• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

thalassaemia, blood cancer detected urvish passed neet
୩ ମାସରେ ଥାଲାସେମିଆ, ୬ ମାସରେ ବ୍ଲଡ କ୍ୟାନ୍ସର, ତଥାପି ପାସ୍ କଲେ ନିଟ୍‌ ପରୀକ୍ଷା

୩ ମାସର ହୋଇଥିଲେ ସେତେବେଳେ ଜଣାପଡ଼ିଥିଲା ସେ ଥାଲାସେମିଆ ଆକ୍ରାନ୍ତ । ପରିବାର ଲୋକେ ତାଙ୍କର ଚିକିତ୍ସା ଆରମ୍ଭ କରିଦେଲେ। ତାଙ୍କୁ ଯେତେବେଳେ ୬ ମାସ, ସେତେବେଳେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର କହିଥିଲେ ସେ ରକ୍ତ କର୍କଟରେ ଆକ୍ରାନ୍ତ। ୭ ବର୍ଷ ବୟସରେ ବୋନ ମ୍ୟାରୋ ଟ୍ରାନ୍ସ ପ୍ଲାଣ୍ଟ। ତଥାପି ହାରି ନ ଥିଲେ। ଶେଷରେ ମିଳିଲା ସଫଳତା।

Today Gold Price
Today Gold Price - 14th Sept : କମିଲା ସୁନା ଦର, ଜାଣନ୍ତୁ କେତେ ଅଛି ସୁନାର ଦାମ୍

ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଆଜି ସୁନା-ରୂପା ଦରରେ ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୧,୭୫୦ ରହିଛି।

Special story
ଆସିଲାନି ଆମ୍ବୁଲାନ୍ସ, ଜେସିବିରେ ହସ୍ପିଟାଲ ଗଲେ ଯନ୍ତ୍ରଣାରେ ଛଟପଟ ଯୁବକ

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ଠିକ୍‌ ସମୟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଆହତ ଯୁବକଙ୍କୁ ଜେସିବିରେ ହସ୍ପିଟାଲ ନେଇଗଲେ ସ୍ଥାନୀୟ ଲୋକ ।

Bus Falls Into Gorge In J&K
ଭୟଙ୍କର ଦୁର୍ଘଟଣା: ଖାଇକୁ ଖସିଲା ବସ୍‌, ଚାଲିଗଲା ୧୧ ଜୀବନ

ବସ୍‌ଟି କିଛି ଲୋକଙ୍କୁ ନେଇ ସାୱଜିଆନ୍‌ରୁ ମଣ୍ଡି ଅଭିମୁଖେ ଯାତ୍ରା କରୁଥିବା ବେଳେ ବରେହି ନାଲ୍ଲାହ ନିକଟରେ ଏକ ଗଭୀର ଖାଇରେ ଖସି ପଡ଼ିଥିଲା।

26 Medicines Drops From  Essential Medicines List
ଏସବୁ ମେଡିସିନ୍‌ ଖାଉଥିଲେ ସାବଧାନ ! ! ! ହୋଇପାରେ କ୍ୟାନ୍ସର...

ଗୋଟିଏପଟେ କିଛି ନୂଆ ମେଡିସିନ୍‌କୁ ଜାତୀୟ ଅତ୍ୟାବଶ୍ୟକ ମେଡିସିନ୍ ତାଲିକାରେ ସାମିଲ କରାଯାଇଥିବା ବେଳେ ଅନ୍ୟପଟେ ଗ୍ୟାସ୍‌ ଜନିତ ସମସ୍ୟା ଦୂର କରିବା ଭଳି ମେଡିସିନ୍‌ Ranitidine ଇତ୍ୟାଦିକୁ ଅତ୍ୟାବଶ୍ୟକ ମେଡିସିନ୍ ତାଲିକାରୁ ବାଦ୍‌ ଦିଆଯାଇଛି।

Special story
ନେହୁରା ହେଉଥିଲେ ଚାରି ସାଧୁ, ହେଲେ କେହି ଶୁଣିଲେନି . . ନିର୍ଧୁମ ମାଡ଼ ମାରିଲେ . . .

ବିନା ଦୋଷରେ ଚାରି ସାଧୁ ବାବାଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି ଜନତା ।

BJP Protest In Kolkata
ପଶ୍ଚିମବଙ୍ଗରେ ବିଜେପିର ହଲ୍ଲାବୋଲ ! କର୍ମୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲା ବେଙ୍ଗଲ ପୋଲିସ

ବିଜେପିର ନବାନ ଚଲୋ ଅଭିଯାନରେ ଯୋଗ ଦେବା ପାଇଁ ବହୁ ସଂଖ୍ୟାରେ ବିଜେପି କର୍ମୀମାନେ ଟ୍ରେନ୍ ଯୋଗେ କୋଲକତା ଅଭିମୁଖେ ଆସିଥିଲେ ।

journalist Siddique Kappan
ବହୁ ଚର୍ଚ୍ଚିତ ସାମ୍ବାଦିକ ସିଦ୍ଦିକ୍‌ କପ୍ପନଙ୍କୁ ସୁପ୍ରିମ୍‌କୋର୍ଟ ଦେଲେ ଜାମିନ, ତଥାପି ରହିବେ ଜେଲ୍‌ରେ

ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶ ହାଥରସ୍‌ ଗଣଦୁଷ୍କର୍ମ ମାମଲା ପରେ କପ୍ପନଙ୍କୁ ଗିରଫ କରାଯାଇଥିଲା ।

Fire Mishap
ପରୀକ୍ଷା ପାଇଁ ଯାଇଥିଲେ ସିକନ୍ଦରାବାଦ, ହୋଟେଲରେ ଲାଗିଗଲା ନିଆଁ ! ଚାଲିଗଲା ଜୀବନ

ଗତ ରାତିରେ ଲଜ୍ ତଳେ ଥିବା ଇଲେକ୍ଟ୍ରିକ୍‌ ସ୍କୁଟି ସୋରୁମ୍‌ରେ ଲାଗିଥିଲା ନିଆଁ ।

contract papers signed  by grooms friends
ବିବାହ ପୂର୍ବରୁ ବର ସାଙ୍ଗ ରଖିଲେ ଅଜବ ଚୁକ୍ତି...ସ୍ୱାକ୍ଷର କରିବାକୁ ବାଧ୍ୟ ହେଲେ ନବବଧୂ

ତାମିଲନାଡୁର ଏହି ଦମ୍ପତି ହେଉଛନ୍ତି ହରିପ୍ରସାଦ ଓ ପୂଜା। ଗତ ରବିବାର ଥିଲା ବିବାହ । ବାହାଘରର ସବୁ ଆୟୋଜନ ସରିଥାଏ। ବିବାହ ମଣ୍ଡପକୁ ଆସିଲେ ବର-କନ୍ୟା।  ଏହି ସମୟରେ ହରିପ୍ରସାଦଙ୍କର ସାଙ୍ଗମାନେ ଏକ ଫାଇଲ ନେଇ ଆସିଲେ। ୨୦ ଟଙ୍କିଆ ଷ୍ଟାମ୍ପ ପେପର ଲାଗିଥିବା ଏକ କାଗଜରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିବା ପାଇଁ ସେମାନେ ପୂଜାଙ୍କୁ କହିଥିଲେ। ଏପରିକି ବିବାହ ପୂର୍ବରୁ ସ୍ୱାକ୍ଷର କରିବାକୁ ପଡିବ ବୋଲି ପୂଜାଙ୍କୁ କହିଥିଲେ।

Eknath Shinde
ଜଳି ଯାଉଥିଲା ଗାଡ଼ି; କାରକେଡ୍‌ ଅଟକାଇ ଜୀବନର ମୂଲ୍ୟ ବୁଝାଇଲେ ମୁଖ୍ୟମନ୍ତ୍ରୀ

ପୁଣି ଚର୍ଚ୍ଚାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଦାମୀ କାର୍‌ଠୁ ଜୀବନ ଅଧିକ ମୂଲ୍ୟବାନ ବୋଲି ଜଣେ ବ୍ୟକ୍ତିଙ୍କୁ ପରାମର୍ଶ ଦେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Bihar Minister Calls Himself
ମନ୍ତ୍ରୀ କହିଲେ- ‘ଆମ ଡିପାର୍ଟମେଣ୍ଟରେ ଅନେକ ଚୋର ଅଛନ୍ତି, ମୁଁ ସେମାନଙ୍କ ସର୍ଦ୍ଦାର’

କୃଷିମନ୍ତ୍ରୀ ସୁଧାକର ସିଂ କହିଛନ୍ତି ଯେ, ‘ମୋ ଉପରେ ମଧ୍ୟ ଆହୁରି ଅନେକ ସର୍ଦ୍ଦାର ଅଛନ୍ତି। ଯଦିଓ ସରକାର ବଦଳିଛନ୍ତି, ହେଲେ କାର୍ଯ୍ୟ କରିବା ଶୈଳୀ ସମାନ ରହିଛି।’

gold price today
Today Gold Price - 13th Sept : ଜାଣନ୍ତୁ ଆଜିର ସୁନା ମୂଲ୍ୟ କେତେ ରହିଛି

ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଆଜି ସୁନା-ରୂପା ଦରରେ ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୧୦୦ ରହିଛି।

Delhi CM Arvind-kejriwal
ଅଟୋ ଡ୍ରାଇଭରଙ୍କ ଘରେ ରାତ୍ରି ଭୋଜନ କଲେ ମୁଖ୍ୟମନ୍ତ୍ରୀ

ପ୍ରଜାଙ୍କ ଘରେ ରାଜା କରିଲେ ଭୋଜନ। ସାଧାରଣ ଲୋକଟିଏ ପାଇଁ ଏହାଠାରୁ ବଡ ଖବର ଆଉ କ’ଣ ହୋଇପାରେ ! ଖୁସିରେ ଉଛୁଳୁ ଥିଲା ଅଟୋ ଡ୍ରାଇଭର ବିକ୍ରମ ଦନ୍ତାନିଙ୍କ ଘର। ସକାଳୁ ସକାଳୁ ରୋଷେଇରେ ଲାଗି ପଡିଥିଲେ ପୂରା ପରିବାର। ତାଙ୍କ ଘରେ ଭୋଜନ କରିବେ ନିଜେ ମୁଖ୍ୟମନ୍ତ୍ରୀ।

 Fire Breaks Out In Electric Scooter Showroom In Hyderabad
ଜଳିଗଲା ଇଲେକ୍ଟ୍ରିକ୍‌ ସ୍କୁଟର୍‌ ଶୋ’ ରୁମ୍‌: ୮ ମୃତ, ଜୀବନ ବଞ୍ଚାଇବା ପାଇଁ ବିଲ୍ଡିଂରୁ ତଳକୁ ଡେଇଁଲେ ଲୋକେ

ନିଆଁ ଲାଗିବା ଫଳରେ ଜୀବନ ବଞ୍ଚାଇବା ପାଇଁ ଲୋକମାନେ ବିଲ୍ଡିଂର ଉପର ମହଲାରୁ ତଳକୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଛି। ଆହତ ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

BDO gives Free Coaching for Civil Service Exam
ବିଡିଓ ହେବ ତ ଏମିତି: IAS-OAS ପରୀକ୍ଷା ପାଇଁ ପିଲାଙ୍କୁ ଦେଉଛନ୍ତି ମାଗାଣା କୋଚିଂ

ବିଡିଓଙ୍କ ମହାନତା । ପିଲାଙ୍କ ଭବିଷ୍ୟତ ପାଇଁ ଯୋଗାଇ ଦେଲେ ମାଗଣା କୋଚିଂ ସେଣ୍ଟର ।

Inflation
ବଢ଼ିଲା ମୁଦ୍ରାସ୍ଫୀତି, ଜୁଲାଇରେ ଥିଲା ୬.୭୧% ଏବେ ୭%

ତିନି ମାସର ନିମ୍ନଗାମୀ ଟ୍ରେଣ୍ଡ ପରେ ପୁଣି ଊର୍ଦ୍ଧ୍ୱମୁଖା ହୋଇଛି ଖୁଚୁରା ମୁଦ୍ରାସ୍ଫୀତି ହାର ।

NIA
ଗ୍ୟାଙ୍ଗଷ୍ଟର ସହିତ ଆତଙ୍କବାଦୀ ଲିଙ୍କ ମାମଲରେ ୫ ରାଜ୍ୟର ୬୦ଟି ସ୍ଥାନରେ NIA ର ଚଢ଼ାଉ

ବହୁ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଦେଶ ସମେତ ବିଦେଶ ତଥା ଭାରତୀୟ ଜେଲରେ ଥାଇ ବି ବାହାରେ ନିଜ ଅପରେସନକୁ ଜୋରଦାର କରୁଛନ୍ତି । ଏହାକୁ ଦମନ କରିବାକୁ NIA ରେଡ କରିଛି ।

Bengaluru Doctor Leaves Car
ଗୁରୁତର ରୋଗୀକୁ ବଞ୍ଚାଇବା ପାଇଁ ୩ କିମି ଦୌଡ଼ିଲେ ଡ଼ାକ୍ତର

ବିଳମ୍ବ ହେଉଥିବା ଦେଖି ଗୁଗଲ ମ୍ୟାପ୍‌ ଚେକ୍‌ କରିବା ପରେ ରାସ୍ତା ଉପରେ କାର୍‌ ଛାଡି ଦୀର୍ଘ ୩ କିଲୋମିଟର ରାସ୍ତା ଦୌଡି ଥିଲେ ଡାକ୍ତର ଗୋବିନ୍ଦ।

Guinness World Record
କାର୍‌ରେ ୨୭ ଜଣ ବସି ଗିନିଜ୍‌ ୱାର୍ଲଡ୍‌ ରେକର୍ଡ

ଏହାର ଭିଡିଓ ଗିନିଜ୍‌ ୱାର୍ଲଡ୍‌ ରେକର୍ଡ(GWR) ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି।

gold price today
Today Gold Price - 12th Sept :୫୨ ହଜାର ଟପିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଆଜି ସୁନା-ରୂପା ଦରରେ ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୧୫୦ ରହିଛି।

accident
କାରକୁ ୨କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ିନେଲା କଣ୍ଟେନର୍‌, ଭିତରେ ଥିଲେ ୪ ଜଣ

ପୁଣେର ଶିରୁର ତାଲୁକାର ଶିକ୍ରାପୁର ନିକଟ ପୁଣେ-ନାଗର ରାଜପଥରେ ଭୟଙ୍କର ଦୁର୍ଘଟଣା ।

ram mandir
୨୦୨୪ ଜାନୁଆରୀରେ ଅଯୋଧ୍ୟାକୁ ବିଜେ କରିବେ ଶ୍ରୀରାମ

ରାମ ମନ୍ଦିର ନିର୍ମାଣକୁ ନେଇ ରବିବାର ଦିନ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

Supreme Court
୨୨୦ଟି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ସିଏଏକୁ ଚ୍ୟାଲେଞ୍ଜ କରି ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ୨୦୧୯ ଡିସେମ୍ବର ୧୮ରେ ଶୁଣାଣି କରିଥିଲେ।