ଏଣିକି ହ୍ୱାଟ୍ସଆପ୍ରେ ଡିଲିଟ୍ ହୋଇଥିବା ମେସେଜ୍କୁ ମଧ୍ୟ ପଢ଼ିପାରିବେ। ଯଦିଓ ଏହି ମେସେଜ୍ ଡିଲିଟ୍ ଫିଚର୍କୁ କାର୍ଯ୍ୟକାରୀ କରାଯାଇ ନାହିଁ, ତେବେ ଖୁବ୍ଶୀଘ୍ର ଏହା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି।
ବରଫ ତଳେ ଫସିରହିଛି ପର୍ବତାରୋହୀଙ୍କ ଜୀବନ । ରେସ୍କ୍ୟୁ ଅପରେସନ୍ ଆରମ୍ଭ ହୋଇଛି ।
ପୋଲିସ୍ ଚାଲାଣ କାଟିବାରୁ ଏଥିରେ ଅସନ୍ତୋଷ ପ୍ରକାଶ କରି ଜଣେ ବ୍ୟକ୍ତି ନିଜର ବାଇକ୍ ଜାଳି ଦେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଅଧିକାଂଶ ସମୟ ରାସ୍ତାର ବିପରୀତ ଦିଗରେ ଯାତ୍ରା କରିଥାନ୍ତି ବୋଲି ଜଣାପଡ଼ିଛି।
ମହିଳାଙ୍କୁ ବୟସ ଆଉ ପୁରଷଙ୍କୁ ଦରମା ପଚାରିଲେ ସଠିକ ଉତ୍ତର ପାଇବାର ସମ୍ଭାବନା ସାଧାରଣତଃ କମ ଥାଏ। ହେଲେ ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ଯଦି ଏମିତି ଘଟେ ? ସ୍ତ୍ରୀ ସ୍ୱାମୀଙ୍କୁ ନିଜ ବୟସ ଲୁଚାଇଲେ କ‘ଣ ହେବ ଆମେ କହିପାରିବୁନି। କିନ୍ତୁ ସ୍ୱାମୀ ଯଦି ସ୍ତ୍ରୀକୁ ଦରମା ଲୁଚାନ୍ତି ତେବେ ସ୍ତ୍ରୀ କ’ଣ କରିପାରିବେ, କେମିତି ସେ ତଥ୍ୟ ପାଇପାରିବେ ତାହା ଆମେ କହି ପାରିବୁ।
ଗରବା(garba) ନାଚୁଥିବା ବେଳେ ମାଡ଼ିଆସିଲା ମୃତ୍ୟୁ , ଗୋଟିଏ ପରିବାରର ଦୁଇ ମୃତ
ଜମ୍ମୁ-କାଶ୍ମୀର ପୋଲିସ୍ ମହାନିର୍ଦ୍ଦେଶକ(ଜେଲ୍) ହେମନ୍ତ ଲୋହିଆଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ହେମନ୍ତ ଲୋହିଆଙ୍କୁ ତାଙ୍କ ଘରୋଇ ସହାୟକ ୟାସିର୍ ଅହମ୍ମଦ(୩୬) ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ପଲ୍ୟୁସନ୍ ସାର୍ଟିଫିକେଟ୍ ନାହିଁ ତ ପେଟ୍ରୋଲ ନାହିଁ। ପେଟ୍ରୋଲ ପମ୍ପରେ PUC(Pollution Under Control) ସାର୍ଟିଫିକେଟ୍ ନଦେଖାଇଲେ ପେଟ୍ରୋଲ ଓ ଡିଜେଲ ପକାଇ ପାରିବେ ନାହିଁ।
ଆହୁରି ବଳଶାଳୀ ହେଲା ଭାରତୀୟ ବାୟୁସେନା । ଏୟାର ଫୋର୍ସରେ ସାମିଲ ହେଲା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅତ୍ୟାଧୁନିକ ହାଲୁକା ଲଢୁଆ ହେଲିକପ୍ଟର ପ୍ରଚଣ୍ଡ । ମେଡ ଇନ୍ ଇଣ୍ଡିଆର ଏହି ହେଲିକପ୍ଟରର ବିଶେଷତ୍ୱ କଣ ଜାଣନ୍ତୁ
ଅନଲାଇନ୍ରେ ଜୁଆ ଖେଳ ଓ ବେଟିଂକୁ କିଛି ରାଜ୍ୟରେ ନିଷିଦ୍ଧ କରାଯାଇଛି ।
କୋଲକାତା ସହରରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଫାଇବରରେ ନିର୍ମାଣ କରାଯାଇଥିବା ବେଳେ ଦୂରଦର୍ଶନ ଓ ପ୍ରସାର ଭାରତୀ ଭଳି ଥିମ୍ରେ ନିର୍ମାଣ ହୋଇଛି ମଣ୍ଡପ।
ଜାମ୍ମୁ କାଶ୍ମୀର ଜେଲ୍ ବିଭାଗର ମହାନିର୍ଦ୍ଦେଶକ ତଥା ୧୯୯୨ ବ୍ୟାଚ୍ ଆଇପିଏସ୍ ଅଫିସର ହେମନ୍ତ ଲୋହିଆଙ୍କୁ ତାଙ୍କ ଜାମ୍ମୁ ଉପକଣ୍ଠ ଉଦୟିୱାଲାସ୍ଥିତ ଘରେ ଗଳା କାଟି ହତ୍ୟା କରାଯାଇଛି।
ରାତିର ଅନ୍ଧାର ହେଉ କି ପାହାଡ଼ି ଅଞ୍ଚଳ,ସବୁ ସ୍ଥିତିରେ ପ୍ରଚଣ୍ଡ କରିପାରିବ କାଉଣ୍ଟର ଅପରେସନ୍
ଗଳି ପିଲାଙ୍କ ଦ୍ୱାରା ଦୁର୍ଗାପୂଜା(Durga Puja) ମଣ୍ଡପ ଉଦଘାଟନ
ଯୁବକଙ୍କ ପେଟକୁ ଏତେ ଚାମଚ କିପରି ଗଲା । ସେ ନିଜେ ଖାଇଛନ୍ତି ନା କେହି ତାଙ୍କୁ ଜୋରଜବରଦସ୍ତି କରିଛି ତାହା ସ୍ପଷ୍ଟ ହୋଇପାରି ନାହିଁ ।
ରାଜ୍ୟରେ ହେଉଥିବା ଦୁର୍ନୀତିକୁ ନେଇ କିଛି ଦିନ ପୂର୍ବରୁ ପତ୍ର ଲେଖିଥିଲେ
ବର୍ଷାରେ ଭିଜି ରାହୁଲ ଭାଷଣ ଦେଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଭାରତୀୟ ବାୟୁ ସେନାରେ ଶକ୍ତି ବୃଦ୍ଧି ହୋଇଛି। ସ୍ୱଦେଶୀ ଜ୍ଞାନ କୌଶଳ ନିର୍ମିତ ହାଲୁକା ଲଢୁଆ ହେଲିକପ୍ଟର (ଏଲସିଏଚ୍)କୁ ଆଜି ଭାରତୀୟ ବାୟୁ ସେନାରେ ସାମିଲ କରାଯାଇଛି। ଏହି ଲଢ଼ୁଆ ବିମାନର ନାଁ ରହିଛି ପ୍ରଚଣ୍ଡ। ଏହାକୁ ସେନା ପକ୍ଷରୁ ରାଜସ୍ଥାନର ଲଙ୍ଗେୱାଲାଠାରେ ମୁତୟନ କରାଯିବ।
ସାରା ଦେଶରେ ପବିତ୍ର ନବରାତ୍ର ପୂଜା ଚାଲିଛି। ମା’ଙ୍କ ମହିଷାମର୍ଦ୍ଦିନୀର ରୂପ ଦେଖିବାକୁ ପୂଜାମଣ୍ଡପରେ ଭିଡ । ହେଲେ କଲିକତାର ଏକ ପୂଜା ମଣ୍ଡପରେ ଦେଖିବାକୁ ମିଳିଛି ବ୍ୟତିକ୍ରମ। ଏଠି ମା’ଙ୍କୁ ତ ମହିଷାମର୍ଦ୍ଦିନୀ ରୂପରେ ଦେଖିବାକୁ ମିଳିଛି । କିନ୍ତୁ ଆଉ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି।
ଚୀନ ଯାଉଥିବା ଇରାନ୍ର ଏକ ପାସେଞ୍ଜର ଫ୍ଲାଇଟ୍ରେ ବୋମା ଥିବା ସୂଚନା ମିଳିଛି। ଭାରତୀୟ ଏୟାର ସ୍ପେଶ ଉପରେ ଥିବାବେଳେ ବିମାନରେ ବୋମା ଥିବା ସୂଚନା ମିଳିଥିଲା।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୪୦୦ ଟଙ୍କା ରହିଛି ।
ଦେଶ ପାଇଁ ଗୌରବର ବିଷୟ। ଭାରତୀୟ ସାମରିକ ଶକ୍ତିରେ ଯୋଡ଼ି ହେବ ନୂଆ ଇତିହାସ । ଭାରତୀୟ ବାୟୁସେନା ପକ୍ଷରୁ (ଆଇଏଏଫ) ଆଜି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର (ଏଲସିଏଚ୍)ର ପ୍ରଥମ ବ୍ୟାଚ୍ ମୁତୟନ କରାଯାଇଛି।
ପାଖାପାଖି ୧୧ ମାସ ଯାତ୍ରା କରିବା ପରେ ମଙ୍ଗଳଯାନ, ମଙ୍ଗଳ ଗ୍ରହ ନିକଟତର ହୋଇଥିଲା। ଫଳରେ ISRO(Indian Space Research Organisation)କୁ ଏକ ବଡ଼ ସଫଳତା ମିଳିଥିଲା।
ଗତକାଲି ରାତି ପ୍ରାୟ ୯ଟା ସମୟରେ ପେଣ୍ଡାଲରେ ଆଳତି ବେଳେ ଅଗ୍ନିକାଣ୍ଡ ଘଟିଥିଲା। ଇଲେକ୍ଟ୍ରିକ୍ ସର୍ଟ ସର୍କିଟ୍ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
ଗତ କିଛି ଦିନ ଅସୁସ୍ଥ ଥିବା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଅବସ୍ଥା ଗୁରୁତର ହୋଇଛି। ୮୨ ବର୍ଷୀୟ ମୁଲାୟମ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି ।
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ ।