ଦିଲ୍ଲୀକୁ ଭସାଇଲା ଯମୁନା ନଦୀ ପାଣି । ଆଇଟିଓ, ରାଜଘାଟ, ଯମୁନା ବଜାର, ୱାଜିରାବାଦ ଭଳି ସ୍ଥାନରେ ସ୍ଥିତି ସଙ୍ଗୀନ। ଏବେ ବି ରାସ୍ତା ଉପରେ ଚାଲିଛି ପାଣିର ପ୍ରଖର ସ୍ରୋତ।
୭୦ ବର୍ଷ ଧରି ଯମୁନା ପ୍ରଦୂଷିତ ହେବାରେ ଲାଗିଛି। ତେଣୁ ଦୁଇ ଦିନରେ ଏହା ସଫା ହୋଇପାରିବନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି।