• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

EPFO
ବାହାଘର ପାଇଁ EPFOରୁ ଉଠାଇପାରିବେ ଟଙ୍କା; ଜାଣନ୍ତୁ ଆହୁରି ହେଲା ସହଜ

ଚଳିତ ଆର୍ଥିକ ବର୍ଷ ପାଇଁ ସରକାର ୮.୧% ସୁଧହାର ସ୍ଥିର କରିଛନ୍ତି । ଏମିତିକି ଅପଣଙ୍କ ଆବଶ୍ୟକ ସମୟରେ ଏହି ଟଙ୍କା ମଧ୍ୟ ଉଠାଇପାରିବେ ବୋଲି କୁହାଯାଇଛି । EPFOରେ ଟଙ୍କା ରଖୁଥିବା ବ୍ୟକ୍ତି ବିବାହ ପାଇଁ ଅଗ୍ରୀମ ଭାବେ ଟଙ୍କା ଉଠାଇପାରିବେ ବୋଲି ସୂଚନା ଦିଆଯାଇଛି ।

special report
ରିୟଲ୍‌ ଇଷ୍ଟେଟ୍‌ ବାଦଶାହା ତେଜିନ୍ଦର୍‌ ସିଂ : ଦିନେ ପର ଘରେ ବାସନ ମାଜୁଥିଲେ, ଏବେ ୬ ଶହ କୋଟିର ମାଲିକ

ପରିଶ୍ରମର ଫଳ ସବୁବେଳେ ମିଠା । ଆଜି କୋଟି କୋଟି ଟଙ୍କା ସମ୍ପତ୍ତିର ଅଧିକାରୀ ତେଜିନ୍ଦର୍‌ ସିଂ ଶେଖୋଙ୍କ ପିଲାଦିନ ଖୁବ୍‌ ଦୟନୀୟ ଥିଲା ।

Marriage
ପିଉ ପିଉ ଏତେ ପିଇଦେଲା ବର; ଭୁଲିଗଲା ନିଜ ବାହାଘର

ବରଯାତ୍ରୀ ନୁହଁନ୍ତି, ବରଂ ନିଜେ ବର ଏତେ ପିଇଦେଲାଯେ, ଭୁଲିଗଲା ନିଜ ବାହାଘର । ଆଉ ବରର ମଦ ପିଇବାକୁ ନେଇ ବିବାହ ନକରିବାକୁ ରୋକ୍‌ଠୋକ୍‌ ମନା କରିଦେଇଛି କନ୍ୟା ।

Lawrence Bishnoi Threatens Actor Again
‘ସଲମାନ୍‌ ଖାନ୍‌କୁ ମାରିବା ମୋ ଜୀବନର ଏକମାତ୍ର ଲକ୍ଷ୍ୟ’

ଜେଲ୍ ଭିତରୁ 'ଭାଇଜାନ୍'ଙ୍କୁ ଧମକ,ଲରେନ୍ସ ବିଷ୍ଣୋୟୀ ନିଶାନାରେ ସଲମାନ୍ ଖାନ୍

Helmet Distribution
ଦୁର୍ଘଟଣାରେ ଝିଅ ଚାଲିଗଲା, ଲୋକଙ୍କୁ ସଚେତନ କରିବାରକୁ ହେଲ୍‌ମେଟ୍‌ ବାଣ୍ଟିଲେ ପରିବାର ଲୋକ

ଝିଅର ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ପରିବାର ଏବେ ଲୋକଙ୍କୁ ସଚେତନ କରିଛନ୍ତି । ହେଲ୍‌ମେଟ୍‌ ବାଣ୍ଟିବା ସହ ଟ୍ରାଫିକ୍‌ ନିୟମ ମାନିବା ପାଇଁ ଅନୁରୋଧ କରିଛନ୍ତି ।

Terror
Viral Video: ଦୌଡ଼ି ଆସିଲା ଯୁବକ, ଗୋଟିଏ ହାତରେ ବନ୍ଧୁକ ଅନ୍ୟଟିରେ ଭୁଜାଲି ! ବେକରୁ ବାହାରୁଛି ରକ୍ତ...

ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ । ନାଥୁ କଲୋନୀ ନିକଟରେ ଏଭଳି ଘଟଣା ଘଟିଛି । ବନ୍ଧୁକ ଓ ଭୁଜାଲି ଧରି ଆତଙ୍କ ସୃଷ୍ଟି କରିଥିବା ଦୁର୍ବୃତ୍ତ ଜଣକ ହେଉଛି କ୍ରୀଷାନ୍ ସେରୱାଲ ।

Puducherry CM announces free travel hikes widow allowance to Rs 3000
ସରକାରୀ ବସ୍‌ରେ ମହିଳାଙ୍କ ପାଇଁ ମାଗଣା ଯାତ୍ରା, ବିଧବା ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି...ଜାଣନ୍ତୁ କେଉଁଠି

ସରକାରୀ ବସ୍‌ରେ ମହିଳାଙ୍କ ପାଇଁ ମାଗଣା ଯାତ୍ରା, ଏହାସହ ବିଧବା ଭତ୍ତା ବୃଦ୍ଧି। ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ୍‌ ରଙ୍ଗାସ୍ୱାମୀ କେନ୍ଦ୍ରଶାସିତ ଅଞ୍ଚଳବାସୀଙ୍କ ପାଇଁଏହି ମାଗଣା ବସ୍‌ ଟ୍ରିପ୍‌ ଘୋଷଣା କରିଛନ୍ତି।

  • Saturday, 18 March 2023
Rare Hand Sugery
ଏସିଆର ପ୍ରଥମ ଘଟଣା: କାନ୍ଧଠୁ ନଥିଲା ହାତ, ଏବେ ଲାଗିଲା ଦୁଇଟି ନୂଆ ସତସତିକା ହାତ...

ପ୍ରାୟ ୧୬ ଘଣ୍ଟା ଧରି ଅତି ନିଖୁଣତାର ସହ ମୁମ୍ବାଇ ଗ୍ଲୋବାଲ ହସ୍ପିଟାଲର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଏହି ସର୍ଜରୀ କରିଥିଲେ । ଆଉ ଏଥିରେ ଡାକ୍ତରଙ୍କୁ ଏକ ବିରାଟ ସଫଳତା ମିଳିଛି । ସମଗ୍ର ଏସିଆରେ ଏଭଳି ହାତଯୋଡ଼ା ଯିବା ଘଟଣା ପ୍ରଥମ ବୋଲି କୁହାଯାଉଛି।

Marriage Video Viral
ବିବାହ ଉତ୍ସବରେ କନ୍ୟାକୁ ୩ କୋଟି ଟଙ୍କାର ଉପହାର, ଫଟୋ-ଭିଡିଓ ଦେଖି ସବୁ ଆଶ୍ଚର୍ଯ୍ୟ...

ଆମେ ଯେଉଁ ବିବାହ ଉତ୍ସବ ବିଷୟରେ କହୁଛୁ ସେଥିରେ କନ୍ୟାକୁ ୩ କୋଟି ଟଙ୍କାର ଉପହାର ଦିଆଯାଇଛି । ଆଉ ଏଭଳି ଉପହାର ଏବେ ରେକର୍ଡ ସୃଷ୍ଟି କରିଛି ।

Lottery
ରାସ୍ତା କାମ କରୁଥିଲେ ଶ୍ରମିକ; ଲାଗିଲା ଲଟେରୀ; ସିଧା ଧାଇଁଲେ ଥାନା...

କେରଳର ଜଣେ ଶ୍ରମିକଙ୍କ ଭାଗ୍ୟରେ ଫୁଟିଛି ଲଟେରୀ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ଏକାଥରକେ ୭୫ ଲକ୍ଷ ଟଙ୍କାର ଲଟେରୀ ଲାଗିଛି ।

 bhagya laxmi yojana
ଝିଅଙ୍କ ପାଇଁ ନୂଆ ଯୋଜନା ଆଣିଲେ ଏହି ସରକାର; ମିଳିବ ୨ଲକ୍ଷ ଟଙ୍କା

ଅତୀତରେ ‘ସୁକନ୍ୟା ଯୋଜନା’କୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିବା ବେଳେ ବର୍ତ୍ତମାନ ‘ଭାଗ୍ୟଲକ୍ଷ୍ମୀ ଯୋଜନା’ ଆଣିପାରେ ଝିଅମାନଙ୍କ ପାଇଁ ବିଶେଷ ଖୁସି ।

Crime
ବାପା ଚାଲିଗଲା ପରେ ଅଭାବ ଏମିତି ମାଡ଼ି ବସିଲା ଯେ, ମାଆର ତଣ୍ଟି ଚିପି ମାରିଦେଲା ପୁଅ, ତା’ପରେ...

ମାର୍ଚ୍ଚ ୧୩ ତାରିଖ ରାତି ପ୍ରାୟ ୧୦ଟା ବେଳେ ମହିଳା ଜଣକ ଟାବ୍ଲେଟ୍‌ ଖାଇଥିବା ବେଳେ ପରଦିନ ସକାଳ ପର୍ଯ୍ୟନ୍ତ ସେ ଜୀବିତ ଥିଲେ । ଆଉ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିଲେ ।

Rahul Gandhi
ପ୍ରେସ୍‌ମିଟ୍‌ ବେଳେ ରାହୁଲଙ୍କ ଭାଷଣ ସୁଧାରିଲେ ଜୟରାମ ରମେଶ, ଦେଖନ୍ତୁ ଭିଡିଓ

ଯେଉଁ ସବୁ କଥା ଜୟରାମ ରମେଶ କହିଲେ ସେହି କଥାକୁ ନେଇ ଏବେ ରାହୁଲ ଗାନ୍ଧି ଟ୍ରୋଲ୍ ହେଉଛନ୍ତି । ଟ୍ରୋଲରଙ୍କ ମୁଖ୍ୟ ଟାର୍ଗେଟ୍‌ ହେଲା ଯେ, ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବାକୁ ଚାହିଁ ବସିଛନ୍ତି । କିନ୍ତୁ ଏମିତି ଭୁଲ କରୁଛନ୍ତି ।

Conman Arrested
ଠକକୁ Z+ ସିକ୍ୟୁରିଟି ସହ ଫାଇଭ୍‌ ଷ୍ଟାର ହୋଟେଲ୍‌ ସୁବିଧା ଦେଲା ପ୍ରଶାସନ, ତା’ ପୁଣି...

ଗୁଜରାଟରେ ରହୁଥିବା ଜଣେ ଠକକୁ Z+ ସିକ୍ୟୁରିଟି ସାଙ୍ଗକୁ ବୁଲେଟ୍‌ ପ୍ରୁଫ୍‌ ଏସ୍‌ୟୁଭି ଗାଡ଼ି ଓ ପଞ୍ଚତାରକା ହୋଟେଲରେ ରହଣୀ ସୁବିଧା । ତାହା ପୁଣି ଜମ୍ମୁ କାଶ୍ମୀର ଭଳି ଉତ୍ତେଜନାପ୍ରବଣ ଅଞ୍ଚଳରେ । ଜାଣନ୍ତୁ ପୂରା ଘଟଣା..

10 percent reservation in CISF for ex Agniveers
ପୂର୍ବତନ ଅଗ୍ନିବୀରଙ୍କୁ କେନ୍ଦ୍ରର ପୁଣି ଉପହାର, ଏବେ CISFରେ ୧୦% ସଂରକ୍ଷଣ...

ପୂର୍ବତନ ଅଗ୍ନିବୀରଙ୍କୁ କେନ୍ଦ୍ର ସରକାରଙ୍କ ପୁଣି ଏକ ଉପହାର ଦେଇଛନ୍ତି। ସିଆଇଏସ୍‌ଏଫ୍‌ରେ ଚାକିରି ଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିଛନ୍ତି।

Fire In Secunderabad Leaves 6 Dead
କଂପ୍ଲେକ୍ସ ଭିତରେ ଥିଲେ ଲୋକେ, ହଠାତ୍‌ ଲାଗିଲା ଭୟଙ୍କର ନିଆଁ...

ସିକନ୍ଦରାବାଦରେ ଥିବା ବହୁ ମହଲା ବିଶିଷ୍ଟ କମର୍ସିଆଲ୍‌ କଂପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।  ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି।

Asteroid
ବିପଦ ଆଣିବ କି ଉଲ୍‌କାପିଣ୍ଡ ? ୨୦୪୬ରେ ପୃଥିବୀକୁ ଦେଇପାରେ ଧକ୍କା

ନାସା ପକ୍ଷରୁ ଦିଆଯାଇଥିବା ତଥ୍ୟରେ ପୃଥିବୀ ପ୍ରତି ବିପଦ ରହିଥିବା ଦର୍ଶାଯାଇଛି । କୁହାଯାଇଛି କି, ଆଗାମୀ ୨୩ବର୍ଷ ମଧ୍ୟରେ ପୃଥିବୀ ପାଇଁ ବିପଦ ସୃଷ୍ଟି ହୋଇପାରେ ।

Mukesh Ambani
ଅମ୍ବାନୀଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କ ପିଲା ବିଦେଶରେ ପାଠ ପଢ଼ନ୍ତି !

ତେବେ ଅମ୍ବାନୀ ୭୦ ମସିହାରେ ନିଜ ପଢ଼ା ସମୟରୁ ଆମିଷ ଖାଇବା ବନ୍ଦ କରିଦେଇଛନ୍ତି । ସେ ସାଧା ଖାଇ ବାକୁ ପସନ୍ଦ କରନ୍ତି । ଆମିଷ ମଧ୍ୟରେ କେବଳ ଅଣ୍ଡା ଖାଇଥାନ୍ତି ।

Vehicle Burn
ସ୍ତ୍ରୀ ସହ ଝଗଡ଼ା ପରେ ଏମିତି ରାଗିଲେ ସ୍ୱାମୀ, ଗୋଟି ଗୋଟି କରି ୮ ଗାଡ଼ି ପୋଡ଼ିଦେଲେ

ସ୍ୱାମୀ-ସ୍ତ୍ରୀଙ୍କ ବଚସା ପରେ ୮ଟି ଗାଡ଼ି ଜାଳିଦେଇଛନ୍ତି ସ୍ୱାମୀ । ୪ଟି ବାଇକ୍‌, ଦୁଇଟି କାର୍‌ ଓ ୨ଟି ଅଟୋ ନିଆଁରେ ଜଳିଯାଇଛି ।

Sudha Murthy
ଜ୍ୱାଇଁ ପ୍ରଧାନମନ୍ତ୍ରୀ; ରାସ୍ତାରେ ରୋଷେଇ କରୁଛନ୍ତି ଶାଶୂ

ମହିଳା ଜଣକ ହେଉଛନ୍ତି ଜଣେ ପ୍ରଧାନମନ୍ତ୍ରୀଙ୍କ ଶାଶୂ । ଖାଲି ସେତିକି ନୁହେଁ ତାଙ୍କର ଅନେକ ପରିଚୟ ରହିଛି । ସେ ଜଣେ ପ୍ରଖ୍ୟାତ ଲେଖିକା ।

  • Thursday, 16 March 2023
Aman Dhaliwal
Viral Video: ଆମେରିକାରେ ଯୋଦ୍ଧା ଆକବର ଅଭିନେତା ଅମନ ଧଲିୱାଲଙ୍କୁ ଆକ୍ରମଣ

ସୌଭାଗ୍ୟବଶତଃ ଅମନଙ୍କର ବିଶେଷ କିଛି କ୍ଷତି ହୋଇନଥିଲା ।

Space Tourism
ଏଣିକି ଯିଏ ଚାହିଁବେ ସିଏ ବୁଲିପାରିବେ ମହାକାଶ ! ଜାଣନ୍ତୁ ଖର୍ଚ୍ଚ କେତେ...

ଏନେଇ ଇସ୍ରୋର ଚେୟାରମ୍ୟାନ୍‌ ସୂଚନା ଦେଇଛନ୍ତି । ଭାରତ ପକ୍ଷରୁ ସ୍ୱତନ୍ତ୍ର ଭାବେ ଏହି ବ୍ୟବସ୍ଥା କରାଯାଉଛି ।

Teacher booked for taking obscene video of student
ସାମ୍ନାକୁ ଆସିଲା ଶିକ୍ଷକଙ୍କ ଲଜ୍ଜାଜନକ କାରନାମା, ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ କରି ଫେସ୍‌ବୁକ୍‌ରେ ଛାଡ଼ିଲେ...

ଗୁରୁ ନାଁରେ କଳଙ୍କ। ଛାତ୍ରୀଙ୍କୁ ପାଠ ପଢ଼ାଇବା ବାହାନାରେ ଅଶ୍ଲୀଳ ଭିଡିଓ ଏବଂ ଫଟୋ ଉଠାଇ ସୋସିଆଲ୍‌ ମିଡିଆରେ ଜଣେ ଶିକ୍ଷକ ଭାଇରାଲ୍‌ କରିଥିବା ଅଭିଯୋଗ ହୋଇଛି।

Samosa Singh
ସିଙ୍ଗଡ଼ା ବନେଇଲା କୋଟିପତି : ଗୋଟିଏ ଦିନର ରୋଜଗାର ହେଉଛି ୧୨ ଲକ୍ଷ...

ସିଙ୍ଗଡ଼ା ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଦମ୍ପତି । ଶିଖର ପାଠପଢ଼ା ସମୟରୁ ହିଁ ସିଙ୍ଗଡ଼ା ଦୋକାନ ଖୋଲିବା ପାଇଁ ଚାହୁଁଥିଲେ, କିନ୍ତୁ . .

Indian Army
ଦୁର୍ଘଟଣା ପରେ ଜଳିଗଲା ସେନା ହେଲିକପ୍ଟର; ମିଳୁନି ପାଇଲଟ୍‌ଙ୍କ ପତ୍ତା

ହେଲିକପ୍ଟରରେ କେତେ ଜଣ ଯବାନ ଯାତ୍ରା କରୁଥିଲେ, ସେ ବାବଦରେ ସୂଚନା ମିଳିପାରିନାହିଁ ।