• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Girl Takes Exam Lying In Ambulance Days After Hit By A Car
ପରୀକ୍ଷା ଚାଲିଥିବା ବେଳେ ଭୟଙ୍କର ଦୁର୍ଘଟଣାର ଶିକାର ହେଲେ, ତଥାପି ପରୀକ୍ଷା ଦେଲେ...

ପରୀକ୍ଷା ଚାଲୁଥିବା ବେଳେ ଭୟଙ୍କର ଦୁର୍ଘଟଣାର ଶିକାର ହେଲେ ଛାତ୍ରୀ। ଆଶା ନଥିଲା ସେ ଆଉ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେବେ। କିନ୍ତୁ ସମ୍ପୃକ୍ତ ଛାତ୍ରୀ ହାର୍‌ ମାନି ନଥିଲେ। ତାଙ୍କର ଇଚ୍ଛା ଶକ୍ତି ତାଙ୍କ ସମସ୍ୟାର ସମାଧାନ ବାଟ ବାହାର କରିଥିଲା ଓ ସେ ପରୀକ୍ଷା ଦେଇଥିଲେ।

Delhi Earthquake
ଦିଲ୍ଲୀରେ ପୁଣି ଭୁ଼କମ୍ପ ଝଟ୍‌କା, ଘରୁ ବାହାରି ଆସିଲେ ଲୋକେ

ଭୁ-କମ୍ପର ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୫ ରହିଥିଲା । ସେପଟେ ଜମ୍ମୁକାଶ୍ମୀରରେ ମଧ୍ୟ ଭୂକମ୍ପର ଝଟକା । ଆଫଗାନିସ୍ତାନ ଥିଲା ଭୂକମ୍ପର କେନ୍ଦ୍ର ।

Supreme Court
ଫାଶିଦଣ୍ଡର ବିକଳ୍ପ ଖୋଜିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ‘ଫାଶି ବଦଳରେ ଅପେକ୍ଷାକୃତ କମ୍ ଯନ୍ତ୍ରଣାଦାୟକ ବିକଳ୍ପ ଖୋଜ’ ।

Tamilnadu Government
ତାମିଲନାଡ଼ୁ ସରକାରଙ୍କ ବଡ଼ ଘୋଷଣା ! ପ୍ରତ୍ୟେକ ଗୃହିଣୀଙ୍କୁ ମାସିକ ୧୦୦୦ ଟଙ୍କା ଭତ୍ତା

ଏହି ଟଙ୍କା ପାଇବା ପରେ ସେମାନେ ନିଜ ଇଚ୍ଛାରେ ନିଜ ପାଇଁ କିଛି ଖର୍ଚ୍ଚ କରିପାରିବେ । ସ୍ୱାମୀଙ୍କ ନିକଟରେ ତାଙ୍କୁ ହାତ ପତାଇବାକୁ ପଡ଼ିବ ନାହିଁ ।

Amritpal Singh
ଅମ୍ରିତପାଲ୍ ସିଂ କିଏ ? କ’ଣ ତାର ଇତିହାସ ?

ନିଜକୁ ପ୍ରୋ-ଖଲିସ୍ତାନ ଆତଙ୍କୀ ଭିଣ୍ଡରନୱାଲେର ଅନୁଗାମୀ ବୋଲି ଦାବି କରେ ଅମ୍ରିତପାଲ (Amritpal Singh)

Amritpal Singh
ପୋଲିସ୍‌ ଆଖିରେ ଧୂଳି ଦେଇ ଅମ୍ରିତପାଲ ବଦଳାଇଥିଲା ଗାଡ଼ି, ସାମ୍ନାକୁ ଆସିଲା CCTV ଫୁଟେଜ୍‌

ପୋଲିସ୍‌ ଠାରୁ ଖସିଯିବା ପାଇଁ ଅମ୍ରିତପାଲର ବଡ଼ କାରସାଦି । ସିସିଟିଭିରେ ସବୁ କିଛି . .

Amritpal Singh
କେଉଁଠି ଲୁଚିଛି ମୋଷ୍ଟ୍ ୱାଣ୍ଟେଡ୍ ଅମ୍ରିତପାଲ ସିଂ?

ଖଲିସ୍ତାନ ସମର୍ଥକ ତଥା 'ୱାରିସ ପଂଜାବ ଦେ' ମୁଖ୍ୟ ଫେରାର୍

 False Molestation case
ଖରାପ ହେଲା ଦଶମ ପରୀକ୍ଷା : ଗାଳିରୁ ବଞ୍ଚିବା ପାଇଁ ମିଛ ଅସଦାଚରଣ ନାଟକ ରଚିଲେ ଛାତ୍ରୀ

ବାପାମା’ଙ୍କ ଗାଳିକୁ ପ୍ରାଣ ଭୟ । ପରୀକ୍ଷା ଭଲ ନହେବାରୁ ମିଛ ନାଟକ ରଚିଲେ । ହେଲେ ପୋଲିସ୍‌ ଆଗରେ ସବୁ ସତ ଧରାପଡ଼ିଗଲା ।

spicejet
କାହିଁକି ବିମାନରେ ଅଲଗା ଅଲଗା ଖାଦ୍ୟ ଖାଆନ୍ତି ଦୁଇ ପାଇଲଟ୍‌ ? ଜାଣନ୍ତୁ କାରଣ...

ମାତ୍ର କିଛି ଦିନ ହେବ ପାଇଲଟ୍‌ଙ୍କ ଏହି ଖାଦ୍ୟକୁ ନେଇ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ପାଇଲଟ୍‌ ଗୋଟିଏ ଗୁଜିଆ ଧରିଥିବା ଦେଖିବାକୁ ମିଳିଥିଲା ।

Buddha Jayanti Park
ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ଗୁପଚୁପ୍‌ ଖାଇଲେ ମୋଦି

ଜାପାନ G-7ର ଅଧ୍ୟକ୍ଷତା କରୁଥିବାବେଳେ G-20ର ଅଧ୍ୟକ୍ଷତା କରୁଛି ଭାରତ । ତେଣୁ ଉଭୟ ଦେଶ ମିଶି ଅନ୍ତର୍ଜାତୀୟ ସମୁଦାୟର ବିକାଶ ଲାଗି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 Naatu Naatu
ଆମେରିକାରେ ନାଟୁନାଟୁ ଗୀତ; ଭାଇରାଲ ହେଉଛି କାର୍‌ ଲାଇଟିଂ ଡ୍ୟାନ୍ସ

ଆମେରିକାରେ ଏହି ଭିଡିଓଟି କରାଯାଇଥିବା ଜଣାପଡ଼ିଛି । ଭିଡିଓରେ ଦେଖିବାକୁ ମିଳୁଛି ତେସଲା କାର୍‌ କମ୍ପାନୀ ପକ୍ଷରୁ ଅନେକ କାର୍‌କୁ ନେଇ ନାଟୁନାଟୁ ଗୀତରେ ଏକ ଲାଇଟିଂ ଡ୍ୟାନ୍ସ କରାଯାଇଛି ।

  • Monday, 20 March 2023
  • RRR
Live-in partner
ଲିଭ୍‌ଇନ୍‌ରେ ସମ୍ପର୍କ ରଖିଲା ଯୁବକ; ଭିଡିଓକରି ଯୁବତୀଙ୍କ ବାପା-ମା’ଙ୍କୁ ପଠାଇଲା

ଯୁବତୀ ତାଙ୍କ ଅଭିଯୋଗ କହିଛନ୍ତି, ସେ ଅଭିଯୁକ୍ତ ଯୁବକଙ୍କୁ ମେ’ ୨୦୨୨ରେ ପ୍ରଥମ ସାକ୍ଷାତ କରିଥିଲେ । ପରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଫଳରେ ସେ ଯୁବକଙ୍କ ସହ ଦିଲ୍ଲୀରେ ଲିଭ୍‌ଇନ୍‌ରେ ରହୁଥିଲେ । ଲିଭ୍‌ଇନ୍‌ରେ ରହିବା ସମୟରେ ଯୁବକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ କିଛି ଆପତ୍ତିଜନକ ଫଟୋ ଓ ଭିଡିଓ କରିଥିଲେ ।

Lic scheme
LICର ଏମିତି ସ୍କିମ୍‌ ଶହେ ରଖିଲେ; ୭୫ ହଜାର ପାଇବେ !

LICର ଏହି ସ୍କିମ୍‌ରେ ମାତ୍ର ୧୦୦ଟଙ୍କା ନିବେଶ କରିବା ଦ୍ୱାରା ଆପଣ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇପାରନ୍ତି । ସ୍କିମ୍‌ର ନାଁ ହେଉଛି ‘ଆମ ଆଦମୀ ଯୋଜନା’ ।

Worried about wedding expenses
ବିବାହ ପାଇଁ ଲୋନ୍‌ ଚାହୁଁଛନ୍ତି କି ? ବିନା ସୁଧରେ ନେଇପାରିବେ ୨୫ ଲକ୍ଷ !

ଆପଣ ଏହାର ଜରିଆରେ ଋଣ ନେଇପାରିବେ ଏବଂ ପରେ ସେହି ଟଙ୍କାକୁ ସ୍ୱଳ୍ପ ଆକାରରେ ପରିଶୋଧ କରିପାରିବେ ବୋଲି କୁହାଯାଇଛି । ଟ୍ରାଭେଲ୍‌ ଫିନଟେଚ୍‌ ପ୍ଲାଟଫର୍ମ ‘ସାନକଶ’ ଗ୍ରହକମାନଙ୍କ ପାଇଁ MNPL ଯୋଜନା ନେଇଆସିଛି ।

Four Youths Drowned In River While Taking Bath In Rajasthan
ଇନଷ୍ଟାଗ୍ରାମରେ LIVE କରୁଥିଲେ, ଜଣକ ପରେ ଜଣେ ୪ ଜଣ ବୁଡ଼ିଗଲେ...

ଇନଷ୍ଟାଗ୍ରାମରେ ଲାଇଭ କଲାବେଳେ, ଅଭାବନୀୟ ଘଟଣା। ଜଣକ ପରେ ଜଣେ ପାଣିରେ ବୁଡ଼ି ୪ ଜଣଙ୍କ ଜୀବନ ଚାଲି ଯାଇଛି।

Amritpal Singh
ଅମ୍ରିତପାଲ ସିଂହକୁ ୱାଣ୍ଟେଡ୍ ଘୋଷଣା କରିଛି ପଞ୍ଜାବ ପୋଲିସ

ଜଳନ୍ଧର ମହିତପୁର ଅଞ୍ଚଳରେ ପୋଲିସକୁ ଚକମା ଦେଇ ଖସିଯାଇଛି ଅମ୍ରିତ ପାଲ । ପୋଲିସ ତାକୁ ୨୦-୨୫ କିଲୋମିଟର ଗୋଡ଼ାଇ ଥିଲେ ମଧ୍ୟ ସେ ଖସିଯିବାରେ ସକ୍ଷମ ହୋଇଥିଲା ।

Nikhil Kamath
ଦଶମରେ ପାଠ ଛାଡ଼ିଲେ ! ୧୭ ବର୍ଷରେ କଲ୍‌ ସେଣ୍ଟର୍‌ ଚାକିରି, ୩୪ ବର୍ଷ ବୟସରେ କୋଟିପତି

ନିଖିଲ କାମାଥଙ୍କୁ ମାତ୍ର ୧୪ ବର୍ଷ ହୋଇଥିବା ବେଳେ ସେକେଣ୍ଡ୍ ହ୍ୟାଣ୍ଡ୍‌ ଫୋନ୍ ବିକ୍ରୟ କରିବା ଆରମ୍ଭ କରିଥିଲେ ।

Obscene video started playing on led screen of patna junction
OMG ! ! ! ଏ କ’ଣ ହୋଇଗଲା, ରେଲ୍‌ୱେ ଷ୍ଟେସନର ଏଲ୍‌ଇଡି ସ୍କ୍ରିନ୍‌ରେ ବିଜ୍ଞାପନ ବଦଳରେ ପ୍ଲେ ହେଲା ଅଶ୍ଲୀଳ ଫିଲ୍ମ !

ବିଜ୍ଞାପନ ବଦଳରେ ହଠାତ୍‌ ଏଲ୍‌ଇଡି ସ୍କ୍ରିନ୍‌ରେ ପ୍ରସାରଣ ହେଲା ଅଶ୍ଲୀଳ ଫିଲ୍ମ। ତା’ବି ପୁଣି ସର୍ବସାଧାରଣ ସ୍ଥାନରେ। ଏଥିପାଇଁ ଲୋକଙ୍କୁ ଲଜ୍ଜିତ ହେବାକୁ ପଡ଼ିଥିଲା। 

Girl Gangrape
୧୬ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ; ରଶି ଲଗାଇ ଆତ୍ମହତ୍ୟାକଲା ପୀଡ଼ିତା

ନାବାଳିକା ଜଣକ ରାତିରେ ତାଙ୍କ ଗୃହପାଳିତ ପଶୁଙ୍କୁ ଖାଇବାକୁ ଦେବାକୁ ଯିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଉଠାଇନେଇ ଦୁଷ୍କର୍ମ କରିଛନ୍ତି । ଦୁଷ୍କର୍ମ କରିସାରିବା ପରେ ଅଭିଯୁକ୍ତ ଯୁବକମାନେ ସେଠାରୁ ଚାଲିଯିବା ପରେ ପୀଡ଼ିତା ରଶି ରଗାଇ ଆତ୍ମହତ୍ୟା କେରିଛନ୍ତି ।

tragic incident
ବିଚ୍‌ ରାସ୍ତାରେ ଯୁବତୀଙ୍କୁ ମାଡ଼, ଟାଣିଓଟାରି ଗାଡ଼ିରେ ବସାଇ ନେଇଗଲେ ଦୁଇ ଯୁବକ

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍‌ । ଭିଡିଓ ସାମ୍ନାକୁ ଆସିବା ପରେ ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ଚିନ୍ତା ବଢ଼ିଛି ।

Amritpal Singh
ପୋଲିସକୁ ଚକମା ଦେଇ ଖସିଗଲା ଅମ୍ରିତ ପାଲ ସିଂହ; ୧୨ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ

ଖସିଗଲା ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ । ପଞ୍ଜାବ ପୋଲିସକୁ ଚକ୍‌ମା ଦେଇ ହେଲା ଫେରାର। ତାକୁ ଧରିବା ପାଇଁ ପୁଲିସ ନାକେଦମ୍ ହୋଇଛି। ଫେରାର ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହକୁ ପଳାତକ ଘୋଷଣା କରାଯାଇଛି।

Maheswari samaj
ପୁଅ ହେଉ କି ଝିଅ ତୃତୀୟ ସନ୍ତାନ ହେଲେ ମିଳିବ ୫୦ ହଜାର ଟଙ୍କା

ମାହେଶ୍ୱରୀ ସମାଜ ପକ୍ଷରୁ କୁହାଯାଇଛି କି, ଯଦି କୌଣସି ଦମ୍ପତି ୨ରୁ ଅଧିକ ସନ୍ତାନ ଜନ୍ମଦିଅନ୍ତି ତାଙ୍କୁ ୫୦ ହଜାର ଟଙ୍କା ଫିକ୍ସଡ୍‌ ଡିପୋଜିଟ୍‌ ମିଳିବ ।

Visually-impaired woman
ଆଖିକୁ ଦିଶୁନି : ଭୋକ ହେବାରୁ କୁକୁର ଛୁଆକୁ କ୍ଷୀର ପିଆଇଲା ମାଆ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ନେଇ ଏବେ ସବୁଠି ଭାରି ଚର୍ଚ୍ଚା । ଭାଇରାଲ ହେଉଥିବା ଭିଡିଓକୁ ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ଇନଷ୍ଟାଗ୍ରାମରେ ଇନ୍ସପାୟର ନେଚର ନାମକ ପେଜରୁ ସେୟାର କରାଯାଇଛି । ଭିଡିଓରେ ଦେଖିବାକୁ ମିଳିଛି ଜଣେ ମହିଳା ଓ ପୁରୁଷ ରାସ୍ତା ଉପରେ ବସିଛନ୍ତି । ତାଙ୍କ ପଛପାର୍ଶ୍ୱରେ ଲୋକେ ଯିବା ଆସିବା କରୁଛନ୍ତି । ଉଭୟ ପୁରୁଷ ଓ ମହିଳାଙ୍କ ଦୃଷ୍ଟିଶକ୍ତି ନଥିବା ଭିଡିଓରେ ଦେଖିବାକୁ ମିଳୁଛି।

special story
୭ ଘଣ୍ଟାରେ ଭାଙ୍ଗିଗଲା ୭ ଜନ୍ମର ସମ୍ପର୍କ : ଶାଶୂଘର ଦୂର ହେବାରୁ ଅଧା ରାସ୍ତାରୁ ଫେରିଲା କନ୍ୟା

‘ଶାଶୂଘର ବହୁ ଦୂର . . .ମୁଁ ଏତେ ଦୂର ଯିବିନି , ମୋତେ ମୋ ଘରେ ଛାଡ଼ିଦିଅ ’