ଜଷ୍ଟିସ ସଞ୍ଜୀବ ଖାନ୍ନା ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ସଞ୍ଜୀବ ଖାନ୍ନାଙ୍କୁ ନିଯୁକ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଅପରାଧୀଙ୍କ ଔକାତ୍ କେତେ .. ଏହା ସୂଚାଇବାକୁ ଯାଇ ପୋଲିସ ନେଇଛି ଅଭିନବ ପଦକ୍ଷେପ । ତିନି ଜଣ ଅପରାଧୀଙ୍କୁ ଧରାଇବାକୁ ପୋଲିସ ଘୋଷଣା କରିଛି ପୁରସ୍କାର ରାଶି ।
୧୮ ବର୍ଷ ନହେବା ଯାଏଁ କୌଣସି ନାବାଳକ କିମ୍ବା ନାବାଳିକାଙ୍କୁ ଗାଡ଼ି ଚଳାଇବାକୁ ଅନୁମତି ନାହିଁ । ତେବେ ଅନେକ ସମୟରେ ଏହାର ବ୍ୟତିକ୍ରମ ହେଉଥିବା ପରିଲକ୍ଷିତ ହୁଏ ।
ଆପଣ ନକଲି ଆଇଏଏସ୍, ପୋଲିସ୍ ଅଧିକାରୀ, ଡାକ୍ତର ଏବଂ ପିଏମଓ କାର୍ଯ୍ୟାଳୟ ବିଷୟରେ ଶୁଣିଥିବେ ନିଶ୍ଚୟ। ବର୍ତ୍ତମାନ ଗୁଜୁରାଟରେ ଏକ ନକଲି କୋର୍ଟର ଖୁଲାସା ହୋଇଛି।ଏହି ମାମଲାରେ ନକଲି ବିଚାରପତି ସାଜିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
ଇଣ୍ଟରନେଟ୍ ଦୁନିଆ ବଡ ଅଦ୍ଭୁତ । ଏଠାରେ କେତେବେଳେ କ’ଣ ହେଇଯିବ ତାହା କହିପାରିବେ ନାହିଁ ।
ଲଗାତାର କିଛି ଦିନ ହେବ ଭାରତୀୟ ବିମାନକୁ ବୋମା ଧମକ ମିଳୁ ଥିବାବେଳେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ ଧମକ ଦେଇଛି ।
ଗାନ୍ଦରବଲ ସ୍ଥିତ ସୋନାମାର୍ଗ ଅଞ୍ଚଳରେ ଏକ ଟନେଲ କାର୍ଯ୍ୟ ଚାଲିଥିଲା । ଏହି ଟନେଲ ଖୋଳା କାମରେ ବାହାର ରାଜ୍ୟର ଶତାଧିକ ଶ୍ରମିକ ନିୟୋଜିତ ଥିବାବେଳେ ସେମାନଙ୍କ କ୍ୟାମ୍ପ ଉପରକୁ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ ।
ଏହି ବଡ଼ ଧରଣର ବିସ୍ଫୋରଣ ପରେ ଘଟଣାସ୍ଥଳରେ ଫରେନସିକ ଟିମ୍ ସହ ପହଞ୍ଚି ତନାଘନା କରୁଛି ଦିଲ୍ଲୀ ପୋଲିସ ।
ଯମୁନା ନଦୀରେ ବିଷାକ୍ତ ଫେଣର ଆସ୍ତରଣ । ରାଜଧାନୀ ଦିଲ୍ଲୀରେ AQI ସର୍ବନିମ୍ନ ୨୭୪ରେ ।
ସୁନା ଦରରେ ଗତ କିଛି ମାସ ହେବ ବ୍ରେକ୍ ଲାଗିଥିବା ବେଳେ ପୁଣି ଥରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।
ସୁନା ଦରରେ ଗତ କିଛି ମାସ ହେବ ବ୍ରେକ୍ ଲାଗିଥିବା ବେଳେ ପୁଣି ଥରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।
ଆଉ ‘ଅନ୍ଧ’ ହୋଇ ରହିବନି ଭାରତୀୟ କାନୁନ୍। ଆଖିରୁ କଳାପଟି ଖୋଲିଲେ ନ୍ୟାୟଦେବୀ। ସାମ୍ନାକୁ ଆସିଲା ନୂଆ ନ୍ୟାୟ ଦେବୀଙ୍କ ପ୍ରତିମୂର୍ତ୍ତିର ଚିତ୍ର। ଯାହା ମୂର୍ତ୍ତି ଠାରୁ ସମ୍ପୁର୍ଣ୍ଣ ଭିନ୍ନ ରହିଛି ।
ଉପରେ ଚାଲିବ ଅନ୍ୟାନ୍ୟ ଯାନ, ତଳେ ଚାଲିବ ଟ୍ରେନ୍ । ମୋଟ୍ ୨ ହଜାର ୬୪୨ କୋଟି ଟଙ୍କା ଖର୍ଚ୍ଚ ହେବ ।
ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ସୋମି ଅଲି ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ଯୋଗୁଁ ଲାଇମଲାଇଟକୁ ଆସିଛନ୍ତି। ସୋମି ଲରେନ୍ସ ବିଷ୍ଣୋଇକୁ ଏକ ଜୁମ୍ କଲରେ ଇନଭାଇଟ କରିଛନ୍ତି।
ପୁଣି ବିମାନରେ ବୋମା ଆତଙ୍କ। ବିମାନ ଚଳାଚଳ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ପାଇଁ ସୋସିଆଲ ମିଡିଆରେ ପୁଣି ଧମକ ଦିଆଯାଇଛି। ଏଥର ଭିଷ୍ଟାରାର ଏକ ବିମାନକୁ ଟାର୍ଗେଟ୍ କରାଯାଇଛି।
ବିଦେଶୀ ପର୍ଯ୍ୟଟକମାନେ ୩୬୫ ଦିନ ପୂର୍ବରୁ ଆଡଭାନ୍ସ ବୁକିଂ କରିପାରିବେ । ଏହି ନୂଆ ନିୟମ ନଭେମ୍ବର ୧ରୁ ଲାଗୁ ହେବ ।
କ୍ରମାଗତ ଦ୍ୱିତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ନାଏବ ସିଂ ସୈନୀଙ୍କୁ ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ଶପଥ ପାଠ କରାଇଛନ୍ତି ।
କେନ୍ଦ୍ର ସରକାରଙ୍କୁ ଏନେଇ ଚିଠି ଲେଖି ସୁପାରିସ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ।
ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି ସୈନୀ।
୩ଟି ବିମାନରେ ବୋମା ଗୁଜବ ସୃଷ୍ଟି କରିଥିବା ଉକ୍ତ ନାବାଳକକୁ ଗିରଫ କରାଯାଇଥିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ସୂଚନା ଦେଇଛନ୍ତି ।
ଉତ୍ତରାଖଣ୍ତ ପିଥୋରାଗଡ ଜିଲ୍ଲାରେ କେନ୍ଦ୍ରୀୟ ନିର୍ବାଚନ କମିଶନର ରାଜୀବ କୁମାର ଓ ରାଜ୍ୟର ଡେପୁଟି ମୁଖ୍ୟ ନିର୍ବାଚନ ଅଧିକାରୀ ଡଃ ବିଜୟ କୁମାର ଜୋଗଦାନନ୍ଦଙ୍କୁ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଛି ।
ଗଲା ସୋମବାରଠୁ ବିଭିନ୍ନ ଭାରତୀୟ ବିମାନ ସେବା ପ୍ରଦାନକାରୀ କଂପାନୀର ବିମାନରେ ବୋମା ଗୁଜବ ଘଟଣା ପରେ ଗୁରୁତର ଭାବେ ପ୍ରଭାବିତ ହୋଇଛି ଯାତ୍ରୀ ପରିବହନ ବ୍ୟବସ୍ଥା।
ଶହ ଶହ ବର୍ଷର ପରମ୍ପରାକୁ ବଦଳାଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ଙ୍କ ପରାମର୍ଶରେ ନ୍ୟାୟଦେବୀଙ୍କ ସ୍ୱରୂପକୁ ବଦଳାଇ ଦିଆଯାଇଛି।
ବଢିଲା ବିଭିନ୍ନ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ। ମୋଟ ୬ଟି ରବି ଫସଲ ଉପରେ ଏମଏସପି ମୂଲ୍ୟ ବଢାଇଛନ୍ତି କେନ୍ଦ୍ର ସରକାର।
ବଢ଼ି ଚାଲିଛି ବିମାନରେ ବୋମା ଥିବା ନେଇ ମିଛ ଧମକ କଲ୍ । ଆଜି ପୁଣି ୨ଟି ବିମାନକୁ ବୋମା ଥିବା କଲ୍ ପରେ ବଢ଼ିଲା ଛନକା ।