ଦୀପିକା ଚିଖ୍ଲିଆଙ୍କୁ ସମସ୍ତେ 'ସୀତା' ଭାବରେ ଜାଣନ୍ତି। ସେ ରାମାନନ୍ଦ ସାଗରଙ୍କ ପୌରାଣିକ ଶୋ’ 'ରାମାୟଣ'ରେ ସୀତା ମାତା ଭୂମିକାରେ ଅଭିନୟ କରିଥିଲେ। ଏବେ ସେ ପୁଣି ସୀତା ଅବତାରରେ ଲୋକଙ୍କୁ ଦେଖାଦେଇଛନ୍ତି।
ରାମାୟଣ’ରେ ମାତା ସୀତା ଭୂମିକାରେ ଅଭିନୟ କରି ଦୀପିକା ଚିଖ୍ଲିଆ ପ୍ରସିଦ୍ଧ ହୋଇଥିଲେ। ଲୋକେ ତାଙ୍କୁ ସବୁବେଳେ ମାତା ସୀତାଙ୍କ ଭଳି ଦେଖିବାକୁ ଚାହାନ୍ତି। ନିକଟରେ ଦୀପିକା ତାଙ୍କ ସୋସିଆଲ୍ ମିଡିଆ ପେଜ୍ରେ ଏଭଳି ଭିଡିଓ ଶେୟାର କରିଛନ୍ତି, ଲୋକେ ତାଙ୍କୁ ଟ୍ରୋଲ୍ କରୁଛନ୍ତି।
ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଟ୍ୱିଟ୍କୁ ଡିଲିଟ୍ କରିଦେଇଥିଲେ ଦିପିକା ।