• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Yamuna River

FIR against Arvind Kejriwal
FIR against Kejriwal: ଦିଲ୍ଲୀ ଭୋଟ୍ ପୂର୍ବରୁ କେଜରିୱାଲଙ୍କ ନାଁରେ ମାମଲା; ଜାଣନ୍ତୁ ପୂରା ଘଟଣା

ଜାନୁଆରୀ ୨୭ ତାରିଖରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ସମୟରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ହରିୟାଣା ଦ୍ୱାରା ଦିଲ୍ଲୀକୁ ଯୋଗାଇ ଦିଆଯାଉଥିବା ନିମ୍ନମାନର ପାଣି ପ୍ରସଙ୍ଗ ଉଠାଇଥିଲେ। କେଜରିୱାଲ କହିଥିଲେ, 'ଲୋକମାନଙ୍କୁ ପାନୀୟ ଜଳରୁ ବଞ୍ଚିତ କରିବାଠାରୁ ବଡ଼ ପାପ ଆଉ କିଛି ନାହିଁ।'

ଯମୁନା ନଈର ଇତିହାସ
Mahakumbh 2025: କାଳର ଭଉଣୀ, ମୋକ୍ଷର ଦେବୀ : ପୁରାଣରେ ଗଙ୍ଗା ଠାରୁ ଅଧିକ ମହତ୍ତ୍ୱ ରଖେ ଯମୁନା ନଦୀ...

ମହାଭାରତରେ ଯମୁନାକୁ ପବିତ୍ରତାର ଦେବୀ ଓ ସମସ୍ତ ଜୀବଙ୍କ ଉଦ୍ଧାରର ସ୍ରୋତ ଭାବରେ ବର୍ଣ୍ଣନା କରାଯାଇଛି । ଯମୁନା କୂଳରେ ତପସ୍ୟା କରୁଥିବା ଋଷିମାନଙ୍କୁ ମହାନ ପୁଣ୍ୟ ପ୍ରାପ୍ତ ହୋଇଥିବା ଉଲ୍ଲେଖ ହୋଇଛି । ଯମୁନା ନଦୀ ଭାରତୀୟ ସଂସ୍କୃତି ଓ ଇତିହାସର ଏକ ମହତ୍ୱପୂର୍ଣ୍ଣ ଅଂଶ । ପାହାଡ଼ରେ ଥିବା ଚାରି ଧାମ ମଧ୍ୟରୁ ପ୍ରମୁଖ ଧାମ ଯମୁନା ନଦୀର ଉତ୍ପତ୍ତି ସ୍ଥଳ, ଯାହାକୁ ଯମୁନୋତ୍ରୀ ଧାମ କୁହାଯାଏ । ଗଙ୍ଗା ସହିତ ସମାନ ଯମୁନା ମଧ୍ୟ ଭାରତୀୟ ଜୀବନ ପଦ୍ଧତିର ଜୀବନରେଖା ।

Yamuna River
ଉପରକୁ ଉଠିଗଲା ନଦୀର ପାଣି, ଛାନିଆ ହୋଇଗଲେ ଲୋକେ

ଅଚାନକ ନଦୀ ଗର୍ଭରେ କିଛି ଏପରି ଘଟିଲା, ଯାହାକୁ ସେମାନେ ଦେଖି ଭୟଭୀତ ହୋଇଗଲେ।

Yamuna River Touches Taj Mahal
ଭାଙ୍ଗିଲା ୪୫ ବର୍ଷର ଇତିହାସ; ତାଜମହଲ ପାଚେରୀ ଛୁଇଁଲା ଯମୁନା ନଦୀର ଜଳ

ତାଜମହଲକୁ ଆସିଥିବା ପର୍ଯ୍ୟଟକ ତାଜମହଲର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଯମୁନା ନଦୀର ବନ୍ୟା ଜଳକୁ ବି ଉପଭୋଗ କରୁଛନ୍ତି ।

Flood In Delhi Yamuna Water Level River Flowing Above Dange
ଯନ୍ତ୍ରଣା ଦେଉଛି ଯମୁନା ଜଳ; ବାହ୍ୟଜଗତରୁ ବିଚ୍ଛିନ୍ନ ଦିଲ୍ଲୀର ବହୁ ଇଲାକା

ଖସିଛି ଯମୁନା ନଦୀର ଜଳସ୍ତର... ହେଲେ ଥମୁନି ଦିଲ୍ଲୀବାସୀଙ୍କ ଦୁର୍ଦ୍ଦଶା । ଏବେ ବି ଅଣ୍ଟାଏ ଉଚ୍ଚରେ ପାଣି, ଥଳକୂଳ ପାଇ ହେଉନି ରାସ୍ତାର... ଚାରିଆଡ଼େ ଜଳବନ୍ଦୀ ଜୀବନ... ଶାନ୍ତିପଥରୁ ଆଇଟିଓକୁ ସଂଯୋଗ କରୁଥିବା ରାସ୍ତା ତ ଏକ ନଦୀର ଭ୍ରମ ସୃଷ୍ଟି କରୁଛି ।

Flood In Delhi Yamuna Water Level River Flowing Above Dange
ଯନ୍ତ୍ରଣା ଦେଉଛି ଯମୁନା ଜଳ; ବାହ୍ୟଜଗତରୁ ବିଚ୍ଛିନ୍ନ ଦିଲ୍ଲୀର ବହୁ ଇଲାକା

ଖସିଛି ଯମୁନା ନଦୀର ଜଳସ୍ତର... ହେଲେ ଥମୁନି ଦିଲ୍ଲୀବାସୀଙ୍କ ଦୁର୍ଦ୍ଦଶା । ଏବେ ବି ଅଣ୍ଟାଏ ଉଚ୍ଚରେ ପାଣି, ଥଳକୂଳ ପାଇ ହେଉନି ରାସ୍ତାର... ଚାରିଆଡ଼େ ଜଳବନ୍ଦୀ ଜୀବନ... ଶାନ୍ତିପଥରୁ ଆଇଟିଓକୁ ସଂଯୋଗ କରୁଥିବା ରାସ୍ତା ତ ଏକ ନଦୀର ଭ୍ରମ ସୃଷ୍ଟି କରୁଛି ।

Delhi Flood
ବନ୍ୟାରେ ଭାସୁଛି ଦିଲ୍ଲୀ, ରାସ୍ତାରେ ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି

ଦିଲ୍ଲୀକୁ ଭସାଇଲା ଯମୁନା ନଦୀ ପାଣି । ଆଇଟିଓ, ରାଜଘାଟ, ଯମୁନା ବଜାର, ୱାଜିରାବାଦ ଭଳି ସ୍ଥାନରେ ସ୍ଥିତି ସଙ୍ଗୀନ। ଏବେ ବି ରାସ୍ତା ଉପରେ ଚାଲିଛି ପାଣିର ପ୍ରଖର ସ୍ରୋତ।

Delhi Yamuna River
ବୁଡ଼ିଗଲାଣି ଅଧା ଦିଲ୍ଲୀ, ଆହୁରି ବିଗିଡ଼ୁଛି ସ୍ଥିତି

ଯମୁନା ନଦୀର କୂଳ ଓ ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ପାଣିରେ, ଏପରିକି ଦିଲ୍ଲୀର ଅନେକ ଭିଭିଆଇପି ଅଞ୍ଚଳରେ ବି ବନ୍ୟା ପାଣି ପହଞ୍ଚିଛି ।

Delhi Floods update
ଯମୁନା ବନ୍ୟାରେ ଉବୁଟୁବୁ ନୂଆଦିଲ୍ଲୀ; ଘରଠୁ ସଚିବାଳୟ ଯାଏଁ ସବୁଠି ପାଣି

ଗୋଟିଏ କି ଦୁଇଟି ନୁହେଁ ବସ୍, ଟ୍ରକ, କାର୍ ସବୁ ଏବେ ପାଣି ଘେରରେ । କାଶ୍ମୀର ଗେଟରୁ ଆଇଟିଓକୁ ଯାଉଥିବା ବେଳେ ହଠାତ୍ ଫ୍ଲାଏଓଭର ତଳ ରାସ୍ତାରେ ପାଣି ଜମିବାରୁ ଏଭଳି ସ୍ଥିତି ଉପୁଜିଛି । କୌଣସି ବାଟ ନପାଇ ଶେଷରେ ନିଜ ନିଜ ଗାଡ଼ିକୁ ଏଠି ଥୋଇ ଲୋକେ ଆଶ୍ରୟ ନେଇଛନ୍ତି ।

yamuna
କି ଅବସ୍ଥା ହେଲା ! ମୁଖ୍ୟମନ୍ତ୍ରୀଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଲା ବନ୍ୟା ପାଣି

କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିଲେ କେଜ୍ରିୱାଲ,ବନ୍ୟା ସ୍ଥିତି ନେଇ ବୈଠକ ଡାକିଲେ ଉପରାଜ୍ୟପାଳ।

Yamuna river
ଉଛୁଳୁଛି ଯମୁନା ନଦୀ, ଦିଲ୍ଲୀରେ ୪୫ ବର୍ଷର ରେକର୍ଡ ଭାଙ୍ଗିଲା ଜଳସ୍ତର

ଇଷ୍ଟ ଦିଲ୍ଲୀ ଓ ସେଣ୍ଟ୍ରାଲ ଦିଲ୍ଲୀ ମଧ୍ୟରେ ଯାତାୟତ ପ୍ରଭାବିତ । ପଞ୍ଜାବରେ ପାଣିଘେରରେ ଥିବା ଶତାଧିକ ଲୋକଙ୍କୁ ଉଦ୍ଧାର କଲା ବିଏସଏଫ୍ ।

Delhi High Court
ଦୁଇ ପଡ଼ୋଶୀ ଲାଗିଲେ କଳି, କୋର୍ଟ କହିଲେ ଦଣ୍ଡ ହେଲା ‘ଯମୁନା ସଫା କର’

୪୫ ଦିନ ଧରି ଯମୁନା ନଦୀକୁ ସଫା କରିବା ଲାଗି ଦୁଇ ପରିବାରଙ୍କୁ କୋର୍ଟ କହିଛନ୍ତି ।