Kashmirs Chenab Bridge
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ, କାଶ୍ମୀରର ଚେନାବ ବ୍ରିଜରେ ଓଟିଭି । ଦୁର୍ଗମ ହିମାଳୟର ଛାତି ଚିରି କେମିତି ନିର୍ମାଣ ହୋଇଛି, ଯାହା କଶ୍ମୀରକୁ ସାରା ଭାରତ ସହ ଯୋଡ଼ିବ । ଯେଉଁ ବ୍ରିଜ୍ ଉପରେ ସାରା ବିଶ୍ୱର ନଜର ରହିଛି, ସେଇଠି ପହଞ୍ଚି ସ୍ଥିତି ପରଖିଛି ଓଟିଭି । ଚେନାବ ନଦୀ ଉପରେ ନିର୍ମିତ ହୋଇଥିବା ଏହି ବ୍ରିଜ୍ର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)