ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ । ଅଦ୍ଭୁତ...ଅକଳ୍ପନୀୟ...ଅବିଶ୍ୱସନୀୟ । ଆଖି ପାଉନି । ନଦେଖିଲେ ବିଶ୍ୱାସ ହେବନି ।
ଚେନାବ ବ୍ରିଜ ପ୍ୟାରିସର ଇଫେଲ ଟାୱାରଠାରୁ ଉଚ୍ଚ ଅଟେ । ଇଫେଲ ଟାୱାରର ଉଚ୍ଚତା ୩୩୦ ମିଟର ହୋଇଥିବାବେଳେ ଏହି ୧.୩ କିଲୋମିଟର ଲମ୍ବା ସେତୁ ଚେନାବ ନଦୀ ଉପରେ ୩୫୯ ମିଟର ଉଚ୍ଚରେ ନିର୍ମିତ ହୋଇଛି ।