• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Indian Army
କ୍ୟାପଟେନ୍ ଦୀକ୍ଷା ଓ କ୍ୟାପଟେନ୍ ଶିବା ଚୌହାନ, ପୁରୁଷଙ୍କଠୁ କମ୍ ନୁହଁନ୍ତି ସେନାର ମହିଳା ଅଫିସର

କ୍ୟାପଟେନ ଦୀକ୍ଷା କିଛି ଦିନ ତଳେ ଅପରେସନ ଦୋସ୍ତରେ ସାମିଲ ହୋଇ ଭୂକଂପ ପୀଡ଼ିତ ତୁର୍କୀକୁ ଯାଇଥିଲେ କ୍ଷତାକ୍ତ ବିପନ୍ନଙ୍କ ଚିକିତ୍ସା ପାଇଁ ।

special story
ପଚାରିଲାନି କୁଳାଙ୍ଗାର ପୁଅ : ସରକାରଙ୍କ ନାମରେ ୧.୫ କୋଟିର ସମ୍ପତ୍ତି ଲେଖିଦେଲେ ବୃଦ୍ଧ

ହାଡ଼ଭଙ୍ଗା ପରିଶ୍ରମ କରି ପୁଅକୁ ପାଠ ପଢ଼ାଇଥିଲେ । ପାଠ ପଢ଼ି ପୁଅ ଚାକିରି କଲା । ହେଲେ ଶେଷ ସମୟରେ ସାହା ହେବ କ’ଣ ଏକା କରି ଚାଲିଗଲା . .

Bride Lands In ICU
ମେକ୍‌ଅପ୍ ପାଇଁ ବାହାଘର ଭାଙ୍ଗିଲା : କନ୍ୟାର ମୁହଁ ଦେଖି ବେଦିରୁ ଉଠିଗଲା ବର

ମୁହଁ ଫୁଲେଇଦେଲା ନୂଆ ପ୍ରକାର ମେକ୍‌ଅପ୍‌ . . . ବିବାହ କରିବାକୁ ମନା କରିଦେଲା ବର ....

Amitabh Bachchan
ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଆହତ

ଆକ୍ସନ ସେଟର ସୁଟିଂ ବେଳେ ଅମିତାଭଙ୍କ ମାଂସପେଶୀରେ ଆଘାତ ଲାଗିଛି । ଫଳରେ ସେଠାରୁ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

slipper
ଘର ଆଗରେ ଚପଲ ରଖିଥିଲେ ବୋଲି… ଛୁରୀ ଭୁସି ମାରିଦେଲା ପଡ଼ୋଶୀ

ବ୍ୟକ୍ତି ଜଣକ ଗତକାଲି ଜଣେ ପଡ଼ୋଶୀଙ୍କ ଘର ସାମ୍ନାରେ ଜୋତା ରଖିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ପରେ ପରେ ପଡ଼ୋଶୀ ଦମ୍ପତି ବ୍ୟକ୍ତି ଜଣକଙ୍କ ସହ ଖୁବ୍‌ ଜୋର୍‌ରେ ପାଟି କରିବା ସହ ଏକ ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲେ ।

 north Indian migrant workers
ଆଶଙ୍କାରେ ଉତ୍ତର ଭାରତୀୟ ଶ୍ରମିକ : ଭିଡିଓ ଭାଇରାଲ ପରେ ବଢ଼ିଲା ସତର୍କତା

ସତର୍କ ରହିବାକୁ ସୂଚନା ଜାରି କରିଛି ରାଜ୍ୟ ସରକାର

  • Sunday, 05 March 2023
Burning Bus
ଚଳନ୍ତା ବସ୍‌ରେ ଲାଗିଲା ନିଆଁ : ଭୟରେ ଡେଇଁଲେ. . .

ଯାତ୍ରୀମାନେ ବସ୍‌ରୁ ଡେଇଁପଡି ନିଜ ନିଜର ଜୀବନ ରକ୍ଷା କରିଛନ୍ତି

American Airlines Bans Indian Student For Peeing On Co-Passenger
ସହଯାତ୍ରୀଙ୍କ ଉପରେ ପରିସ୍ରା କରିଦେଲେ ଛାତ୍ର, ସଫେଇ ଦେଇ କହିଲେ- ‘ନିଦରେ ଥିଲି, ପରିସ୍ରା କରିଦେଲି’

ନ୍ୟୁୟର୍କରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବିମାନରେ ଜଣେ ଯାତ୍ରୀ ଅନ୍ୟ ଜଣେ ଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିବା ଜଣାପଡ଼ିଛି। ନିଶାସକ୍ତ ଅବସ୍ଥାରେ ଥିବା ଏହି ଯାତ୍ରୀଙ୍କୁ ପୋଲିସ୍‌ ହେପାଜତକୁ ନେଇ ପଚରାଉଚରା ଚଳାଇଛି।

  • Sunday, 05 March 2023
Man falls in love with daughter in law elopes with her
ବୋହୂ ପ୍ରେମରେ ଶ୍ୱଶୁର ବାୟା, ୬ ମାସର ଝିଅକୁ ଛାଡ଼ି ଶ୍ୱଶୁର ସହ ଫେରାର...

ବୋହୂ ପ୍ରେମର ପଡ଼ିଛନ୍ତି ଶ୍ୱଶୁର। ଶେଷରେ ଉଭୟ ଘର ଛାଡ଼ି ଫେରାର ହୋଇଯାଇଛନ୍ତି। ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ ପରେ ଘଟଣା ସାମ୍ନାକୁ ଆସିଥିଲା।

  • Sunday, 05 March 2023
UP Cop's Leave Application Goes Viral
ପୋଲିସ୍‌ ବାବୁଙ୍କ ଛୁଟି ଆବେଦନ- ‘୨୨ ବର୍ଷ ହେବ ହୋଲିରେ ବାପ ଘରକୁ ଯାଇ ନାହାନ୍ତି ପତ୍ନୀ, ରାଗିଛନ୍ତି...’

ପତ୍ନୀଙ୍କ ରାଗକୁ ଶାନ୍ତ କରିବା ପାଇଁ ଛୁଟି ପାଇଁ ପୋଲିସ୍‌ ବାବୁଙ୍କ ଏଭଳି ନିଆରା ଚିଠିକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଉତ୍ତରପ୍ରଦେଶର ଫରୁଖାବାଦ ଜିଲ୍ଲାର ଜଣେ ପୋଲିସ୍‌ ଇନ୍ସପେକ୍ଟର ଏହି ଛୁଟି ଆବେଦନ କରିଛନ୍ତି।

  • Sunday, 05 March 2023
Avoid antibiotics for seasonal cold and cough, says ima
ମନଇଚ୍ଛା ଆଣ୍ଟିବାୟୋଟିକ୍ ଖାଉଥିଲେ ସାବଧାନ ! ଟିକିଏ ଭୁଲ୍‌ ନେଇପାରେ ଜୀବନ...

କୌଣସି ଭାଇରାଲ୍‌ ଫିଭର ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ ମେଡିସିନ୍‌ ନଖାଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ଏହାସହ IMA ମଧ୍ୟ ଏନେଇ ସତର୍କ କରାଇଛି। 

  • Sunday, 05 March 2023
Viral Video
ସ୍କୁଟିରେ ଆସୁଥିଲେ ଯୁବତୀ : ଅଚାନକ୍‌ ଫାଟିଲା ରାସ୍ତା,ଘଟିଲା ଭୟଙ୍କର . . .

ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ଭିଡିଓ ।

Galwan Ghati
ଗଲୱାନ ଘାଟିରେ କ୍ରିକେଟ୍‌ ଖେଳିଲେ ଯବାନ

୨୦୨୦ ଜୁନ୍‌ ମାସରେ ଚୀନ ଭାରତ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ଆଉ ସେଥିପାଇଁ LACରେ ଉଭୟ ଦେଶର ସୈନିକମାନେ ମୁହାଁମୁହିଁ ହୋଇଥିଲେ ।

Gold Price Today
Gold Price Today 4th March 2023: ସାମାନ୍ୟ ବଢିଛି ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୫୫୦ ଟଙ୍କା ହୋଇଛି।

Bulldozer Action On Mafia Atiq Ahmed Close Aide New House
ବୁଲିଲା ବୁଲ୍‌ଡୋଜର, ମାଟିରେ ମିଶିଲା ୩ କୋଟିର ଘର...ମାର୍ଚ୍ଚ ୧୨ରେ ଥିଲା ଗୃହ ପ୍ରବେଶ

ମାଫିଆ ଅତିକ୍‌ ଅହମ୍ମଦର ପାଖ ଲୋକଙ୍କ ଘର ଭଙ୍ଗା ଯାଉଥିବା ବେଳେ ଶୁକ୍ରବାର ଦିନ ଅତିକ୍‌ର ପାଖ ଲୋକ କୁହାଯାଉଥିବା ମାଶୁକ୍‌ ଉଦ୍ଦୀନର ଆଲିଶାନ୍‌ ଘରକୁ ମାଟିରେ ମିଶାଇ ଦିଆଯାଇଛି।

  • Saturday, 04 March 2023
7 Killed As Truck Rams Into Bus In Haryana
ଡ୍ରାଇଭରଙ୍କ ଆଖି ଲାଗିଗଲା, ସିଧା ଯାଇ ବସ୍‌ ପଛରେ ପିଟି ହେଲା ଟ୍ରକ୍‌...

ବସ୍‌କୁ ଧକ୍କା ଦେଲା ଟ୍ରକ୍‌। ଘଟଣାସ୍ଥଳରେ ହିଁ ୭ ଜଣଙ୍କ ଜୀବନ ଚାଲି ଯାଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି।

Apple IPhone
ଭାରତରେ ହେବ ଆପଲ୍‌ର ବଡ଼ ଫାର୍ମ, ତିଆରି ହେବ ଆଇଫୋନ୍‌

ଏଠାରେ ଆପଲ ଆଇଫୋନ୍‌ ଗୁଡ଼ିକୁ ଆସେମ୍ବଲ କରାଯିବ । ଯାହାଫଳରେ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ପ୍ରାୟ ୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

Woman kills husband
ଦିନକୁ ଦିନ ବଢ଼ୁଥିଲା ନିର୍ଯାତନା; ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, କାଟିଦେଲା...

ପୋଲିସ ବ୍ୟକ୍ତି ଜଣକଙ୍କ ମୃତଦେହ ଉଦ୍ଧାର କରିବା ସହ ଏନେଇ ଅଧିକ ତଦନ୍ତ ଚଳାଇଛି । ପୋଲିସ କହିଛି, ମୃତ ବ୍ୟକ୍ତିଙ୍କ ଗଳା ଓ ଦେହରେ ଅନେକ ଆଘାତ ଲାଗିଛି । ସଂପୃକ୍ତ ମହିଳା ଜଣଙ୍କ ଏହି ବ୍ୟକ୍ତିଙ୍କ ପଞ୍ଚମ ପତ୍ନୀ ଥିଲେ।

Kolhapur mangaon gram panchayat appeals to residents turn off tv cellphone know the reason
ସନ୍ଧ୍ୟାରେ ସମସ୍ତେ ନିଜର ଫୋନ୍‌, ଟିଭି ବନ୍ଦ ରଖନ୍ତୁ.... ଜାଣନ୍ତୁ, କେଉଁଠି ଏଭଳି ନିଷ୍ପତ୍ତି ଓ କାହିଁକି

ଆଜିକାଲିର ଯୁବପିଢ଼ି ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍‌କୁ ଏତେ ମାତ୍ରାରେ ବ୍ୟବହାର କରୁଛନ୍ତି ଯେ, ଏହା ବିନା କ୍ଷଣିକ ସମୟ ରହିବା ସେମାନଙ୍କ ପକ୍ଷେ ମୁସ୍କିଲ୍‌ ହୋଇପଡ଼ୁଛି। ଏସବୁ ଭିତରେ ମହାରାଷ୍ଟ୍ରର କୋଲାହାପୁର ଜିଲ୍ଲାର ଏକ ଗାଁ ପୁଣିଥରେ ସାମାଜିକ ସଂସ୍କାର ପ୍ରସଙ୍ଗରେ ଏକ ବଡ଼ ଉଦାହରଣ ସୃଷ୍ଟି କରିବାକୁ ଯାଉଛି।

  • Friday, 03 March 2023
BJP
ତ୍ରିପୁରାରେ ବିଜେପିକୁ ସ୍ପଷ୍ଟ ବହୁମତ

ମେଘାଳୟରେ ନିର୍ଦ୍ଦିଷ୍ଟ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ନମିଳିବାରୁ ପୁରା ଗୋଳମାଳିଆ ସ୍ଥିତି ଉପୁଜିଛି ।

Pradhan Mantri Awas Yojana
PM ଆବାସ ଯୋଜନାରେ ରାହୁଲଙ୍କୁ ଘର ଦେବ ବିଜେପି !

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ରାହୁଲ ଗାନ୍ଧୀ ଛତିଶଗଡ଼ର ନୂଆ ରାୟପୁରରେ କଂଗ୍ରେସର ମହାଅଧିବେଶନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ସାମିଲ ହୋଇ ରାହୁଲ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିବା ବେଳେ ସେ କହିଥିଲେ କି, ‘ମୋ ପାଖରେ ୫୨ ବର୍ଷ ହେଲା ଘର ନାହିଁ’ ।

BJP
୨୪ ନିର୍ବାଚନ ପୂର୍ବରୁ ବିଜେପିକୁ ବଳ, ତ୍ରିପୁରା-ନାଗାଲାଣ୍ଡରେ ଗଢ଼ିବ ସରକାର

ନାଗାଲାଣ୍ଡରେ ବିଜେପି-NDPP ମେଣ୍ଟକୁ ସଫଳତା । ମେଘାଳୟରେ ଝୁଲା ବିଧାନସଭା ।

  • Thursday, 02 March 2023
Love Story
ଏମିତି ପ୍ରେମ କାହାଣୀ ଆପଣ କେବେ ଶୁଣିନଥିବେ, ୭୫ରେ ପ୍ରପୋଜ୍ କଲେ, ବିବାହ ବି କଲେ !

ଏହି ପ୍ରେମ କାହାଣୀ କୌଣସି ଯୁବ ପିଢ଼ିଙ୍କର ନୁହେଁ । ଏହି ପ୍ରେମ କାହାଣୀରେ ଥିବା ଦୁଇ ପ୍ରେମୀ ଯୁଗଳଙ୍କ ବୟସ ୭୦ ଉପରେ ।

Stray Dog
ସାବଧାନ ! ମାତିଛନ୍ତି ବୁଲା କୁକୁର, କୁନି ଛୁଆଙ୍କୁ ବାହାରେ ଖେଳିବାକୁ ଛାଡ଼ିଲେ ରଖନ୍ତୁ ନଜର

ଗତ ମଙ୍ଗଳବାର ସନ୍ଧ୍ୟାରେ ଶିଶୁ କନ୍ୟାଟି ଘର ବାହାରେ ଖେଳୁଥିବା ବେଳେ ପାଖରେ ଥିବା ବଡ଼ ଭାଇ ଭଉଣୀମାନେ ଅଳ୍ପ ସମୟ ପାଇଁ ଘର ଭିତରକୁ ଯାଇଥିଲେ ।