• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

3 LeT terrorists killed
ଜାମ୍ମୁ କାଶ୍ମୀରରେ ସକାଳୁ ସକାଳୁ ଆକ୍ସନ୍‌ : ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କୀ ସଫା

ମୃତ ୩(terrorists ) ଆତଙ୍କବାଦୀ ଲସ୍କର ଏ ତୋଇବା ସଂଗଠନର ସୂଚନା । ଆଉ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ଚାଲିଛି ସର୍ଚ୍ଚ ଅପରେସନ୍ ।

Bihar hooch tragedy
ମଦମୃତ୍ୟୁକୁ ନେଇ ସରଗରମ ବିହାର ରାଜନୀତି : ନୀତୀଶଙ୍କ ମନ୍ତବ୍ୟ ପରେ ସରକାରକୁ ଘେରିଲା ବିଜେପି

ବିହାରରେ ୨୦୧୬ ମସିହାରେ ଲାଗୁ ହୋଇଥିଲା ମଦ ବ୍ୟାନ୍ । ତେବେ ତୃଣମୂଳ ସ୍ତରରେ ଏହାର କାର୍ଯ୍ୟକାରିତା କେତେ, ସାରନ ମଦମୃତ୍ୟୁ ମାମଲାରୁ ସ୍ପଷ୍ଟ ହୋଇଛି

Gas Cylinder
ଗେହଲଟଙ୍କ ବଡ଼ ଘୋଷଣା ! ଏଣିକି ୫୦୦ ଟଙ୍କାରେ ମିଳିବ ରନ୍ଧନ ଗ୍ୟାସ

ଏବେ ସାରା ଦେଶରେ ତଥା ଆମ ରାଜ୍ୟରେ ଗ୍ୟାସ୍ ଦର ହଜାରେ ଟଙ୍କା ପରେ ରହିଥିବା ବେଳେ ରାଜସ୍ଥାନରେ ଏପ୍ରିଲ୍‌ରୁ ୫୦୦ ଟଙ୍କାରେ ମିଳିବ ଗ୍ୟାସ ।

Madhya Pradesh speakers challenge to shah rukh khan on pathan controversy
‘ଶାହରୁଖ ତାଙ୍କ ଝିଅ ସହିତ ଏହି ଫିଲ୍ମ ଦେଖିବା ଉଚିତ’

ଏବେ ବିଧାନସଭା ବାଚସ୍ପତି ଗିରିଶ ଗୌତ୍ତମ ‘ପଠାନ’କୁ ବିରୋଧ କରିଛନ୍ତି। ସେ ଶାହରୁଖ ଖାନଙ୍କୁ ଟାର୍ଗେଟ୍ କରିଛନ୍ତି। କହିଛନ୍ତି ଯେ ଶାହରୁଖ ତାଙ୍କ ଝିଅ ସହିତ ଏହି ଚଳଚ୍ଚିତ୍ର ଦେଖିବା ଉଚିତ ଆଉ ଏକ ଫଟୋ ଅପଲୋଡ୍ କରିବା ଉଚିତ। ଏହା ସହିତ ସେ ଆହୁରି କଡା ସମାଲୋଚନା ମଧ୍ୟ କରିଛନ୍ତି।

During Marriage Bride Hugs Boyfriend After Dance, Video Goes Viral
Viral Video: ନିଜ ବିବାହରେ ବୟଫ୍ରେଣ୍ଡ୍‌ ସହ ଜବରଦସ୍ତ ଡ୍ୟାନ୍ସ, ଆଲିଙ୍ଗନ...

ଡେକୋରେସନ୍‌, ସେଲିବ୍ରେସନ୍‌, ମ୍ୟୁଜିକ୍‌ ଓ ଡ୍ୟାନ୍ସ ବିନା ବିବାହ କାର୍ଯ୍ୟକ୍ରମ ପୁରା ଫିକା ଫିକା ଲାଗିଥାଏ। ଆଉ ବିନା ଡ୍ରାମାରେ ତ ବିବାହ କାର୍ଯ୍ୟକ୍ରମ ପୁରା ଅଧୁରା କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ବିବାହ ବେଳେ କିଛି ନା କିଛି ଡ୍ରାମା ତ ନିଶ୍ଚିତ ଭାବେ ଦେଖିବାକୁ ମିଳିଥାଏ।

gold price today
Today Gold Price 19th Dec 2022 : ଆଜି ବଢିଛି ସୁନା ଦର, କିଣିବା ପୂର୍ବରୁ ଜାଣିନିଅନ୍ତୁ କେତେ ବଢିଛି

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୪,୪୦୦ ଟଙ୍କା ରହିଛି ।

gang rape
ମଣିଷ ପାଲଟିଲା ପିଶାଚ : ୧୬ ବର୍ଷିୟା ନାବାଳିକା ସହିତ ୧୨ ଘଣ୍ଟା ପର୍ଯ୍ୟନ୍ତ ଗଣଦୁଷ୍କର୍ମ

ବର୍ବରତାର ସବୁ ସୀମା ଟପି ଗଲା ମଣିଷ । ନାବାଳିକାକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଦୁଷ୍କର୍ମ କଲେ ୮ ଅଭିଯୁକ୍ତ ।

Executive vs. Judiciary
‘ନିର୍ବାଚନ କମିଶନ ନିଯୁକ୍ତି କମିଟିରେ ସୁପ୍ରିମ୍‌କୋର୍ଟ ମୁଖ୍ୟ ବିଚାରପତିଙ୍କୁ ସାମିଲ କରାଯାଉ’

ନିର୍ବାଚନ କମିଶନ ନିଯୁକ୍ତି କମିଟିରେ ସୁପ୍ରିମ୍‌କୋର୍ଟ ମୁଖ୍ୟ ବିଚାରପତିଙ୍କୁ ସାମିଲ କରାଗଲେ ନିଯୁକ୍ତି ପ୍ରକ୍ରିୟା ଏବଂ ଚୟନରେ ସ୍ୱଚ୍ଛତା ଅଧିକ ରହିପାରିବ। ଏଭଳି ଜଣେ ବ୍ୟକ୍ତିଙ୍କୁ ସାମ୍ବିଧାନିକ ପଦରେ ଅବସ୍ଥାପିତ କରାଯିବ ଯିଏ ସରକାରଙ୍କ ଆଜ୍ଞା ପାଳନ କରିବାକୁ ବାଧ୍ୟ ହେବ ନାହିଁ ବା ପ୍ରଭାବିତ ହେବ ନାହିଁ।

Woman Chases Husband’s Girlfriend Watch Viral Video
ସ୍ୱାମୀ ସହ କରୁଥିଲେ ରୋମାନ୍ସ, ଟାୱେଲ୍‌ ପିନ୍ଧା ଅବସ୍ଥାରେ ଗର୍ଲଫ୍ରେଣ୍ଡ୍‌କୁ ଧରିଲା ସ୍ତ୍ରୀ...

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ବିବାହ ପରେ ମଧ୍ୟ ଅନ୍ୟ ଯୁବକ କିମ୍ବା ଯୁବତୀଙ୍କ ସହ ସମ୍ପର୍କ ରଖିଥାନ୍ତି। ଖାଲି ବିବାହିତ ଯୁବକ କିମ୍ବା ଯୁବତୀ ନୁହଁନ୍ତି ରିଲେସନଶିପ୍‌ରେ ଥାଇ ମଧ୍ୟ ଅନେକ ଯୁବକ, ଯୁବତୀ ସେମାନଙ୍କ ପାର୍ଟନରଙ୍କୁ ଧୋକା ଦେଇ ଅନ୍ୟ ଜଣଙ୍କ ସହ ସମ୍ପର୍କ ରଖିଥାନ୍ତି। ଯାହାକି ସମ୍ପର୍କ ଭାଙ୍ଗିବାର ମୁଖ୍ୟ କାରଣ ବୋଲି କୁହାଯାଏ।

Viral veena made from scrap in Bhopal
୧୦ ଲକ୍ଷ ଟଙ୍କା ଖର୍ଚ୍ଚରେ ବୀଣା; ଲମ୍ବ ୨୮ ଫୁଟ, ଓଜନ ୫ ଟନ୍

ତିଆରି ହୋଇଛି ସବୁଠାରୁ ବଡ ବୀଣା। କୌଣସି ଦାମି ଜିନିଷ ନୁହେଁ, ଟୁକୁରା ଟୁକୁରା ଖଣ୍ଡରୁ ଏହା ତିଆରି ହୋଇଛି। ଲମ୍ବ ୨୮ ଫୁଟ ହୋଇଥିବା ବେଳେ ଚଉଡା ୧୦ ଫୁଟ, ଓଜନ ୫ ହଜାର କିଲୋଗ୍ରାମ ରହିଛି। ଜାଣନ୍ତୁ ଭାରତର କେଉଁ କଳାକାରମାନେ ଏହାକୁ ତିଆରି କରିଛନ୍ତି।

Blind T20 World Cup 2022
ଦୃଷ୍ଟିହୀନ ଟି-ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍‌ରେ ଭାରତ ଚାମ୍ପିଅନ୍

ଏହି ବିଜୟ ସହ ଭାରତ ଦୃଷ୍ଟିହୀନ ଟି-ଟ୍ବେଣ୍ଟି କ୍ରିକେଟ୍ ବିଶ୍ୱକପ୍‌ରେ ହ୍ୟାଟ୍ରିକ୍ ଲାଭ କରିଛି।

Lawyer stops Mercedes to urinate three men steal his car
ମର୍ସିଡିଜ୍ କାର୍‌ ରଖି ପରିସ୍ରା କରିବାକୁ ଯାଇଥିଲେ ଓକିଲ; ହେଇଗଲା ଲୁଟ୍

ରାସ୍ତା କଡରେ ମର୍ସିଡିଜ୍ କାର୍‌ ରଖି ପରିସ୍ରା କରିବାକୁ ଯାଇଥିଲେ ଓକିଲ। ଆସିଲା ବେଳକୁ ତିନିଜଣ ଦୁର୍ବୃତ୍ତ ଛୁରୀ ଦେଖେଇ ଧମକ୍ ଦେଲେ ଆଉ କାର୍‌ ଲୁଟି ନେଇ ଘଟଣାସ୍ଥଳରୁ ଫେରାର୍ ହୋଇଗଲେ।

twitter war
ଅମିତାଭଙ୍କ ବୟାନକୁ ନେଇ ବିବାଦ : ମୁହାଁମୁହିଁ ବିଜେପି ଓ ତୃଣମୂଳ କଂଗ୍ରେସ

ବଢିଲା ତୁତୁ ମେମେ, ଘମାଘୋଟ ଟ୍ୱିଟର ଓ୍ୱାର୍, ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରସଙ୍ଗରେ କହିଥିଲେ ଅମିତାଭ

gold price today
Today Gold Price 17th Dec 2022 : ସୁନା କିଣିବାକୁ ଯିବା ପୂର୍ବରୁ ଜାଣନ୍ତୁ ଆଜିର ସୁନା ଦାମ୍‌, ବଢ଼ିଛି ନା କମିଛି ?

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୩,୬୦୦ ଟଙ୍କା ରହିଛି ।

Man Throws 2-Year-Old Son From Balcony
ସ୍ତ୍ରୀ ସହ ଝଗଡ଼ା ପରେ ଭୟଙ୍କର ନିଷ୍ପତ୍ତି: ବାଲ୍‌କୋନିରୁ ୨ ବର୍ଷର ଶିଶୁକୁ ଫିଙ୍ଗି ନିଜେ ଡେଇଁ ପଡ଼ିଲେ

ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ଯୋଗୁ ସେମାନଙ୍କର ୨ ବର୍ଷର ଶିଶୁ ଏବେ ଜୀବନମରଣ ସହ ସଂଘର୍ଷ କରୁଛି। 

  • Saturday, 17 December 2022
GST Council Metting Tax Levy On These Iteams
ନୂଆବର୍ଷ ପୂର୍ବରୁ ଲାଗିପାରେ ଝଟ୍‌କା, ମହଙ୍ଗା ହେବ ଏହିସବୁ ଜିନିଷ !

ଟିକସ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲାଗି ୧୨ରୁ ଅଧିକ ନିୟମରେ ପରିବର୍ତ୍ତନ ପାଇଁ ଯୋଜନା କରାଯାଉଛି। ୪୮ତମ ଜିଏସ୍‌ଟି ପରିଷଦ ବୈଠକରେ ପାନ-ମସାଲା, ଗୁଟ୍‌ଖା ଭଳି ଜିନିଷ ଉପରେ ଅତିରିକ୍ତ ଟିକସ ଲାଗୁ ପାଇଁ ବିଚାର କରାଯାଇପାରେ।

Mother & Daughter Compete With Each Other For Sub-Inspector
ଏକାବେଳେ ପରୀକ୍ଷା ଦେଲେ ମା-ଝିଅ; ହେଲେ ସବ୍-ଇନ୍ସପେକ୍ଟର

ସବ୍-ଇନ୍ସପେକ୍ଟର ପଦବୀ ପାଇଁ ମା-ଝିଅ ସାଜିଲେ କମ୍ପିଟେଟର୍। ଉଭୟ ମଧ୍ୟ ପାଇଲେ ସଫଳତା। ଦୁହେଁ ଏବେ ସବ୍-ଇନ୍ସପେକ୍ଟର ହୋଇ ସେବା କରିବେ।

Murder
ସ୍ତ୍ରୀକୁ ମାରି ଶେଷକୃତ୍ୟ କଲା.. ଥାନାରେ ଦେଲା ନିଖୋଜ ମାମଲା..

ଧିରେ ଧିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରତ୍ୟେକ ଦିନ ଝଗଡ଼ା ହେବା ଆରମ୍ଭ ହେଲା ।

Helicoptor
ମନ୍ଦିର ପ୍ରାଙ୍ଗଣରେ ଓହ୍ଲାଇଲା ହେଲିକପ୍ଟର, ପୂଜାର୍ଚ୍ଚନା କଲେ ପୂଜାରୀ

ମନ୍ଦିର ପାଖରେ ଥିବା ଏକ ପଡ଼ିଆରେ ହେଲିକପ୍ଟର ଓହ୍ଲାଇଲା। ଦୁଇ ଜଣ ପୂଜାରୀ ଆସି ହେଲିକପ୍ଟରକୁ ପୂଜା କଲେ ।

Wedding Guests Start Fighting During Varmala Rituals Video Goes Viral
ଏପଟେ ବରକୁ ଆଳତି କରୁଛି କନ୍ୟା, ସେପଟେ ବରଯାତ୍ରୀ ବାଡ଼ିଆପିଟା...ଭାଇରାଲ୍‌ ହେଉଛି ଭିଡିଓ

ବିବାହ କାର୍ଯ୍ୟକ୍ରମରେ କେତେବେଳେ ପ୍ରୋସେସନକୁ ନେଇ ବରଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ତ ଆଉ କେତେବେଳେ ଖାଇବାକୁ ନେଇ ବରପକ୍ଷ ଓ କନ୍ୟାପକ୍ଷଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। ଏମିତି ବି ପରିସ୍ଥିତି ସୃଷ୍ଟି ହୋଇଛି ବାହାଘର ମଝିରେ ବର ଓ କନ୍ୟାଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଛି।

Today Gold Price
Today Gold Price 16th Dec 2022 :ଭାରତୀୟ ବଜାରରେ କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍‌

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୪,୧୦୦ ଟଙ୍କା ରହିଛି

19-yr-old engineering student commits suicide inside college hostel
ଇଞ୍ଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା ! ହଷ୍ଟେଲ୍‌ ଟଏଲେଟ୍‌ରୁ ମିଳିଲା ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ

କଲେଜ ହଷ୍ଟେଲ୍‌ରୁ ମିଳିଲା ଇଞ୍ଜିନିୟରିଂ ଛାତ୍ରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ। ତାଙ୍କ ତଣ୍ଟି କଟି ଯାଇଥିବା ବେଳେ ଟଏଲେଟ୍‌ରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ପଡ଼ିଥିଲା।