୨୦୦୮ରୁ ୨୦୨୩..ଭାରତର ୧୫ ବର୍ଷର ଚନ୍ଦ୍ର ଯାତ୍ରା । ଚନ୍ଦ୍ରୟାନ-୧, ଚନ୍ଦ୍ରୟାନ-୨ ଏବଂ ଏବେ ଚନ୍ଦ୍ରୟାନ-୩ । ଚନ୍ଦ୍ରପୃଷ୍ଠରେ ପହଁଚିବାକୁ ପୂର୍ବରୁ ଦୁଇ ଦୁଇ ଥର ଉଦ୍ୟମ କରିଛି ଭାରତ । ପ୍ରଥମ ଅଭିଯାନରେ ଚନ୍ଦ୍ରର ମେରୁ ଅଂଚଳରେ ଜଳର ସନ୍ଧାନ ମିଳିଥିଲା । ଶେଷ ମୂହୁର୍ତ୍ତରେ ଦ୍ୱିତୀୟ ଅଭିଯାନ ବିଫଳ ହୋଇଥିଲେ ବି ଚନ୍ଦ୍ରକୁ ତୃତୀୟ ଯାତ୍ରା ପାଇଁ ବୈଜ୍ଞାନିକଙ୍କୁ ମିଳିଥିଲା ଗୁରୁତ୍ବପୂର୍ଣ୍ଣ ଶିକ୍ଷା । ଆଜି ଅଭିଯାନର ପ୍ରଥମ ପାହାଚ ସଫଳ ହୋଇଛି । ଆଗକୁ ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ ସହ ଏଲିଟ୍ କ୍ଲବରେ ସାମିଲ ହୋଇଯିବ ଭାରତ ।
Published By: Tanmay Kumar Mahalik
Last updated: 14 July 2023, 09:57 PM IST
ମରିଗଲା ମଣିଷ ପଣିଆ । ୭୭ ବର୍ଷୀୟା ମହିଳାଙ୍କୁ ମାଡ଼ ମାରିଲେ । ପରିସ୍ରା ପିଇବାକୁ ବାଧ୍ୟ କରିବା ସହ ଗରମ ଲୁହା ରଡ୍ରେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି।