ଅଗଷ୍ଟ ୧୫ ତାରିଖରୁ ଟମାଟୋ କିଲୋ ପିଛା ୫୦ ଟଙ୍କା ଦରରେ ଖୁଚୁରା ବଜାରରେ ବିକ୍ରି କରିବାକୁ କେନ୍ଦ୍ର ସରକାର ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନ୍ସିସିଏଫ୍) ଏବଂ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ୍)କୁ ନିର୍ଦ୍ଦେଶ ଦେଇଛନ୍ତି। ହୋଲସେଲ ବଜାରରେ ଟମାଟୋ ଦର ହ୍ରାସକୁ ଦୃଷ୍ଟିରେ ରଖି ଖାଉଟି ବ୍ୟାପାର ବିଭାଗ ଏହି ନିଷ୍ପତ୍ତି ନେଇଛି।
ବିଲାତି ପରେ ଏବେ ମହଙ୍ଗା ହେଲାଣି ଚାଉଳ । କିଲୋପିଛା ଦାମ ୧୦ରୁ ୧୫ ଟଙ୍କା ବଢ଼ିଗଲାଣି। ଯାହାକୁ ନେଇ ଚିନ୍ତାରେ ଖାଉଟି ଓ ଗୃହିଣୀ । ସରକାର ଧାନ ଦାମ ବଢ଼ାଇ ଦେଇଥିବାରୁ ମିଲର ଚାଉଳ ଦାମ ବଢ଼ାଇ ଦେଇଥିବା କହିଛନ୍ତି ଚାଉଳ ବ୍ୟବସାୟୀ । ହେଲେ ବ୍ୟବସାୟୀ ସଂଘର ଅଭିଯୋଗ, ଚାଉଳ ଦରବୃଦ୍ଧି ପଛରେ କାମ କରୁଛି କର୍ପୋରେଟ୍ ହାଉସଙ୍କ ମନମୁଖୀ ନିଷ୍ପତ୍ତି ।
ଟମାଟୋ ପରେ ଏବେ ଅମୂଲ ମୂଲ ଚାଉଳ । କେଜି ପିଛା ବଢ଼ିଛି ୧୦ରୁ ୧୫ ଟଙ୍କା । ମାସକ ତଳେ ଯେଉଁ ଉଷୁନା ଚାଉଳ ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଥିଲା, ଏବେ ତାହା ୪୫ରୁ ୫୦ ଛୁଇଁଲାଣି ।
ପିଲା ଦିନେ ମହିପାଲ ସ୍କୁଲ ଯାଉଥିଲେ । ହେଲେ ପାଠ ତାଙ୍କ ଦ୍ୱାରା ହେଲା ନାହିଁ । ଦଶମରେ ଫେଲ୍ ହେଲେ । ତା’ପରେ ଚାଷ କାମ ଆରମ୍ଭ କଲେ । ଚାଷରେ ବି ଫେଲ୍ ମାରିଲେ । ମାନେ ନିୟମିତ ଭାବେ ଯେଉଁ ଧାନ ଚାଷ ହୁଏ ସେଥିରେ ସେ ଫେଲ୍ ମାରିଲେ ।
ଏପରି ସ୍ଥିତିରେ ଗ୍ରାହକ ସିନା କାନ୍ଦୁଛି ହେଲେ ବେପାରୀ କିନ୍ତୁ ମାଲେମାଲ। ଟମାଟୋ ବିକି ଶହେ କି ହଜାରେ ନୁହେଁ, ଏକାଥରକେ ଦେଢ଼ କୋଟି ଟଙ୍କା ରୋଜଗାର କରିଛନ୍ତି ଜଣେ ଚାଷୀ ।
ସାରା ଦେଶରେ ଟମାଟୋର ଦର ବୃଦ୍ଧି ନେଇ ବିରୋଧି ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଲେଶ ଯାଦବ ମଧ୍ୟ ପଛରେ ପଡ଼ିନାହାନ୍ତି ।
ଟମାଟୋ ପାଇଁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଖଣ୍ତଯୁଦ୍ଧ । ବିନା ପଚାରି ଟମୋଟା ବ୍ୟବହାର କରିବାରୁ ଚିହିଁକି ଉଠିଲେ ସ୍ତ୍ରୀ । ଶେଷରେ ଘର ଛାଡ଼ି ପଳାଇଲେ ।
ବର୍ତ୍ତମାନ ଓଡ଼ିଶା, କର୍ଣ୍ଣାଟକ ସମେତ ଦେଶର ଅନେକ ସ୍ଥାନରେ ଟମାଟୋ ଦର ଉଚ୍ଚା ରହିଛି। ତେବେ ଟମାଟୋ ଦର ବଢିବା ପରେ କର୍ଣ୍ଣାଟକର ଜଣେ ମଧ୍ୟବିତ୍ତ ଚାଷୀ ପରିବାର ପାଇଁ ଏହା ଆଶୀର୍ବାଦ ସଦୃଶ ହୋଇଛି।
ଖାଲି ଟମାଟୋ ନୁହେଁ ବିଭିନ୍ନ ପରିବା ଦର ବି ଏବେ ଆକଶ ଛୁଆଁ ପାଲଟିଛି ।
ପରିବା ମାର୍କେଟକୁ ଗଲେ ଟମାଟୋରୁ ମୁହଁ ଫେରାଇ ନେଉଛନ୍ତି ଗ୍ରାହକ । ଟମାଟୋ କିଲୋ ୧୦୦ ଟଙ୍କା ପାର୍ କରିଛି ।
ଲେମ୍ବୁ ପରେ ଏବେ ଟମାଟୋ ମହଙ୍ଗା ହୋଇଛି । ତେଣୁ ଗୃହିଣୀଙ୍କ ହାଣ୍ଡିଶାଳରେ ଏବେ ଟମାଟୋର ଅଭାବ ପଡିଛି । ଯେଉଁଠି କିଛି ଦିନ ତଳେ ଟମାଟୋ ୨୦ରୁ ୨୫ ଟଙ୍କା ବିକ୍ରି ହେଉଥିଲା, ତାହା ଏବେ ୭୦ ଟଙ୍କା ଉପରେ ବିକ୍ରି ହେଉଛି ।
ଲେମ୍ୱୁ ପରେ ଏବେ ଆକାଶ ଛୁଆଁ ହେଲା ଟମାଟୋ ଦର । ଜାଣନ୍ତୁ ବର୍ଦ୍ଧିତ ଦର...