2000 Notes Exchange
ଆଜିଠାରୁ ଆରମ୍ଭ ହେଲା ୨ ହଜାର ଟଙ୍କିଆ ନୋଟ୍ ବଦଳ। ଦେଶର ସବୁ ବ୍ୟାଙ୍କ ଶାଖାରେ ଆରମ୍ଭ ହୋଇଛି ଏ ବ୍ୟବସ୍ଥା । ହେଲେ ୨୦୧୬ ନୋଟବନ୍ଦୀ ଭଳି ଏଥର ଦେଖିବାକୁ ମିଳୁନି ଲୋକଙ୍କ ଭିଡ଼। ସୁବିଧାରେ ବଡ଼ ନୋଟ୍ ବଦଳାଇ ନେଉଛନ୍ତି ଗ୍ରାହକ। ବିଶେଷଜ୍ଞଙ୍କ ମତ, ଗୋଲାପୀ ନୋଟ୍ ପ୍ରତ୍ୟାହାର ଯୋଗୁଁ ସାଧାରଣ ଜନତା ଅଥବା ଅର୍ଥନୀତି କିଛି ପ୍ରଭାବିତ ହେବନି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)