କଶ୍ମୀରର ବଦଳୁଥିବା ଦୃଶ୍ୟପଟ୍ଟ ଓ ଭୂସ୍ୱର୍ଗର ସୌନ୍ଦର୍ଯ୍ୟରେ ଯେତିକି ବିମୋହିତ, ଭାରତୀୟଙ୍କ ଆତିଥେୟତାରେ ମଧ୍ୟ ସେତିକି ଆନନ୍ଦିତ ହୋଇଛନ୍ତି ଅତିଥି ।
ପେଟ୍ରୋଲ ପମ୍ପର କର୍ମଚାରୀମାନେ ଯୁବକଙ୍କ ସ୍କୁଟିରୁ ପେଟ୍ରୋଲ ବାହାର କରିନେଇଥିଲେ । ଏସବୁକୁ ଦେଖିବା ପରେ ଯୁବକ ଜଣକ କର୍ମଚାରୀମାନେ ଗାଡ଼ିରୁ ପେଟ୍ରୋଲ ବାହାର କରୁଥିବା ବେଳର ଏକ ଭିଡିଓ କରିଥିଲେ ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଗୋଲାପି ନୋଟ୍ ପ୍ରଚଳନକୁ ପ୍ରତ୍ୟାହର କରିବା ନେଇ ଘୋଷଣା କରିଥିବାବେଳେ ଆଜି ଠାରୁ ନୋଟ୍ ଏକ୍ସଚେଞ୍ଜ୍ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ।
ସିଡନୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ସମୁଦାୟ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି ।
ଟ୍ରକ୍ ଡ୍ରାଇଭରମାନଙ୍କ ସମସ୍ୟା ବୁଝିବାକୁ ରାହୁଲ ଟ୍ରକ୍ରେ ଯାତ୍ରା କରିଥିବା ଉଲ୍ଲେଖ କରାଯାଇଛି । ଦେଶରେ ୯୦ ଲକ୍ଷ ଟ୍ରକ୍ ଡ୍ରାଇଭର ଅଛନ୍ତି ।
ଜଣେ ବ୍ୟକ୍ତି ଥରକରେ ୧୦ଟି ନୋଟ୍ ବଦଳ କରିପାରିବେ । ଯଦି ବ୍ୟାଙ୍କ ଖାଲି ଥାଏ ତା’ହେଲେ ଏକାଧିକ ଥର ବଦଳ କରିପାରିବେ ।
ବର୍ତ୍ତମାନ ସାଇବାର ଅପରାଧୀମାନେ ଠକେଇ କରିବାକୁ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । ଯାହା ଦ୍ୱାରା ଆପଣଙ୍କ ଗୋଟିଏ ଛୋଟିଆ ଭୁଲ୍ ଆପଣଙ୍କୁ ସେମାନଙ୍କ ଜାଲରେ ଫସାଇଦେଇପାରେ ।
ଡେଲିଭରି ବୟ ଆଡ଼କୁ ଧାଇଁ ଆସିଲା ପୋଷା କୁକୁର । ଭୟରେ ଆପାର୍ଟମେଣ୍ଟର ତୃତୀୟ ମହଲାରୁ ତଳକୁ ଡେଇଁ ପଡ଼ିଲେ ଯୁବକ ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୧୦୦ ଟଙ୍କା ହୋଇଛି।
ଜଣେ ବିବାହିତ ଯୁବକ ତାଙ୍କ ପ୍ରେମିକାଙ୍କୁ ବୁଲାଇ ନିଅନ୍ତି କିନ୍ତୁ ଏହା ତାହା ତାଙ୍କ ସ୍ତ୍ରୀ ଜାଣିପାରୁନଥିଲେ। ଆଉ ଯେତେବେଳେ ଧରାପଡ଼ିଗଲେ ଅକଲ ଗୁଡୁମ ହୋଇଗଲା
G20 ବୈଠକ ମଧ୍ୟରେ ଶିକାରାର ମଜା ନେଲେ ବିଦେଶୀ ଅତିଥି
ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କରେ ଦୁଇ ହଜାର ଟଙ୍କିଆ ଜମା କିମ୍ବା ବଦଳ କରିପାରିବେ ଗ୍ରାହକ । ଆବଶ୍ୟକ ପଡ଼ିବନି କୌଣସି ପରିଚୟ ପତ୍ର ।
ଏହି ଫଛୁଆ ଫେରି ଆସିଥିବା ଟ୍ରେନ୍ଟି ହେଉଛି ସେହି ଟ୍ରେନ୍, ଯାହାକୁ ଟିକଟ କରି ଯାତ୍ରୀମାନେ ଷ୍ଟେସନ୍ରେ ଅପେକ୍ଷା କରିଥିଲେ ।
ନାବାଳିକା ଜଣକ ଉଭୟ ସାମାଜିକ ଓ ମାନସିକ ଉପରେ ଯଥେଷ୍ଟ ସମସ୍ୟା ଭୋଗିବାର କାରଣ ହୋଇପାରେ ବୋଲି କୋର୍ଟ କହିଛନ୍ତି।
ପ୍ରଜ୍ୱଳ ଦୁନିଆକୁ ଆସିବା ପୂର୍ବରୁ ତାଙ୍କ ବାପା ଦୁନିଆ ଛାଡ଼ି ଚାଲିଯାଇଥିଲେ । ସେତେବେଳକୁ ପ୍ରଜ୍ୱଳଙ୍କ ବଡ଼ ଭାଇ ଅଢ଼େଇ ବର୍ଷର ଥିଲେ ।
କୌଣସି ବ୍ୟକ୍ତି ଯଦି ବ୍ୟାଙ୍କର କୌଣସି ବ୍ରାଞ୍ଚକୁ ୨ ହଜାର ଟଙ୍କିଆ ନୋଟ୍ ଜମା କରିବାକୁ ଆସିଛନ୍ତି ଓ ଏହି ନୋଟ୍ ମଧ୍ୟରୁ ନକଲି ନୋଟ୍(Fake Note) ମିଳେ, ତା’ହେଲେ ଏଭଳି ସ୍ଥିତିରେ ବ୍ୟାଙ୍କ ଉକ୍ତ ନୋଟ୍କୁ ଜବତ କରିବ।
ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ସ୍ଥିର ରହିଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୪୧୦ ଟଙ୍କା ହୋଇଛି।
RBI ଗଭର୍ଣ୍ଣର କହିଛନ୍ତି, ଏଥର ଲୋକଙ୍କ ପାଖରେ ୪ ମାସ ସମୟ ଅଛି। ତେଣୁ ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ ଓ ବ୍ୟାଙ୍କକୁ ଯାଇ ନୋଟ୍ ବଦଳାଇବା ପାଇଁ ଭିଡ଼ କରନ୍ତୁ ନାହିଁ।
ମାଟ୍ରିକ ପାସ୍ କରିବା ପରେ ଗତକାଲି ମଧ୍ୟାହ୍ନ ସମୟରେ ପାର୍ଟି କରିବାକୁ ୮ ଛାତ୍ର ଘରୁ ଟଙ୍କା ଧରି ବାହାରିଥିଲେ, ହେଲେ କିଏ ଜାଣିଥିଲା ସେମାନେ ଆଉ ଫେରିବେନି . . .
ଏତେ ସ୍ବଳ୍ପ ବୟସ୍କ ନବଜାତ ଠାରେ ଏଭଳି ଜଟିଳ ଅସ୍ତ୍ରୋପଚାର ବିଶ୍ବରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।
ଯୁବତୀଙ୍କ ଗାଡ଼ି ଧକ୍କାରେ ଏକ ଗ୍ରୋସରୀ ଦୋକାନ ଚଳାଉଥିବା ୩୬ ବର୍ଷିୟ ଅଜୟ ଗୁପ୍ତାଙ୍କର ମୃତ୍ୟୁ ଘଟିଛି । ସେ ଡାକ୍ତରଖାନାରୁ ଔଷଧ ନେଇ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ତଦନ୍ତରୁ ଜଣାପଡ଼ିଛି
ମୃତ ଯୁବତୀ ଜଣକ ହେଲେ ଆନ୍ଧ୍ରପ୍ରଦେଶ ବିଜୟୱାଡାର ଜଣେ ଆଇଟି ପ୍ରଫେସନାଲ ।
ସୂଚନା ଅନୁସାରେ, 22895/22896 ହାୱଡ଼ା-ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଆଜି ପାଇଁ ବାତିଲ୍ ହୋଇଛି। ଗତକାଲି ପୁରୀରୁ ହାୱଡ଼ା ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଯାଜପୁର ଜିଲ୍ଲାର ବୈତରଣୀ ରୋଡ୍ ଓ ମଞ୍ଜୁରୀ ରୋଡ୍ ମଧ୍ୟରେ ଅଟକି ରହିଥିଲା।
ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ, ଏବେ ପୂରଣ କରିବେ । କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଫେରିବା ପରେ ଜନକଲ୍ୟାଣ ଯୋଜନାରେ ଖର୍ଚ୍ଚ କରିବ ୬୨ ହଜାର କୋଟି । ଏତେ ଟଙ୍କା ଖର୍ଚ୍ଚ କରିବାକୁ ନେଇ ବଢିଲା ଚର୍ଚ୍ଚା
ସୀମା ସଂଲଗ୍ନ ରାଜୌରୀର ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଛି। ଏପରିକି ଯାତାୟତ କରୁଥିବା ଗାଡି ଗୁଡିକର କଡାକଡି ଯାଞ୍ଜ କରୁଛନ୍ତି ଜମ୍ମୁ କାଶ୍ମୀର ପୋଲିସ।