ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଏବେ ବଢୁଛି ହୀରା ଫେରାଇବାର ଦାବି। କୋହିନୂର ହୀରା ଫେରାଇବା ପାଇଁ ଭାରତ ଦାବି କରୁଥିବାବେଳେ ଏହି ତାଲିକାରେ ଏବେ ଆହୁରି ଅନେକ ଦେଶର ନାଁ ଯୋଡ଼ି ହୋଇଯାଇଛି। ଏବେ ଦକ୍ଷିଣ ଆଫ୍ରିକା ବି ଦାବି କରିଛି ତା‘ର ହୀରାକୁ ଫେରାଇବା ପାଇଁ।
ରାଣୀ ଏଲିଜାବେଥଙ୍କ ପରେ ରାଜା ହେବାକୁ ଯାଉଥିବା ପ୍ରିନ୍ସ ଚାର୍ଲସ ୧୯୮୦ରେ କୋଣାର୍କ ବୁଲିବାକୁ ଆସିଥିଲେ । କୋଣାର୍କ ବୁଲିବାବେଳେ ସେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ହରିପୁର ଶାସନ ଆସିଥିଲେ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପିଏମ୍ ମୋଦିଙ୍କ ଶୋକ । ବିଶ୍ୱ ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ ହରାଇଲା କହିଲେ ରାଷ୍ଟ୍ରପତି ।
ରାଣୀ ଏଲିଜାବେଥଙ୍କ ୨୫ତମ ଜୟନ୍ତୀ ଉପଲକ୍ଷେ ତିଆରି ହୋଇଛି ବିଶ୍ୱର ସବୁଠୁ ବଡ଼ ଗୋଲ୍ଡ କଏନ୍