/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685208726.jpg)
ନୂଆ ସଂସଦ ଭବନ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685208726.jpg)
1/6
ନୂତନ ପାର୍ଲାମେଣ୍ଟ ଗୃହରେ ରହିଛି ୩ଟି ପ୍ରବେଶ ପଥ। ଯାହାର ନାଁ ରଖାଯାଇଛି ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର ଓ କର୍ମ ଦ୍ୱାର
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685208603.jpg)
2/6
ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ ୬୪ ହଜାର ୫ଶହ ବର୍ଗମିଟର କ୍ଷେତ୍ରରେ ନିର୍ମିତ ତ୍ରିକୋଣାକାର ନୂଆ ସଂସଦ ଭବନ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685208833.jpg)
3/6
୪ ମହଲା ବିଶିଷ୍ଟ ନୂତନ ସଂସଦ ଭବନରେ ହୋଇଛି ୧୨ ଶହ ୭୨ ସାଂସଦଙ୍କ ପାଇଁ ବସିବା ବ୍ୟବସ୍ଥା
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685208934.jpg)
4/6
ଅତ୍ୟାଧୁନିକ ସୁବିଧାଯୁକ୍ତ ଏହି ସୌଧ ପରିବେଶ ଅନୁକୂଳ ଏବଂ ଭୂକଂପ ପ୍ରତିରୋଧୀ ମଧ୍ୟ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685209089.jpg)
5/6
ପ୍ରଧାନମନ୍ତ୍ରୀ ମୋଦିଙ୍କୁ 'ରାଜଦଣ୍ଡ' ହସ୍ତାନ୍ତର, 'ରାଜଦଣ୍ଡ' ହସ୍ତାନ୍ତର କଲେ ଅଧିନମ୍ ମଠ ମହନ୍ତ... ବାଚସ୍ପତିଙ୍କ ଆସନ ନିକଟରେ ଏହାକୁ ସ୍ଥାପନ କରାଯିବ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685209342.jpg)
6/6
ସ୍ୱତନ୍ତ୍ର ଭାବେ ନିମନ୍ତ୍ରତ ତାମିଲନାଡୁର ସନ୍ଥ ସମୂହଙ୍କୁ ପ୍ରଣାମ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)