ଆସାମ ରାଇଫଲ୍ସ ଏବଂ ଭାରତୀୟ ସେନାର ୫୭ ତମ ମାଉଣ୍ଟେନ୍ ଡିଭିଜନର ଯବାନମାନଙ୍କୁ ସମ୍ବୋଧିତ କରି ଏମିତି କହିଛନ୍ତି ରାଜନାଥ। ଖାଲି ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଆଜି ଭାବୁଛି ଆପଣମାନଙ୍କୁ ମୋର ପିଲାଦିନର କଥା କହିବି। ପିଲା ଦିନରୁ ମୋର ଇଚ୍ଛା ଥିଲା, ସେନାରେ ସାମିଲ ହେବାକୁ। ସେନା ପାଇଁ ପରୀକ୍ଷା ବି ଦେଲି କିନ୍ତୁ ସେହି ସମୟରେ ବାପାଙ୍କ ଦେହାନ୍ତ ହେବାରୁ ମୁଁ ଆଉ ସେନାରେ ସାମିଲ ହେଲିନି।
ସୁପ୍ରିମକୋର୍ଟକୁ ଜଣାଇଛି ମେଡିକାଲ ଓ ସେଲ୍ସ ରିପ୍ରେଜେଣ୍ଟେଟିଭ ସଂଘ
ସମୀର ୱାଙ୍ଖଡେଙ୍କୁ କିଏ ଦେଲା ହତ୍ୟା ଧମକ ?
ଗୁଡ଼ଗାଓଁରେ ରହୁଥିବା ବବି କଟାରିଆଙ୍କ ଇନ୍ଷ୍ଟାଗ୍ରାମ ପେଜ୍ରେ ୬ ଲକ୍ଷରୁ ଉର୍ଦ୍ଧ୍ୱ ଫଲୋଅର୍ସ ରହିଛନ୍ତି । ଆଇପିସି ଓ ଆଇଟି ଆକ୍ଟ ଅଧିନରେ ତାଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ।
ବିବାଦୀୟ ଅବକାରୀ ନୀତିକୁ ନେଇ ରେଡ୍ କରୁଛି CBI
ପରବର୍ତ୍ତୀ ନିର୍ବାଚନରେ ଭୋଟ୍ ଦେବେ ଅଣ-କାଶ୍ମୀରୀ । ଆରମ୍ଭ ହୋଇଛି ଭୋଟର ଲିଷ୍ଟ ସଂଶୋଧନ ପ୍ରକ୍ରିୟା ।
ସନ୍ଦିଗ୍ଧ ଡଙ୍ଗାଟି କେଉଁଠୁ ଆସିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଡଙ୍ଗାରେ କେହି ନଥିଲେ ବୋଲି ସୂଚନା ମିଳିଛି । ତେବେ ଏହି ଡଙ୍ଗାକୁ ନେଇ ଆତଙ୍କବାଦୀ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।
ବିବାହ ପାଇଁ ଅତ୍ୟଧିକ ଚାପଗ୍ରସ୍ତ ହେବା ପରେ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି ।
କମିଲା ସୁନା ଦର । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ୪୦୦ ଟଙ୍କା ରହିଛି ।
ଭାରତର ସୁରକ୍ଷା ଉପରେ ପ୍ରଭାବ ପକାଉଥିବା ପୋଷ୍ଟ ଅପ୍ଲୋଡ୍ କରିବା ଅଭିଯୋଗରେ ସୂଚନା ପ୍ରସାରଣ ମନ୍ତ୍ରାଳୟ ୮ ୟୁଟ୍ୟୁବ୍ ଚ୍ୟାନେଲ୍କୁ ବ୍ଲକ୍ କରିଛି। ବ୍ଲକ୍ ହୋଇଥିବା ୮ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟରେ ପାକିସ୍ତାନର ଏକ ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟ ରହିଛି।
ଖୁବ୍ଶୀଘ୍ର Apple ଏହାର iPhone 14 ଲଞ୍ଚ୍ କରିବାକୁ ଯାଉଛି। ଏଥିପାଇଁ କମ୍ପାନୀ ଏକ ଲଞ୍ଚ୍ ଇଭେଣ୍ଟ ଆୟୋଜନ କରିବାକୁ ଯୋଜନା କରିଛି।
ଆରଟିଓଙ୍କ ଘର ନୁହେଁ ତ ରାଜପ୍ରାସାଦ । ଘରେ ସବୁ ସୁବିଧା ।
CCTV ଫୁଟେଜରେ ଦେଖିବାକୁ ମିଳିଛି, ଜଣେ ଯୁବକ, ଯୁବତୀଙ୍କ ପିଛା କରି ଆସୁଛନ୍ତି। ଏହାପରେ ସେ ବ୍ୟାଗ୍ ଭିତରୁ ବନ୍ଧୁକ ବାହାର କରି ହଠାତ୍ ଯୁବତୀଙ୍କ ବେକକୁ ଗୁଳିମାଡ଼ କରୁଛନ୍ତି।
ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଟ୍ୱିଟ୍କୁ ଡିଲିଟ୍ କରିଦେଇଥିଲେ ଦିପିକା ।
ବୋର୍ଡ଼ରେ ନୂଆ ସଦସ୍ୟ ଭାବେ ୬ ଜଣଙ୍କୁ ସ୍ଥାନ । ବୋର୍ଡରେ ୟେଦୁରପ୍ପା, ସର୍ବାନନ୍ଦ ସୋନଓ୍ୱାଲ, କେ. ଲକ୍ଷ୍ମଣ ନୂଆ ସଦସ୍ୟ ।
ଜଣେ ବିଲଡରଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଅପହରଣ କରିଥିବା ଅଭିଯୋଗ ତାଙ୍କ ନାଁରେ ରହିଛି ।
ବାପା ଜେଲରେ ଥିବା ବେଳେ କୋହ ସମ୍ଭାଳି ପାରୁନି କୁନି ଝିଅ । ସ୍ୱାଧୀନତା ଦିବସ ଅବସରରେ ନିଜ ଦୁଃଖ ବଖାଣିଛି ।
ଭାରତକୁ ୧ନଂ କରିବା ପାଇଁ କେଜ୍ରିଓ୍ୱାଲ ବିଜେପି ଓ କଂଗ୍ରେସ ଭଳି ରାଜନୈତିକ ଦଳକୁ ତାଙ୍କ ମିଶନରେ ସାମିଲ ହେବାକୁ ନିମନ୍ତ୍ରଣ କରଛନ୍ତିଁ ।
ଯେଉଁ ସବୁ ବିଧାୟକମାନେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତଙ୍କ ନାଁରେ ରହିଛି ଅପରାଧିକ ମାମଲା ।
୫୦୦ ଟଙ୍କା ପାଇଁ ଆସାମର ଜଣେ ବ୍ୟକ୍ତି ନିଜ ଗାଁର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ କଟା ମୁଣ୍ଡ ଧରି ୨୫ କି.ମି. ଚାଲି ଚାଲି ପୋଲିସ୍ ଷ୍ଟେସନରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ।
ନିମିଷକେ ହ୍ରଦର କୋଣ ଅନୁକୋଣରେ ପହଞ୍ଚିପାରିବ ଦେଶର ଜାଗ୍ରତ ପ୍ରହରୀ
କବାଡ଼ି ଖେଳୁଥିବା ବେଳେ ବେକ ମୋଡ଼ି ହୋଇ ଜଣେ ଖେଳାଳିଙ୍କ ଜୀବନ ଚାଲିଯାଇଛି ।
କମିଲା ସୁନା ଦର । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ୪୫୦ ଟଙ୍କା ରହିଛି ।
ଖାଦ୍ୟର ଗୁଣବତ୍ତା ପରୀକ୍ଷଣ ବେଳେ ପାଣିଆ ଡାଲି ଓ ରୁଟି ଦେଖି ମେନପୁରୀର ଏସପିଙ୍କ ରାଗ କହିଲେ ନସରେ ।
ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ପୋଲିସ୍ ।