ଅଚାନକ ନଦୀ ଗର୍ଭରେ କିଛି ଏପରି ଘଟିଲା, ଯାହାକୁ ସେମାନେ ଦେଖି ଭୟଭୀତ ହୋଇଗଲେ।
ତାଜମହଲକୁ ଆସିଥିବା ପର୍ଯ୍ୟଟକ ତାଜମହଲର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଯମୁନା ନଦୀର ବନ୍ୟା ଜଳକୁ ବି ଉପଭୋଗ କରୁଛନ୍ତି ।
ଖସିଛି ଯମୁନା ନଦୀର ଜଳସ୍ତର... ହେଲେ ଥମୁନି ଦିଲ୍ଲୀବାସୀଙ୍କ ଦୁର୍ଦ୍ଦଶା । ଏବେ ବି ଅଣ୍ଟାଏ ଉଚ୍ଚରେ ପାଣି, ଥଳକୂଳ ପାଇ ହେଉନି ରାସ୍ତାର... ଚାରିଆଡ଼େ ଜଳବନ୍ଦୀ ଜୀବନ... ଶାନ୍ତିପଥରୁ ଆଇଟିଓକୁ ସଂଯୋଗ କରୁଥିବା ରାସ୍ତା ତ ଏକ ନଦୀର ଭ୍ରମ ସୃଷ୍ଟି କରୁଛି ।

ଦିଲ୍ଲୀକୁ ଭସାଇଲା ଯମୁନା ନଦୀ ପାଣି । ଆଇଟିଓ, ରାଜଘାଟ, ଯମୁନା ବଜାର, ୱାଜିରାବାଦ ଭଳି ସ୍ଥାନରେ ସ୍ଥିତି ସଙ୍ଗୀନ। ଏବେ ବି ରାସ୍ତା ଉପରେ ଚାଲିଛି ପାଣିର ପ୍ରଖର ସ୍ରୋତ।
ଯମୁନା ନଦୀର କୂଳ ଓ ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ପାଣିରେ, ଏପରିକି ଦିଲ୍ଲୀର ଅନେକ ଭିଭିଆଇପି ଅଞ୍ଚଳରେ ବି ବନ୍ୟା ପାଣି ପହଞ୍ଚିଛି ।
ଗୋଟିଏ କି ଦୁଇଟି ନୁହେଁ ବସ୍, ଟ୍ରକ, କାର୍ ସବୁ ଏବେ ପାଣି ଘେରରେ । କାଶ୍ମୀର ଗେଟରୁ ଆଇଟିଓକୁ ଯାଉଥିବା ବେଳେ ହଠାତ୍ ଫ୍ଲାଏଓଭର ତଳ ରାସ୍ତାରେ ପାଣି ଜମିବାରୁ ଏଭଳି ସ୍ଥିତି ଉପୁଜିଛି । କୌଣସି ବାଟ ନପାଇ ଶେଷରେ ନିଜ ନିଜ ଗାଡ଼ିକୁ ଏଠି ଥୋଇ ଲୋକେ ଆଶ୍ରୟ ନେଇଛନ୍ତି ।
କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିଲେ କେଜ୍ରିୱାଲ,ବନ୍ୟା ସ୍ଥିତି ନେଇ ବୈଠକ ଡାକିଲେ ଉପରାଜ୍ୟପାଳ।
ଇଷ୍ଟ ଦିଲ୍ଲୀ ଓ ସେଣ୍ଟ୍ରାଲ ଦିଲ୍ଲୀ ମଧ୍ୟରେ ଯାତାୟତ ପ୍ରଭାବିତ । ପଞ୍ଜାବରେ ପାଣିଘେରରେ ଥିବା ଶତାଧିକ ଲୋକଙ୍କୁ ଉଦ୍ଧାର କଲା ବିଏସଏଫ୍ ।
୪୫ ଦିନ ଧରି ଯମୁନା ନଦୀକୁ ସଫା କରିବା ଲାଗି ଦୁଇ ପରିବାରଙ୍କୁ କୋର୍ଟ କହିଛନ୍ତି ।