ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଯୋଡ଼ିହେଲା ନୂଆ ଅଧ୍ୟାୟ । ସଫଳ ହେଲା ଚନ୍ଦ୍ରୟାନ-୩ର ପ୍ରଥମ ପର୍ଯ୍ୟାୟ। ତୃତୀୟ ଚନ୍ଦ୍ରୟାନକୁ ପୃଥିବୀ ପୃଷ୍ଠରୁ ନେଇ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କଲା ଇସ୍ରୋର ଭରସାଯୋଗ୍ୟ ସର୍ବବୃହତ ରକେଟ୍ LVM3-M4। ଉତକ୍ଷେପଣ ସମୟରେ ଇସ୍ରୋର ବୈଜ୍ଞାନିକ, ଅଧ୍ୟକ୍ଷ ଓ ବହୁ ପୂର୍ବତନ ଅଧ୍ୟକ୍ଷଙ୍କ ସହ ଉପସ୍ଥିତ ଥିଲେ ନିଜେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂ । ଚନ୍ଦ୍ରଯାନ-୩ ଆଜିଠୁ ଜହ୍ନରାଇଜ ଅଭିମୁଖେ ଯାତ୍ରା
ଆରମ୍ଭ କରିଥିବା ବେଳେ, ଏବେ ସାରା ଦେଶର ଅପେକ୍ଷା ରହିବ ଅଗଷ୍ଟ ୨୩ ସଫ୍ଟଲ୍ୟାଣ୍ଡିଂକୁ ।
Published By: Tanmay Kumar Mahalik
Last updated: 14 July 2023, 09:55 PM IST
ମରିଗଲା ମଣିଷ ପଣିଆ । ୭୭ ବର୍ଷୀୟା ମହିଳାଙ୍କୁ ମାଡ଼ ମାରିଲେ । ପରିସ୍ରା ପିଇବାକୁ ବାଧ୍ୟ କରିବା ସହ ଗରମ ଲୁହା ରଡ୍ରେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି।