ଆଉ ଅହେତୁକ ଭାବରେ ବୃଦ୍ଧି ପାଇବନି ପିଆଜ ଦର ।
ଅନ୍ଲାଇନ୍ରେ ମଟର ପନିର ଅର୍ଡର କରିଥିଲେ, ହେଲେ ଫୁଡ୍ ଡେଲିଭରିରେ ଚିକେନ୍ କରି ଆସିଥିଲା। ସେମାନେ ଜୋମାଟୋରେ ଖାଇବା ଅର୍ଡର ହୋଇଥିଲା। ଯେଉଁଠି ଏଭଳି ତ୍ରୁଟି ସାମ୍ନାକୁ ଆସିଛି।
ମହାରାଷ୍ଟ୍ର ରାଜନୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା। ସଜସଜ ମୁଖ୍ୟମନ୍ତ୍ରୀ ହୋଇଥିବା ସିନ୍ଦେ ନିଜ ଦଳ ଓ ନେତାଙ୍କ ଉପରେ ଯେପରି ବିଶ୍ୱାସ ରଖିଛନ୍ତି, ତାହାକୁ ନେଇ ଏବେ ରାଜନୈତିକ ମହଲରେ ଝଡ଼ ସୃଷ୍ଟି ହେଲାଣି ।
ହୃଦୟ ଛୁଇଁବା ପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
୮ ମହଲାରୁ ଡେଇଁଲେ ଇଞ୍ଜିନିୟର ଛାତ୍ର। ପୋଲିସ୍ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି।
ଯେଉଁ ସରକାରୀ କର୍ମଚାରୀ ଦ୍ୱିତୀୟ ବିବାହ କରିବାକୁ ଚାହୁଁଛନ୍ତି, ତା’ପୂର୍ବରୁ ସେ ଚାକିରି କରିଥିବା ସମ୍ପୃକ୍ତ ବିଭାଗକୁ ଜଣାଇବେ। ଏହାପରେ ବିଭାଗ ପକ୍ଷରୁ ଆବଶ୍ୟକୀୟ ଅନୁମତି ମିଳିଲେ ହିଁ ବ୍ୟକ୍ତି ଜଣକ ଦ୍ୱିତୀୟ ବିବାହ କରିପାରିବେ।
ଆଇନ କାର୍ଯ୍ୟକାରୀ ହେବା ପରେ ଯଦି କୌଣସି ସଂସ୍ଥା ବା ବ୍ୟକ୍ତି ଏହାର ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।
ଚୁକ୍ତିନାମା କରାଇଛନ୍ତି ଦମ୍ପତିଙ୍କ ସାଙ୍ଗମାନେ । ସୋସିଆଲ ମିଡିଆରେ ଚୁକ୍ତିର ୪ କୋଟି ଭିୟୁ ।
କାଟ୍ସା ହଟିବା ଦ୍ୱାରା ଭାରତ ଏବଂ ଆମେରିକାର ପ୍ରତିରକ୍ଷା ଭାଗିଦାରୀ ସୃଦୃଢ ହେବ ବୋଲି ରୋ ଖାନ୍ନା ଆଶା ରଖିଛନ୍ତି।
ଆଗାମୀ ଫିଚରକୁ ନେଇ ସ୍କ୍ରିନ୍ସଟ୍ ସେୟାର କରିଛି WAବିଟାଇନ୍ଫୋ।
୮ ବର୍ଷରେ ୧୪ଥର ଗର୍ଭପାତ। ଦିଲ୍ଲୀରେ ଜଣେ ମହିଳା ତାଙ୍କ ଲିଭ୍-ଇନ୍ ପାର୍ଟନରଙ୍କ ବ୍ୟବହାରରେ ଏତେ ଅତିଷ୍ଠ ହୋଇଯାଇଥିଲେ ଯେ ଶେଷରେ ଆତ୍ମହତ୍ୟା କରିଛନ୍ତି।
ଜମ୍ମୁରେ ଭାଙ୍ଗିଲା ଶିବ ମୂର୍ତ୍ତି । ତାତିଲେ ଲୋକେ...
ପୂର୍ବତନ ମିସ୍ ୟୁନିଭର୍ସ ତଥା ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ ଓ ଆଇପିଏଲ୍ର ପୂର୍ବତନ ଚେୟାରମ୍ୟାନ୍ ଲଳିତ ମୋଦିଙ୍କ ଆଫାୟର୍ସ ସାମ୍ନାକୁ ଆସିବା ପରେ ଉଭୟଙ୍କ ରିଲେସନଶିପ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।
ଗୁଜରାଟରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷାରେ ଜନସାଧାରଣ ବିଶେଷ ଭାବରେ ପ୍ରଭାବିତ ହେବା ସହ ବହୁ ଧନ ଜୀବନ କ୍ଷତିଗ୍ରସ୍ତ ହୋଇଛି । ଦେଖନ୍ତୁ କିଛି ଚିତ୍ର...
ସୁସ୍ମିତାଙ୍କ ସହ କିଛି ଅନ୍ତରଙ୍ଗ ମୁହୁର୍ତ୍ତର ପ୍ରଥମ ଫଟୋ ପୋଷ୍ଟ କରି ଟୁଇଟରରେ ଲଳିତ ମୋଦି ଲେଖିଛନ୍ତି ଯେ, ସାରା ବିଶ୍ୱ ପରିଭ୍ରମଣ କରି ବର୍ତ୍ତମାନ ଲଣ୍ଡନ ଫେରିଲୁ ସପରିବାର ।
ବିଶ୍ୱରେ ବଢ଼ୁଛି ମଙ୍କିପକ୍ସ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା । ଏନେଇ କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଗୁରୁତ୍ୱପୂର୍ଣ୍ଣ ଚିଠି ଲେଖିଛନ୍ତି ।
ଜେଲ୍ ଗଲେ ବଲିଉଡ୍ କଣ୍ଠଶିଳ୍ପୀ ଦଲେର ମେହେନ୍ଦି ।
ମୋମୋ ଗଢ଼ିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...
ମହାରାଷ୍ଟ୍ର ଗୁଜରାଟରେ ବର୍ଷା ବିତ୍ପାତ । ପୂର୍ଣ୍ଣା ଓ କାବେରୀ ନଦୀ ଭୟଙ୍କର ରୂପ ଧାରଣ କରିଛି । ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବହୁ ଅଞ୍ଚଳ ଜଳମଗ୍ନ...
ଆହୁରି ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଦର ଲିଟର ପିଛା ୫ ଟଙ୍କା ହ୍ରାସ ପାଇଥିବା ବେଳେ ଡିଜେଲ ଲିଟର ପିଛା ୩ ଟଙ୍କା ହ୍ରାସ ପାଇଛି।
ପିଲାଦିନେ କବାଡ଼ି ଖେଳୁଥିବା ଭଗବାନୀ ଦେବୀ କେବେ ଚିନ୍ତା କରିନଥିଲେ ସେ ଦିନେ ଦେଶ ପାଇଁ ଗୌରବ ଆଣିବେ ।
ପୋଲିସ୍ ସାଜିଛନ୍ତି ଗୁରୁ। ବସ୍ତି ପିଲାଙ୍କୁ ନିଜ ଖର୍ଚ୍ଚରେ ଦେଉଛନ୍ତି ଶିକ୍ଷା। ସେ ଏବେ ସାଜିଛନ୍ତି ସେମାନେ ଭାଗ୍ୟ ବିଧାତା। ତାଙ୍କୁ ନେଇ ପିଲାମାନେ ଦେଖିଛନ୍ତି ନୂଆ ସ୍ୱପ୍ନ।
ଅର୍ଡର କଲା ମାତ୍ରେ ଘରେ ଘରେ ପହଞ୍ଚିଯିବ ଦୋସା ଓ ଇଡଲିର ପିଠଉ ।
କିଛିଦିନ ସୁନା ଓ ରୁପା ଦର ବୃଦ୍ଧି ପାଇବା ପରେ ପୁଣି ଏହି ଦର ହ୍ରାସ ପାଇଛି। ଆଜି ପୁଣି ଏହା ହ୍ରାସ ପାଇଛି। ସୁନା ଦର ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୫୦,୬୫୬ ଟଙ୍କାରେ ପହଞ୍ଚିଛି।
ଲକ୍ଷ୍ନୌରେ ପିଟବୁଲ ଆକ୍ରମଣରେ ସୁଶୀଲା ତ୍ରିପାଠୀଙ୍କ ମୃତ୍ୟୁ ।