ପଶ୍ଚିମବଙ୍ଗ, ବିହାରର ୧୧୯ ଯାତ୍ରୀ ନିଖୋଜ ହୋଇଥିବା ନେଇ ସୂଚନା ଦେଇଛନ୍ତି ବିହାର ବିପର୍ଯ୍ୟୟ ଓ ପ୍ରଶମନ ମନ୍ତ୍ରୀ । ସେହିପରି ପଶ୍ଚିମବଙ୍ଗର ୩୧ ଜଣ ନିଖୋଜ ଥିବା କହିଛନ୍ତି ମମତା ବାନାର୍ଜୀ ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୬୫୦ ଟଙ୍କା ହୋଇଛି।
ସୌଭାଗ୍ୟବଶତଃ ବଞ୍ଚିଗଲା ଅନେକଙ୍କ ଜୀବନ । ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ହଜାର ହଜାର ଯାତ୍ରୀ ।
ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେଇଥିଲେ । କିଛି ବର୍ଷ ପୂର୍ବେ ଜଣେ ଚାଷୀ ପାଣି ଲାଗି ବୋଲୱେଲ ଖୋଳିଥିଲେ।
ସୋସିଆଲ ମିଡିଆରେ ମମତାଙ୍କ ଗସ୍ତ ଓ ତାଙ୍କ କାର୍ଯ୍ୟକଳାପକୁ ନେଇ ଖୁବ୍ ସମାଲୋଚନା କରାଯାଉଛି । ଆଉ ଏହାରି ପଛରେ ସବୁଠାରୁ ବଡ଼ କାରଣ ହେଲା, ୨୦୦୦ ଟଙ୍କିଆ ନୋଟ ।
ଶିକାର ହେଉଥିଲେ ନୀରିହ...ଅନଲାଇନ୍ ଗେମିଂ ଆପ୍ 'ଫୋର୍ଟନାଇଟ୍' ରେ ଜାଲ ବିଛାଇଥିଲା ଅଭିଯୁକ୍ତ ।
ଜଣେ ୩୦ ବର୍ଷୀୟ ବ୍ୟବସାୟୀଙ୍କ ବେକରେ କଳଙ୍କି ଲଗା ଛୁରୀ ଲାଖି ରହିଥିବା ବେଳେ ସେ ବାଇକ ଚଳାଇ ହସ୍ପିଟାଲରେ ପହଞ୍ଚି ନିଜର ଚିକିତ୍ସା କରାଇଛନ୍ତି।
ଦୁର୍ଘଟଣାସ୍ଥଳରେ CBI ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି । ଦିଲ୍ଲୀରୁ ଏକ ୧୦ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
କଟକ SCBରେ ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
ଚକୋଲେଟ୍, ଖେଳନା ପାଇଁ ଜିଦ୍ କରୁଥିଲା ଝିଅ। ସବୁବେଳେ ଝିଅର ଏଭଳି ଡିମାଣ୍ଡ୍କୁ ନେଇ ବିରକ୍ତ ହୋଇଯାଇଥିଲା ବାପା। ପରିସ୍ଥିତି ଏମିତି ହୋଇଥିଲା ଯେ, ୩୭ ବର୍ଷୀୟ ବ୍ୟକ୍ତି ଜଣକ ଝିଅର ଜୀବନ ନେବାକୁ ମଧ୍ୟ ପଛାଇଲେ ନାହିଁ।
ଚାରି ଚକିଆ ଯାନରେ ଯାତ୍ରୀଙ୍କ ବସିବା ଲାଗି ରହିଛି ୪ଟି ସିଟ୍ । ଯାତ୍ରୀ ବସିବା ପରେ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇ ପାରୁଛି ଏହି ଜେଡ ପଟ୍ ।
ଆଜି ଆହତଙ୍କ ଅବସ୍ଥା ବୁଝିବା ପାଇଁ କଟକ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀା ଓଡ଼ିଶାରେ ଚିକିତ୍ସିତ ହେଉଥିବା ନିଜ ରାଜ୍ୟର ଆହତଙ୍କ ସମ୍ପର୍କରେ ପଚାରି ବୁଝିବୋ
ବାହାନଗା ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତକୁ ମମତାଙ୍କ ନାପସନ୍ଦ: ସିବିଆଇ କ୍ରିମିନାଲ କେସ୍ ତଦନ୍ତ କରେ, ଏହା ଆକ୍ସିଡେଣ୍ଟ; ୨୦୧୨ରେ ଜ୍ଞାନେଶ୍ୱରୀ ଏକ୍ସପ୍ରେସ ତଦନ୍ତ ନିର୍ଦ୍ଦେଶ ଦେଇଥିଲି; ୧୨ ବର୍ଷ ବିତିଲାଣି, ଏଯାବତ ସିବିଆଇ ରିପୋର୍ଟ ଦେଇନି, ତେଣୁ ସିବିଆଇ କଣ ତଦନ୍ତ କରିବ ବୋଲି ପଚାରିଲେ ମମତା...ସେପଟେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛି ଦିଦି
ଏନେଇ ଏହାର ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି ।
ଭାରତୀୟ ରେସଲିଂ ଫେଡେରେସନ ସଭାପତି ବ୍ରିଜ ଭୁଷଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ନେଇ ଚାଲିଥିବା ଆନ୍ଦୋଳନ ଜାରି ରହିବ ।
ଯମ ମୁହଁରୁ ପୁଅର ଜୀବନ ଛଡ଼ାଇ ଆଣିଲା ବାପା । ଜନ୍ମ ଦେଇଥିବା ଚଳନ୍ତି ଠାକୁର ନିଜ ପିଲାର ଜୀବନ ପାଇଁ ଯମ ଆଗରେ ବି ଢ଼ାଲ ସାଜି ଛିଡ଼ା ହୋଇଗଲେ ।
ଅଧା ରହିଗଲା ବାହାଘର. . . ଘରୁ ବରଯାତ୍ରୀ ଫେରାଇଲେ କନ୍ୟା
ଚତୁର୍ଥୀ ରାତିରେ ଘଟିଲା କ’ଣ ? ମରିପଡ଼ିଥିଲେ ନବଦମ୍ପତି . . .
ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲା କମ୍ପା ଗାଁ ନିକଟରେ ଦୁର୍ଘଟଣା । ଘଟଣାସ୍ଥଳରେ ୪ ଓ ମେଡିକାଲରେ ୨ ଜଣ ମୃତ ।
ଚାହୁଁ ଚାହୁଁ ଆଖି ସାମ୍ନାରେ ଭୁଶୁଡ଼ିଗଲା ନିର୍ମାଣାଧୀନ ବ୍ରିଜ୍। ବିହାରର ଭାଗଲପୁରରେ ଗଙ୍ଗା ନଦୀ ଉପରେ ତିଆରି ହେଉଥିବା ଅଗୁୱାନି-ସୁଲ୍ତାନଗଞ୍ଜ ବ୍ରିଜ୍ ଭୁଶୁଡ଼ି ପଡ଼ିଥିବା ବେଳେ ଏହାର ଲାଇଭ୍ ଚିତ୍ର କ୍ୟାମେରାରେ କଏଦ ହୋଇଛି।
ରେଲୱେ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ସୁପାରିସ କରାଯାଇଛି
କରମଣ୍ଡଳ ଏକସପ୍ରେସ୍ ଘଣ୍ଟାପ୍ରତି ୧୨୮ କିଲୋମିଟର ବେଗରେ ଯାଇ ମାଲଗାଡ଼ିକୁ ଧକ୍କା ଦେଇଥିଲା ।
ବାହାନଗା ଟ୍ରେନ୍ ଟ୍ରାଜେଡି ନେଇ ମୋଦିଙ୍କ ସହ କଥା ହେଲେ ନବୀନ ।
ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮ରେ ପହଞ୍ଚିଛି। କେଉଁ କାରଣ ପାଇଁ ଏମିତି ଭୟଙ୍କର ଦୁର୍ଘଟଣା ଘଟିଲା ? ଏହା ପଛର କାରଣ କ’ଣ ? ତାହା ଜଣାପଡ଼ିଛି।
୪ ଛୁଆଙ୍କୁ ମାରି ଫାଶୀ ଲଗାଇ ନିଜେ ଆତ୍ମହତ୍ୟା କଲେ ମହିଳା। ସମ୍ପୃକ୍ତ ମହିଳା ନିଜର ୪ ଛୁଆଙ୍କୁ ଲୁହା ଡ୍ରମ୍ ଭର୍ତ୍ତି କରି ସେମାନଙ୍କର ଜୀବନ ନେଇଥିଲେ। ଏହାପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।