ପରିଶ୍ରମର ଫଳ ସବୁବେଳେ ମିଠା । ଆଜି କୋଟି କୋଟି ଟଙ୍କା ସମ୍ପତ୍ତିର ଅଧିକାରୀ ତେଜିନ୍ଦର୍ ସିଂ ଶେଖୋଙ୍କ ପିଲାଦିନ ଖୁବ୍ ଦୟନୀୟ ଥିଲା ।
ବରଯାତ୍ରୀ ନୁହଁନ୍ତି, ବରଂ ନିଜେ ବର ଏତେ ପିଇଦେଲାଯେ, ଭୁଲିଗଲା ନିଜ ବାହାଘର । ଆଉ ବରର ମଦ ପିଇବାକୁ ନେଇ ବିବାହ ନକରିବାକୁ ରୋକ୍ଠୋକ୍ ମନା କରିଦେଇଛି କନ୍ୟା ।
ଜେଲ୍ ଭିତରୁ 'ଭାଇଜାନ୍'ଙ୍କୁ ଧମକ,ଲରେନ୍ସ ବିଷ୍ଣୋୟୀ ନିଶାନାରେ ସଲମାନ୍ ଖାନ୍
ଝିଅର ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ପରିବାର ଏବେ ଲୋକଙ୍କୁ ସଚେତନ କରିଛନ୍ତି । ହେଲ୍ମେଟ୍ ବାଣ୍ଟିବା ସହ ଟ୍ରାଫିକ୍ ନିୟମ ମାନିବା ପାଇଁ ଅନୁରୋଧ କରିଛନ୍ତି ।
ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ । ନାଥୁ କଲୋନୀ ନିକଟରେ ଏଭଳି ଘଟଣା ଘଟିଛି । ବନ୍ଧୁକ ଓ ଭୁଜାଲି ଧରି ଆତଙ୍କ ସୃଷ୍ଟି କରିଥିବା ଦୁର୍ବୃତ୍ତ ଜଣକ ହେଉଛି କ୍ରୀଷାନ୍ ସେରୱାଲ ।
ସରକାରୀ ବସ୍ରେ ମହିଳାଙ୍କ ପାଇଁ ମାଗଣା ଯାତ୍ରା, ଏହାସହ ବିଧବା ଭତ୍ତା ବୃଦ୍ଧି। ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀ କେନ୍ଦ୍ରଶାସିତ ଅଞ୍ଚଳବାସୀଙ୍କ ପାଇଁଏହି ମାଗଣା ବସ୍ ଟ୍ରିପ୍ ଘୋଷଣା କରିଛନ୍ତି।
ପ୍ରାୟ ୧୬ ଘଣ୍ଟା ଧରି ଅତି ନିଖୁଣତାର ସହ ମୁମ୍ବାଇ ଗ୍ଲୋବାଲ ହସ୍ପିଟାଲର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଏହି ସର୍ଜରୀ କରିଥିଲେ । ଆଉ ଏଥିରେ ଡାକ୍ତରଙ୍କୁ ଏକ ବିରାଟ ସଫଳତା ମିଳିଛି । ସମଗ୍ର ଏସିଆରେ ଏଭଳି ହାତଯୋଡ଼ା ଯିବା ଘଟଣା ପ୍ରଥମ ବୋଲି କୁହାଯାଉଛି।
ଆମେ ଯେଉଁ ବିବାହ ଉତ୍ସବ ବିଷୟରେ କହୁଛୁ ସେଥିରେ କନ୍ୟାକୁ ୩ କୋଟି ଟଙ୍କାର ଉପହାର ଦିଆଯାଇଛି । ଆଉ ଏଭଳି ଉପହାର ଏବେ ରେକର୍ଡ ସୃଷ୍ଟି କରିଛି ।
କେରଳର ଜଣେ ଶ୍ରମିକଙ୍କ ଭାଗ୍ୟରେ ଫୁଟିଛି ଲଟେରୀ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ଏକାଥରକେ ୭୫ ଲକ୍ଷ ଟଙ୍କାର ଲଟେରୀ ଲାଗିଛି ।
ଅତୀତରେ ‘ସୁକନ୍ୟା ଯୋଜନା’କୁ ନେଇ ବେଶ୍ ଚର୍ଚ୍ଚା ହୋଇଥିବା ବେଳେ ବର୍ତ୍ତମାନ ‘ଭାଗ୍ୟଲକ୍ଷ୍ମୀ ଯୋଜନା’ ଆଣିପାରେ ଝିଅମାନଙ୍କ ପାଇଁ ବିଶେଷ ଖୁସି ।
ମାର୍ଚ୍ଚ ୧୩ ତାରିଖ ରାତି ପ୍ରାୟ ୧୦ଟା ବେଳେ ମହିଳା ଜଣକ ଟାବ୍ଲେଟ୍ ଖାଇଥିବା ବେଳେ ପରଦିନ ସକାଳ ପର୍ଯ୍ୟନ୍ତ ସେ ଜୀବିତ ଥିଲେ । ଆଉ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିଲେ ।
ଯେଉଁ ସବୁ କଥା ଜୟରାମ ରମେଶ କହିଲେ ସେହି କଥାକୁ ନେଇ ଏବେ ରାହୁଲ ଗାନ୍ଧି ଟ୍ରୋଲ୍ ହେଉଛନ୍ତି । ଟ୍ରୋଲରଙ୍କ ମୁଖ୍ୟ ଟାର୍ଗେଟ୍ ହେଲା ଯେ, ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବାକୁ ଚାହିଁ ବସିଛନ୍ତି । କିନ୍ତୁ ଏମିତି ଭୁଲ କରୁଛନ୍ତି ।
ଗୁଜରାଟରେ ରହୁଥିବା ଜଣେ ଠକକୁ Z+ ସିକ୍ୟୁରିଟି ସାଙ୍ଗକୁ ବୁଲେଟ୍ ପ୍ରୁଫ୍ ଏସ୍ୟୁଭି ଗାଡ଼ି ଓ ପଞ୍ଚତାରକା ହୋଟେଲରେ ରହଣୀ ସୁବିଧା । ତାହା ପୁଣି ଜମ୍ମୁ କାଶ୍ମୀର ଭଳି ଉତ୍ତେଜନାପ୍ରବଣ ଅଞ୍ଚଳରେ । ଜାଣନ୍ତୁ ପୂରା ଘଟଣା..
ପୂର୍ବତନ ଅଗ୍ନିବୀରଙ୍କୁ କେନ୍ଦ୍ର ସରକାରଙ୍କ ପୁଣି ଏକ ଉପହାର ଦେଇଛନ୍ତି। ସିଆଇଏସ୍ଏଫ୍ରେ ଚାକିରି ଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିଛନ୍ତି।
ସିକନ୍ଦରାବାଦରେ ଥିବା ବହୁ ମହଲା ବିଶିଷ୍ଟ କମର୍ସିଆଲ୍ କଂପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି।
ନାସା ପକ୍ଷରୁ ଦିଆଯାଇଥିବା ତଥ୍ୟରେ ପୃଥିବୀ ପ୍ରତି ବିପଦ ରହିଥିବା ଦର୍ଶାଯାଇଛି । କୁହାଯାଇଛି କି, ଆଗାମୀ ୨୩ବର୍ଷ ମଧ୍ୟରେ ପୃଥିବୀ ପାଇଁ ବିପଦ ସୃଷ୍ଟି ହୋଇପାରେ ।
ତେବେ ଅମ୍ବାନୀ ୭୦ ମସିହାରେ ନିଜ ପଢ଼ା ସମୟରୁ ଆମିଷ ଖାଇବା ବନ୍ଦ କରିଦେଇଛନ୍ତି । ସେ ସାଧା ଖାଇ ବାକୁ ପସନ୍ଦ କରନ୍ତି । ଆମିଷ ମଧ୍ୟରେ କେବଳ ଅଣ୍ଡା ଖାଇଥାନ୍ତି ।
ସ୍ୱାମୀ-ସ୍ତ୍ରୀଙ୍କ ବଚସା ପରେ ୮ଟି ଗାଡ଼ି ଜାଳିଦେଇଛନ୍ତି ସ୍ୱାମୀ । ୪ଟି ବାଇକ୍, ଦୁଇଟି କାର୍ ଓ ୨ଟି ଅଟୋ ନିଆଁରେ ଜଳିଯାଇଛି ।
ମହିଳା ଜଣକ ହେଉଛନ୍ତି ଜଣେ ପ୍ରଧାନମନ୍ତ୍ରୀଙ୍କ ଶାଶୂ । ଖାଲି ସେତିକି ନୁହେଁ ତାଙ୍କର ଅନେକ ପରିଚୟ ରହିଛି । ସେ ଜଣେ ପ୍ରଖ୍ୟାତ ଲେଖିକା ।
ସୌଭାଗ୍ୟବଶତଃ ଅମନଙ୍କର ବିଶେଷ କିଛି କ୍ଷତି ହୋଇନଥିଲା ।
ଏନେଇ ଇସ୍ରୋର ଚେୟାରମ୍ୟାନ୍ ସୂଚନା ଦେଇଛନ୍ତି । ଭାରତ ପକ୍ଷରୁ ସ୍ୱତନ୍ତ୍ର ଭାବେ ଏହି ବ୍ୟବସ୍ଥା କରାଯାଉଛି ।
ଗୁରୁ ନାଁରେ କଳଙ୍କ। ଛାତ୍ରୀଙ୍କୁ ପାଠ ପଢ଼ାଇବା ବାହାନାରେ ଅଶ୍ଲୀଳ ଭିଡିଓ ଏବଂ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ଜଣେ ଶିକ୍ଷକ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି।
ସିଙ୍ଗଡ଼ା ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଦମ୍ପତି । ଶିଖର ପାଠପଢ଼ା ସମୟରୁ ହିଁ ସିଙ୍ଗଡ଼ା ଦୋକାନ ଖୋଲିବା ପାଇଁ ଚାହୁଁଥିଲେ, କିନ୍ତୁ . .
ହେଲିକପ୍ଟରରେ କେତେ ଜଣ ଯବାନ ଯାତ୍ରା କରୁଥିଲେ, ସେ ବାବଦରେ ସୂଚନା ମିଳିପାରିନାହିଁ ।
ମନସୁରପୁର ପୋଲିସ ଷ୍ଟେସନରେ ଏକ ଚୋର ପୋଲିସ ଆଗରେ ଆତ୍ମସମର୍ପଣ କରିଛି । ଯାହାର ସରେଣ୍ତର ଷ୍ଟାଇଲ୍କୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।