେସ, ଜେଡିୟୁ ପରି ଦଳ ପ୍ରସ୍ତାବକ ରହିବେ।
ଗୋଟିଏପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଅଡୁଆ ବଢ଼ି ଚାଲିଥିବାବେଳେ ଅନ୍ୟପଟେ ବିଦ୍ରୋହୀ ନେତା ଏକନାଥଙ୍କ ସିନ୍ଦେଙ୍କ ସମର୍ଥକଙ୍କ ସଂଖ୍ୟା ବଢ଼ି ଚାଲିଛି।
ବିବାହ ପ୍ରୋସେସନରେ ନାଚ, ଗୀତରେ ଖୁସିରେ ମଜି ଯାଇଥିଲେ ବରଯାତ୍ରୀ। ହେଲେ ହଠାତ୍ ଏମିତି କିଛି ଘଟିଲା, ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ଖୁସିର ମାହୋଲରେ ଖେଳି ଯାଇଥିଲା ଦୁଃଖର ଛାୟା।
କାହିଁକି ଓ କାହାକୁ ମିଳେ Z Plus Security? ଏଇ ସୁରକ୍ଷା ପାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କେତେ ଜଣ ଦିଅନ୍ତି ସୁରକ୍ଷା? ଦେଶର କେତେ ଜଣଙ୍କୁ ମିଳିଛି ଏହି ସୁରକ୍ଷା, ଜାଣନ୍ତୁ…
‘ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଆମେ କେହି ଚାହୁଁନାହୁଁ । ଆମର ଦାବି ଯେ, ସେ ବିଜେପି ସହ ମେଣ୍ଟ କରନ୍ତୁ ଏବଂ ସରକାର ଗଢ଼ନ୍ତୁ ।’
କାଲି ନାମାଙ୍କନ ଭରିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ପ୍ରସ୍ତାବକ ହେଲେ ବିଜେଡିର ଦୁଇ ମନ୍ତ୍ରୀ। ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ପ୍ରସ୍ତାବକ।
ମାଡ଼ ଖାଉଥିବା ବ୍ୟକ୍ତିଙ୍କ ସ୍ତ୍ରୀ ଯେତେ ନେହୁରା ହୋଇଥିଲେ ବି କେହି ଶୁଣିନଥିଲେ।
ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ।
ସୁନା ଓ ରୁପା ଦର ଆଜି ହ୍ରାସ ପାଇଥିବା ଦେଖିବାକୁ ମିଳିଛି। MCXରେ ସୁନା ୦.୨୧% ଅର୍ଥାତ୍ ୧୦୬ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୫୦,୭୯୮ ଟଙ୍କାରେ କାରବାର ଚାଲିଥିବା ଦେଖିବାକୁ ମିଳିଛି।
କରୋନା ସଂକ୍ରମଣ ବଢୁଥିବାରୁ ଟେଷ୍ଟିଂ ଓ ସର୍ଭେଲାନ୍ସ ଉପରେ ଗୁରୁତ୍ୱ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
୩୪ ବିଦ୍ରୋହୀ ବିଧାୟକଙ୍କ ଏକନାଥ ସିନ୍ଧେଙ୍କ ସମର୍ଥନ ଜଣାଇବା ପରେ ଗାଦି ଯିବା ନିଶ୍ଚିତ ଜାଣି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ସରକାରୀ ବାସଭବନ ଛାଡ଼ିଛନ୍ତି।
ସଂଖ୍ୟା ନଥିବା ସତ୍ତ୍ୱେ ବିଜେପି ପ୍ରାର୍ଥୀ ଧନଞ୍ଜୟ ମହାଦିକ୍ଙ୍କ ବିଜୟ ପରେ ମହାରାଷ୍ଟ୍ରରର ମେଣ୍ଟ ସରକାରରେ ଅସନ୍ତୋଷ ଦାନା ବାନ୍ଧୁଥିବା ଇଙ୍ଗିତ କରିଥିଲା । କିଛି ମେଣ୍ଟ ବିଧାୟକଙ୍କ କ୍ରସ୍ ଭୋଟିଂ ଧନଞ୍ଜୟଙ୍କ ବିଜୟର ପଥ ସୁଗମ କରିଥିଲା ।
ଦ୍ରୌପଦୀ ମୁର୍ମୁ ଓଡିଶାର ମହିଳା ଟ୍ରାଇବାଲ୍ ଫେସ୍ । ତାଙ୍କ ନାଁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରି ବିଜେପି ମାଷ୍ଟର ଷ୍ଟୋକ୍ ଖେଳିଛି । ତେଣୁ ପୂର୍ବ ଭାରତରେ ଦଳର ଭୋଟ୍ ବ୍ୟାଙ୍କ ଉପରେ ଏହାର ପ୍ରଭାବ କଣ ପଡୁଛି ତା ଉପରେ ନଜର ରହିଛି ।