ମଣିଷ କେତେ ଅମାନୁଷିକ ହୋଇପାରେ। ମାନବିକତା ହରାଇପାରେ। ତାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ବ୍ରହ୍ମପୁର ଅଞ୍ଚଳରେ । ମାନବିକାତାର ସବୁ ସୀମା ଟପିଯାଇଛନ୍ତି ଦୁର୍ବୃତ୍ତ। ରାସ୍ତା କଡ଼ରେ ଶୋଇଥିବା କୁକୁରକୁ ଖଣ୍ଡାରେ ହାଣିଛନ୍ତି ୮ ଜଣ ଯୁବକ । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି । ତେବେ କାହିଁକି ଏଭଳି ନୃଶଂସ କାଣ୍ଡ ଘଟାଇଲେ । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଦୁର୍ବୃତ୍ତଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପଶୁପ୍ରେମୀ ଓ ସ୍ଥାନୀୟ ନିବାସୀ । ପୋଲିସ ମଧ୍ୟ ସିସିଟିଭି ଫୁଟେଜ୍ ଯାଞ୍ଚ କରି ତଦନ୍ତ ଚଳାଇଛି ।
ବ୍ରହ୍ମପୁର ସହରରେ ମାଳ ମାଳ ବୁଲା କୁକୁର । ବୁଲା କୁକୁରଙ୍କୁ ନେଇ ଚିନ୍ତାରେ ସହରବାସିନ୍ଦା । ବ୍ରହ୍ମପୁର ସହର ସାରା ବୁଲା କୁକୁରଙ୍କ ରାଜୁତି।
ଭୁବନେଶ୍ୱରରେ କୁକୁରଙ୍କ ପାଇଁ ମଶାଣି କରିବ BMC । ଏଭଳି ଏକ ନୂଆ ଯୋଜନା ହାତକୁ ନେଇଛି ବିଏମସି ।
ଭୁବନେଶ୍ୱର ବାସୀଙ୍କୁ ଘାରିଛି ବୁଲା କୁକୁର ଭୟ । ପିଲାଠୁ ନେଇ ବୟସ୍କ, ରାସ୍ତାରେ ଯା ଆସ କଲାବେଳେ କୁକୁର କାମୁଡା ଓ ଆକ୍ରମଣର ଶିକାର ହେଉଛନ୍ତି ।
ନେଦରଲାଣ୍ତ ଯିବ ଜୟା। ଉତ୍ତରପ୍ରଦେଶ ବାରଣାସୀରୁ ଫ୍ଲାଇଟ୍ରେ ସେ ନେଦରଲାଣ୍ତ ଯିବ। ଗୋଟେ ବୁଲା କୁକୁର ପ୍ରତି ବିଦେଶୀ ଯୁବତୀଙ୍କ ଏତେ ଭଲ ପାଇବା ଦେଖି ସମସ୍ତେ ତାଙ୍କୁ ଭୁରି ଭୁରି ପ୍ରଶଂସା ବି କରିଛନ୍ତି..
ନେଦରଲାଣ୍ତ ଯିବ ଜୟା। ଉତ୍ତରପ୍ରଦେଶ ବାରଣାସୀରୁ ଫ୍ଲାଇଟ୍ରେ ସେ ନେଦରଲାଣ୍ତ ଯିବ। ଗୋଟେ ବୁଲା କୁକୁର ପ୍ରତି ବିଦେଶୀ ଯୁବତୀଙ୍କ ଏତେ ଭଲ ପାଇବା ଦେଖି ସମସ୍ତେ ତାଙ୍କୁ ଭୁରି ଭୁରି ପ୍ରଶଂସା ବି କରିଛନ୍ତି।
ଏଥର କୁକୁରଙ୍କୁ ବି ମିଳିବ ଆଧାର କାର୍ଡ..QR କୋଡ୍ ଦ୍ୱାରା ମିଳିବ ପରିଚୟ