NAL ଅନୁଯାୟୀ, ଯୁଦ୍ଧ ସମୟରେ ଏହା ବହୁତ ଉପଯୋଗୀ ହୋଇପାରେ। ଦିନ-ରାତି କ୍ରମାଗତ ଭାବରେ ଆକାଶରେ ରହିବା ହେତୁ ଯେ କୌଣସି କ୍ଷେତ୍ର ଉପରେ ଏହା ନଜର ରଖିପାରିବ ।
ପ୍ରତିରକ୍ଷା କ୍ଷେତ୍ର ଉପରେ ମୋଦି ସରକାରଙ୍କ ଗୁରୁତ୍ୱ । ୯ ବର୍ଷର ଶାସନକାଳ ଭିତରେ କେଉଁ କେଉଁ ଦିଗରେ ପରିବର୍ତ୍ତନ ଆଣିଛନ୍ତି ?