Advertisment

୧୫ ବର୍ଷର ପରିଶ୍ରମ; ଲ୍ୟାଣ୍ଡିଂ ସଫଳ ହେଲେ ଏଲିଟ୍ କ୍ଲବରେ ସାମିଲ ହେବ ଭାରତ

ପ୍ରଥମ ଅଭିଯାନରେ ଚନ୍ଦ୍ରର ମେରୁ ଅଂଚଳରେ ଜଳର ସନ୍ଧାନ ମିଳିଥିଲା । ଶେଷ ମୂହୁର୍ତ୍ତରେ ଦ୍ୱିତୀୟ ଅଭିଯାନ ବିଫଳ ହୋଇଥିଲେ ବି ଚନ୍ଦ୍ରକୁ ତୃତୀୟ ଯାତ୍ରା ପାଇଁ ବୈଜ୍ଞାନିକଙ୍କୁ ମିଳିଥିଲା ଗୁରୁତ୍ବପୂର୍ଣ୍ଣ ଶିକ୍ଷା ।

author-image
Tanmay Kumar Mahalik

୨୦୦୮ରୁ ୨୦୨୩..ଭାରତର ୧୫ ବର୍ଷର ଚନ୍ଦ୍ର ଯାତ୍ରା । ଚନ୍ଦ୍ରୟାନ-୧, ଚନ୍ଦ୍ରୟାନ-୨ ଏବଂ ଏବେ ଚନ୍ଦ୍ରୟାନ-୩ । ଚନ୍ଦ୍ରପୃଷ୍ଠରେ ପହଁଚିବାକୁ ପୂର୍ବରୁ ଦୁଇ ଦୁଇ ଥର ଉଦ୍ୟମ କରିଛି ଭାରତ । ପ୍ରଥମ ଅଭିଯାନରେ ଚନ୍ଦ୍ରର ମେରୁ ଅଂଚଳରେ ଜଳର ସନ୍ଧାନ ମିଳିଥିଲା । ଶେଷ ମୂହୁର୍ତ୍ତରେ ଦ୍ୱିତୀୟ ଅଭିଯାନ ବିଫଳ ହୋଇଥିଲେ ବି ଚନ୍ଦ୍ରକୁ ତୃତୀୟ ଯାତ୍ରା ପାଇଁ ବୈଜ୍ଞାନିକଙ୍କୁ ମିଳିଥିଲା ଗୁରୁତ୍ବପୂର୍ଣ୍ଣ ଶିକ୍ଷା । ଆଜି ଅଭିଯାନର ପ୍ରଥମ ପାହାଚ ସଫଳ ହୋଇଛି । ଆଗକୁ ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ ସହ ଏଲିଟ୍ କ୍ଲବରେ ସାମିଲ ହୋଇଯିବ ଭାରତ ।

Advertisment
ISRO Chandrayaan-3
Advertisment
Advertisment