• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Mukesh Ambani
ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ରେ ବଡ଼ ଦାୟିତ୍ୱ ନେଲେ ଈଶା, ଏବେ ଡୋର ଷ୍ଟେପ୍‌ରେ ପହଞ୍ଚିବ ରାସନ

ଝିଅକୁ ବଡ ଦାୟିତ୍ୱ ଦେଲେ ମୁକେଶ ଅମ୍ୱାନୀ । ଈଶା ହେଲେ ରିଲାଏନ୍ସ ରିଟେଲର ଲିଡର୍ ।

Gulam Nabi Azad
'ଇସ୍ତଫା ପରେ ମୁହଁ ଖୋଲିଲେ...ରାହୁଲଙ୍କ ଉପରେ ପ୍ରବଳ ବର୍ଷିଲେ'

କଂଗ୍ରେସ ବିଶେଷ କରି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି କାହିଁକି କଂଗ୍ରେସ ଛାଡିଲେ, ସେନେଇ ଖୁଲାସା କରିଛନ୍ତି ଆଜାଦ ।

Special story
ରାଷ୍ଟ୍ରପତିଙ୍କ ଝିଅ ନାଁରେ ଫେକ୍‌ ଆକାଉଣ୍ଟ୍‌ ତିଆରି କରି ଯୁବ ଇଞ୍ଜିନିୟର ଗିରଫ

ଅଭିଯୁକ୍ତକୁ ଏହି ମାମଲାରେ ପୋଲିସ ଅଧିକ ପଚରାଉଚୁରା ଜାରିରଖିଛି।

Noida’s Supertech Twin Towers
ଭାଙ୍ଗିବାକୁ ମାତ୍ର ୯ ସେକେଣ୍ତ, ହେଲେ ସଫା କରିବାକୁ ଲାଗିବ ପୂରା ୩ ମାସ!

ମାତ୍ର ୯ ସେକେଣ୍ଡରେ ମାଟିରେ ମିଶିଲା ଟ୍ୱିନ ଟାୱାର। ଏତେ ମାତ୍ରାରେ ଅଳିଆ ବାହାରିଛି ଯେ ସଫା କରିବାକୁ ଲାଗିବ ପୂରା ୩ ମାସର ସମୟ..

Anant Ambani
ଦୁବାଇରେ ବି ଦବ୍‌ଦବା ଦେଖାଇଲେ ମୁକେଶ ଅମ୍ବାନୀ, ସାନପୁଅ ପାଇଁ କିଣିଲେ ସବୁଠୁ ଦାମୀ ଘର

ବ୍ରିଟିଶ ଫୁଟବଲର୍ ଡେଭିଡ ବେକହମ ଏବଂ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ଘର ପାଖରେ ରହିଛି ଅମ୍ବାନୀଙ୍କ ଏହି ଘର ।

Special story
‘ ତା’ସହ ମଧ୍ୟ ସେମିତ ହେବା ଦରକାର’ : ଜୀବନ୍ତ ଜଳିଯାଇ ପ୍ରାଣ ହରାଇଥିବା ଯୁବତୀଙ୍କ ଅପିଲ୍‌

ଜୋରଜବରଦସ୍ତି କରି ରାଜି ନହେବାରୁ ସେ ମୋ ସହ ଏପରି କରିଛି । ସେ ବି ସମାନ କଷ୍ଟ ଭୋଗିବା ଉଚିତ୍‌ ।

 Mutton Shop
ଗଣେଶ ପୂଜାରେ ଖୋଲିପାରିବନି ମାଂସ ଦୋକାନ, ପ୍ରଶାସନ ଦେଲା ନିର୍ଦେଶ

ଏକ ନୋଟିସ ଜାରି କରି ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଗଣେଶ ପୂଜା ଅର୍ଥାତ ଅଗଷ୍ଟ ୩୧ ତାରିଖ ଦିନ କୌଣସି ବି ମାଂସ ଦୋକାନ ଖୋଲିବ ନାହିଁ ।

Special story
5Gକୁ ନେଇ ରିଲାଏନ୍ସ ଜିଓର ବଡ ଘୋଷଣା : ପ୍ରଥମେ ମେଟ୍ରୋ ସହରରେ ମିଳିବ ସେବା

5G ସମ୍ବନ୍ଧରେ ମୁକେଶ ଆମ୍ବାନୀ ବଡ ଘୋଷଣା କରିଛନ୍ତି ।

SBI WhatsApp service launched
SBI ଗ୍ରାହକଙ୍କ ପାଇଁ ଖୁସି ଖବର: ଏଣିକି WhatsAppରେ ଚେକ୍‌ କରିପାରିବେ ଆକାଉଣ୍ଟ ବାଲାନ୍ସ...

Yono App ଲଗ୍‌ଇନ୍‌ କିମ୍ବା ଏଟିଏମ୍‌ ନଯାଇ ମଧ୍ୟ SBI ଗ୍ରାହକ ମିନି ଷ୍ଟେଟମେଣ୍ଟ୍‌ ସମ୍ପର୍କରେ ତଥ୍ୟ ପାଇପାରିବେ। ମିନି ଷ୍ଟେଟମେଣ୍ଟରେ ବ୍ୟାଙ୍କ ପକ୍ଷରୁ ଶେଷ ୫ ଟ୍ରାଞ୍ଜାକ୍ସନ୍‌(ନେଣଦେଣ)ଆପଣଙ୍କୁ ମିଳିପାରିବ। 

Dumka Girl Death Case
୫ ଦିନ ପରେ ଜୀବନ ଯୁଦ୍ଧରେ ହାରିଗଲେ ଯୁବତୀ, ପେଟ୍ରୋଲ ପକାଇ ଜାଳି ଦେଇଥିଲେ ଶାହରୁଖ...

ଗତ ଅଗଷ୍ଟ ୨୩ ତାରିଖରେ ଭୋର ୪ଟା ସମୟରେ ଶୋଇଥିବା ଅବସ୍ଥାରେ ଅଙ୍କିତାଙ୍କ ଉପରେ ପେଟ୍ରୋଲ ପକାଇ ଶାହରୁଖ ଜୀଅନ୍ତା ଜାଳି ଦେଇଥିଲା।

Gold rate today
କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ସାମାନ୍ୟ କମିଲା ସୁନା ଦର। ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୭୦୦ ରହିଛି ।

Special story
ଶିଶୁକୁ ବଞ୍ଚାଇବାକୁ ଯାଇ ପରିତ୍ୟକ୍ତ କୂଅକୁ ଓହ୍ଲାଇଲେ ଚାରି ଭାଇ, ଏକ ସଙ୍ଗେ ଚାଲିଗଲା ଜୀବନ

ଜୀବନ ନେଇଗଲା ପରିତ୍ୟକ୍ତ କୂଅ । ଶିଶୁକୁ ବଞ୍ଚାଇବାକୁ ଯାଇ ଚାରି ଜଣଙ୍କର ମୃତ୍ୟୁ ହୋଇଛି ।

Asia Cup
ପାକିସ୍ତାନ ଠାରୁ ପ୍ରତିଶୋଧ ନେଲା ଭାରତ

ପାକିସ୍ତାନର ୧୪୮ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରି ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇଥିଲା।

Demolition of Twin Tower
୯ ସେକେଣ୍ଡରେ ମାଟିରେ ମିଶିଲା ଟ୍ୱିନ୍ ଟାଓ୍ୱାର

ଇତିହାସ ପାଲଟିଲା ଉତ୍ତରପ୍ରଦେଶ। ନୋଏଡ଼ାସ୍ଥିତ ବହୁଚର୍ଚ୍ଚିତ ସୁପରଟେକ୍ ଟ୍ୱିନ୍ ଟାଓ୍ୱାର୍। ସେକ୍ଟର ୯୩ରେ ଥିବା ଏହି ଆପେକ୍ସ ଓ ସେୟାନ୍ ଟାଓ୍ୱାର୍ ନିର୍ମାଣକୁ ସୁପ୍ରିମ୍‌କୋର୍ଟ ବେଆଇନ ଦର୍ଶାଇବା ପରେ, ଏହାକୁ ନିୟନ୍ତ୍ରିତ ବିସ୍ଫୋରଣ ଜରିଆରେ ମାଟିରେ ମିଶାଇ ଦେଇଛି ପ୍ରଶାସନ।

Congress Leader rahul gandhi
କିଏ ଧରିବ କଂଗ୍ରେସ ମଙ୍ଗ ? ରାଜି ନାହାନ୍ତି ରାହୁଲ, ଅକ୍ଟୋବର ୧୯ରେ ସ୍ପଷ୍ଟ ହେବ ଚିତ୍ର

କଂଗ୍ରେସର କ’ଣ ହେବ ? ବଦଳିବେ କି କଂଗ୍ରେସ ମୁଖିଆ ? ନା ପୁଣି ସେହି ଚିରାଚରିତ ଢଙ୍ଗରେ ଚାଲିବ କଂଗ୍ରେସ ?

Twin Tower
ଭାଙ୍ଗିଲା ବହୁ ଚର୍ଚ୍ଚିତ ଟ୍ୱିନ୍‌ ଟାୱାର, ନିମିଷକ ମଧ୍ୟରେ ମିଶିଗଲା ମାଟିରେ; ଦେଖନ୍ତୁ ଭିଡିଓ

ଦୁଇ ତୃତୀୟାଂଶ ଫ୍ଲାଟ୍ ବୁକ୍ କରିସାରିଥିଲେ ଗ୍ରାହକ । ଏହି ସମସ୍ତ ଗ୍ରାହକଙ୍କୁ ସେମାନଙ୍କ ମୂଳ ଟଙ୍କା ସୁଧ ସମେତ ଫେରସ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

PM Modi
ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆଁଖାଇ ଶୁଭେଚ୍ଛା

ଓଡ଼ିଶାର ନୂ‌ଆଁଖାଇ ପର୍ବ ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ମୋଦି

LED Bulb
LED ବଲବ୍‌ରେ କ୍ୟାମେରା, ଏଣିକି ଆଲୋକ ସାଙ୍ଗକୁ ମିଳିବ ସୁରକ୍ଷା

CCTV ର ଯୁଗ ଶେଷ !! ଏଣିକି LED ବଲବ୍‌ରେ ରେକର୍ଡ ହେବ ସବୁ ଭିଡ଼ିଓ। ଦାମ୍‌ ମାତ୍ର ଏତିକି ଟଙ୍କା...ଜାଣନ୍ତୁ କଣ କଣ ରହିଛି ଫିଚର୍ସ..

Special story
ଆରମ୍ଭ ହେଲା କାଉଣ୍ଟଡାଉନ୍ : ଟ୍ୱିନ୍‌ ଟାୱାରରେ ଖଞ୍ଜା ହେଲା ବିସ୍ଫୋରକ

୯ ସେକେଣ୍ଡରେ ମାଟିରେ ମିଶିବ ଟ୍ୱିନ୍‌ ଟାୱାର , ପୂରା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।

Kalpana Soren
ରାଇରଙ୍ଗପୁରରୁ ରାଞ୍ଚି !! ହେମନ୍ତଙ୍କ ପରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ କି କଳ୍ପନା?

୨୦୦୬ ମସିହାରେ ହେମନ୍ତଙ୍କୁ ବିବାହ କରିବା ପରେ କଳ୍ପନା ରାଜନୀତିକୁ ବେଶ୍‌ ପାଖରୁ ଦେଖିଛନ୍ତି । ତେଣୁ ବର୍ତ୍ତମାନ ସ୍ଥିତିରେ ସ୍ୱାମୀଙ୍କ ଆସନରେ ସେ ବସିଲେ ସବୁ ପରିସ୍ଥିତିର ମୁକାବିଲା କରିପାରିବେ । ଏହାସହ ହେମନ୍ତଙ୍କ ପାଇଁ ବି ରାଜନୈତିକ ଫାଇଦା ଅଧିକ ରହିବ ।

Special story
ଏମିତି ଏକ ଗାଁ : ମାଙ୍କଡ଼ର ମୃତ୍ୟୁ ପରେ ଶୁଦ୍ଧିକ୍ରିୟା କରିବା ସହ ଲଣ୍ଡାହେଲେ ଗାଁ ଲୋକ

ମାଙ୍କଡ଼ ମୃତ୍ୟୁରେ ଗାଁ ଲୋକଙ୍କ ଶୋକ । ଶୁଦ୍ଧିକ୍ରିୟା ସହ ସମସ୍ତ କର୍ମ କରାଯାଇଛି ।

Hemant Soren
ଝାଡ଼ଖଣ୍ତ ରାଜନୀତିରେ ହଟଚମଟ; ଆଲର୍ଟରେ କଂଗ୍ରେସ ବିଧାୟକ

ଗତକାଲି ରାତିରେ ରାଞ୍ଚିରେ ବସିଥିଲା କଂଗ୍ରେସ ବିଧାୟକ ଦଳ ବୈଠକ । ଆଜି ବି କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ସମସ୍ତ ବିଧାୟକଙ୍କ ଆଲର୍ଟ ମୁଡ୍‌ରେ ରଖାଯିବା ସହ ରାଞ୍ଚିରେ ହିଁ ରହିବାକୁ ନିର୍ଦ୍ଦେଶ ହୋଇଛି ।

Special story
ଆଜି ଭାଙ୍ଗିବ ଟ୍ୱିନ୍ ଟା‌ୱାର୍ : ୫୦୦୦ ଲୋକ ଓ ୩୦୦୦ ଗାଡ଼ି ସ୍ଥାନାନ୍ତର, ଆଲର୍ଟରେ ହସ୍ପିଟାଲ

ମାଟିରେ ମିଶିଯିବ ଦୁଇ ନଭଶ୍ଚମ୍ଭି ଅଟ୍ଟାଳିକା । ବିରାଟକାୟ ଟ୍ୱିନ୍ ଟାୱାରକୁ ଭାଙ୍ଗିବା ପାଇଁ ପ୍ରାୟ ୩୭ କ୍ୱିଣ୍ଟାଲ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯିବ ।

Special story
ବଦଳିବେ କି କଂଗ୍ରେସ ମୁଖିଆ? ଗାନ୍ଧୀ ପରିବାର ନା ଆଉ କିଏ ସମ୍ଭାଳିବେ କଂଗ୍ରେସ ଦାୟିତ୍ୱ ?

ଗାନ୍ଧୀ ପରିବାରକୁ ପୁଣି ଥରେ ହାଇକମାଣ୍ଡ ଦାୟିତ୍ୱ ମିଳିବ ନା ଦଳର ମଙ୍ଗ ଆଉ କିଏ ସମ୍ଭାଳିବେ ତାହା ଆଜି ପରଠୁ ସ୍ପଷ୍ଟ ହେବ

Stray animals second biggest reason for road accidents
‘ସଡକ ଦୁର୍ଘଟଣାର ଦ୍ୱିତୀୟ ମୁଖ୍ୟ କାରଣ ବୁଲା ପଶୁ’

ଅଧିକାଂଶ ସଡକ ଦୁର୍ଘଟଣା 'ଅନ୍ୟ ଡ୍ରାଇଭର' ଯୋଗୁଁ ହେଉଥିବା ବେଳେ ଦ୍ୱିତୀୟ ସର୍ବାଧିକ ଦୁର୍ଘଟଣାର କାର୍ଣ ହେଉଛନ୍ତି ବୁଲା ପଶୁ। କୁକୁର ଏବଂ ମଇଁଷି ଯୋଗୁଁ ୨୫.୪% ଦୁର୍ଘଟଣା ହୋଇଥାଏ।