ଭିଡିଓକନ୍ ଓ ICICI ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ଉଭୟଙ୍କୁ ଜେଲ୍ ହୋଇଥିଲା ।
ଅସହ୍ୟ ଥଣ୍ଡାରୁ ମିଳୁନି ନିସ୍ତାର। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ସ୍କୁଲ୍ ଛୁଟି ଘୋଷଣା ହୋଇଥିବା ବେଳେ ଆଉ କିଛି ସ୍ଥାନରେ ସ୍କୁଲ୍ ସମୟରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ହୋଇଛି।
ବିମାନରେ ମଦ ପିଇ ଅସଦାଚରଣ କରିବା ମାମଲାରେ ଗିରଫ ହେଲେ ଦୁଇ ଯାତ୍ରୀ । ପାଟନା ବିମାନବନ୍ଦରରେ ଦୁଇ ଜଣ ଯାତ୍ରୀଙ୍କୁ ଗିରଫ କରାଯାଇଛି ।
ଆକାଶରେ ଦେଖିବାକୁ ମିଳିପାରେ ଅଦ୍ଭୁତ ଦୃଶ୍ୟ। ଆଉ ରାତି ବି ଦିନ ଭଳି ଲାଗିବ ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏମିତି କିଛି ଅଜବ ଘଟଣା ଖୁବ୍ଶୀଘ୍ର ଘଟିବାକୁ ଯାଉଛି।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୧୦୦ ଟଙ୍କା ରହିଛି ।
ନିକଟରେ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଠି ଜଣେ ଯାତ୍ରୀ ଅନ୍ୟ ଜଣେ ସହଯାତ୍ରୀଙ୍କ ସହ ଝଗଡ଼ା କରୁଛନ୍ତି। ପରେ ଝଗଡ଼ା ଏତେ ବଢ଼ି ଯାଇଥିଲା, ଯାତ୍ରୀ ଜଣକ ନିଜ ସାର୍ଟ ଖୋଲି ସମ୍ପୃକ୍ତ ସହଯାତ୍ରୀଙ୍କୁ ମାଡ଼ ମାରିଥିଲେ।
ରସାତଳଗାମୀ ହେବ କି ଉତ୍ତରାଖଣ୍ଡର ଯୋଶୀମଠ। ବିପଦସଂକୁଳ ୬ଶହରୁ ଅଧିକ ଘର, ସହର ଛାଡ଼ିଲେଣି ୭୦ ପରିବାର... ଭୂସ୍ଖଳନ ବିପତ୍ତିରୁ ବର୍ତ୍ତିଲେନି ନିଜେ ଭୋଳାନାଥ। ମୁଖ୍ୟମନ୍ତ୍ରୀ ଧାମିଙ୍କ ସହ କଥା ହେଲେ ମୋଦି, ତେଣେ ପିଏମ୍ଓରେ ଉଚ୍ଚସ୍ତରୀୟ ବୈଠକ।
ଆହୁରି ୨ ଦିନ ଏଭଳି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି।
ମଠକାନ୍ଥ ବି ଫାଟିବା ପରେ ଶୁଭିଲା ତ୍ରାହି ତ୍ରାହି
କିଛି ଦିନ ହେଲା ଉତ୍ତରାଖଣ୍ଡର ଆଧ୍ୟାତ୍ମିକ ସହର ଯୋଶୀମଠ ଦବିବାରେ ଲାଗିଛି
ଟେକ୍ସାସ୍ ଭଳି ଅଗ୍ରଣୀ ସହରରେ ଜଜ୍ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ ହୋଇଛନ୍ତି ।
ମହିଳା ପୋଲିସଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ କେମିତି ଧମକ୍ ଦେଉଛନ୍ତି ଶୁଣନ୍ତୁ.. ଭିଡିଓ ଭାଇରାଲ ହେବା ପରେ ସମସ୍ତେ କହିଲେ ଛି.. ଛି..
ପୋଷା କୁକୁର କାମୁଡ଼ି ଦେବାରୁ ମହିଳା ଜଣକ ରାଗି କୁକୁରକୁ ହତ୍ୟା କରିବା ସହ ଏହାକୁ ଫିଙ୍ଗିବା ପାଇଁ ହ୍ରଦକୁ ଯାଇଥିଲେ। ହେଲେ ପାଣିରେ ବୁଡ଼ି ମହିଳାଙ୍କ ମୃତ୍ୟୁ ହୋଇଛି।
ଭିଡିଓ ଦେଖିଲେ ପ୍ରଥମେ ନିଜ ଆଖିକୁ ବି ଖରାପ ଲାଗିପାରେ ।
ବିପଦ ସଂକୁଳ ଅବସ୍ଥାରେ ୫ଶହରୁ ଅଧିକ ପରିବାର
ମହିଳାଙ୍କ ଚପଲ ଆଣିବାକୁ ଟ୍ରେନ୍କୁ ଚଢ଼ିଥିଲେ ଯୁବକ । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜୀବନ ଚାଲିଗଲା ।
ନିଖୋଜର ୩ ଦିନ ପରେ କାର୍ ଭିତରୁ ମିଳିଲା ମୃତଦେହ। ଲକ୍ କାର୍ ଭିତରୁ ୩୭ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି।
ଏୟାର ଇଣ୍ଡିଆ ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଅନ୍ଲାଇନ୍ରେ ବିରିୟାନୀ ଅର୍ଡର କରିଥିଲେ, ହେଲେ ଏହାକୁ ଖାଇବାର ମାତ୍ର କିଛି ଘଣ୍ଟା ପରେ ଚାଲିଗଲା ଜୀବନ। ବିଷାକ୍ତ ଖାଦ୍ୟ ଯୋଗୁ ୨୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ସ୍ଥିର ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୯୦୦ ଟଙ୍କା ରହିଛି ।
ଚାର୍ଜିଂ ବେଳେ ଫୋନ୍ରୁ ଅତ୍ୟଧିକ ହିଟ୍ ବାହାରିଥାଏ। ତେଣୁ ଏହି ସମୟରେ ଫୋନ୍ ବ୍ୟବହାର କରିବା ଦ୍ୱାରା ଓଭର ହିଟ୍ ଯୋଗୁ ଜୀବନ ମଧ୍ୟ ଚାଲି ଯିବାର ସମ୍ଭାବନା ରହିଛି।
ବାଇକ୍ରେ ଯିବା ପାଇଁ ଯୁବତୀଙ୍କୁ ଡାକିଲେ, ହେଲେ ରୋକ୍ଠୋକ୍ ମନା କରିଦେଲେ ଯୁବତୀ। ଏଥିରେ ଉତ୍କ୍ଷିପ୍ତ ହୋଇ ଜଣେ ବ୍ୟକ୍ତି ରାଗରେ ସମ୍ପୃକ୍ତ ଯୁବତୀଙ୍କୁ ହେଲ୍ମେଟ୍ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଅନେକ ଲୋକ ଭୟରେ ଘରଦ୍ୱାର ଛାଡ଼ି ଚାଲିଗଲେଣି।
ବିଜେପି ପଚାରିଛି ଯେ, ସଂଖ୍ୟା ଯଦି ଆପ୍ ସପକ୍ଷରେ ଅଛି, ତେବେ ସେମାନେ ଭୟଭୀତ କାହିଁକି?