ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଟ୍ରାଫିକ୍ ପୋଲିସ ଇ-ସ୍କୁଟରର ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିବାରୁ ୨୫୦ ଟଙ୍କା ଫାଇନ୍ କାଟିଛନ୍ତି ।