• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Sushil Kumar
Sushil Kumar: ସତରେ କୋଟିପତିରୁ କାଙ୍ଗାଳ ସାଜିଛନ୍ତି କି ସୁଶୀଲ ? ପଦାକୁ ଆସିଲା ପ୍ରକୃତ ସତ

ସତରେ କ'ଣ କେବିସିରୁ ୫ କୋଟି ଜିତିବା ପରେ ବି କାଙ୍ଗାଳ ହୋଇଯାଇଛନ୍ତି ସୁଶୀଲ କୁମାର ? ଏବେ ପଦାକୁ ଆସିଲା ପ୍ରକୃତ ସତ । ପଢନ୍ତୁ ପୁରା ଘଟଣା

କେମିତି ଥିଲା ରଣବୀରଙ୍କ ଯାତ୍ରା
Ranveer Allahbadia : ଷ୍ଟାଇଲିସ୍ ଲୁକ୍ ପାଇଁ ଚର୍ଚ୍ଚାରେ ରହୁଥିଲେ ରଣବୀର ଆହ୍ଲାବାଦିଆ, ଜାଣନ୍ତୁ କେମିତି ଥିଲା ତାଙ୍କ ଯାତ୍ରା...

ରଣବୀର ଆହ୍ଲାବାଦିଆଙ୍କ ଜନ୍ମ ୨ ଜୁନ୍ ୧୯୯୩ରେ ମୁମ୍ବାଇରେ ହୋଇଥିଲା । ସେ ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରୁ ତାଙ୍କର ଶିକ୍ଷା ଗ୍ରହଣ କରିଥିଲେ । ୨୦୧୫ ମସିହାରେ ଦ୍ୱାରକାଦାସ ଜୀବନଲାଲ ସାଂଘଭି ଇଞ୍ଜିନିୟରିଂ କଲେଜରୁ ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ୟୁନିକେସନ୍‌ରେ ବି.ଟେକ୍ ସମାପ୍ତ କରିଛନ୍ତି । ରଣବୀର ବୀରବାଇସେପସ୍ (beerbiceps) ନାମରେ ମଧ୍ୟ ପ୍ରସିଦ୍ଧ । ୨୨ ବର୍ଷ ବୟସରେ ତାଙ୍କର କ୍ୟାରିଅର ଆରମ୍ଭ କରି, ସେ ଜଣେ YouTuber ଏବଂ ପୋଡକାଷ୍ଟର ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ଶିବଲିଙ୍ଗ ନିକଟରେ ମାଂସ
ଶିବଲିଙ୍ଗ ନିକଟରେ ପଡିଲା ମାଂସ ଖଣ୍ଡ

ଶିବଲିଙ୍ଗ ନିକଟରେ ୨୫୦ ଗ୍ରାମ ଓଜନର ମାଂସ ଖଣ୍ଡ ମିଳିବାକୁ ନେଇ ଦେଖା ଦେଇଥିଲା ଉତ୍ତେଜନା । ବୁଧବାର ମନ୍ଦିର ଭିତରକୁ ଆସି ପୂଜକ ପ୍ରଥମେ ଏହି ଘଟଣା ଦେଖିଥିଲେ।

ଶିବଲିଙ୍ଗ ନିକଟରେ ମାଂସ
Special Story: ଶିବଲିଙ୍ଗ ନିକଟରେ ପଡିଲା ମାଂସ ଖଣ୍ଡ, ଏ କୁକର୍ମ କରିବାକୁ କିଏ କଲା ଦୁଃସାହସ ?

ଶିବଲିଙ୍ଗ ନିକଟରେ ୨୫୦ ଗ୍ରାମ ଓଜନର ମାଂସ ଖଣ୍ଡ ମିଳିବାକୁ ନେଇ ଦେଖା ଦେଇଥିଲା ଉତ୍ତେଜନା । ବୁଧବାର ମନ୍ଦିର ଭିତରକୁ ଆସି ପୂଜକ ପ୍ରଥମେ ଏହି ଘଟଣା ଦେଖିଥିଲେ।

Prayagraj road accident
Road Accident: ଅଧାରେ ରହିଲା ମହାକୁମ୍ଭ ଯାତ୍ରା, ବୋଲେରୋ-ବସ୍ ଧକ୍କାରେ ୧୦ ଶ୍ରଦ୍ଧାଳୁ ମୃତ, ୧୯ ଗୁରୁତର

ମହାକୁମ୍ଭରେ ବୁଡ ପକାଇବାକୁ ଯିବା ବାଟରେ ଭୟଙ୍କର ଦୁର୍ଘଟଣା । ବୋଲେରୋ ସହ ମୁହାଁମୁହିଁ ଧକ୍କା ହେଲା ବସ୍ । ଚାଲିଗଲା ୧୦ ଜଣ ଶ୍ରଦ୍ଧାଳୁଙ୍କ ଜୀବନ । ଦୁର୍ଘଟଣାରେ ୧୯ ଯାତ୍ରୀ ଗୁରୁତର ଆହତ ।

ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ରଣବୀର
Ranveer Allahbadia: ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହେଲେ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ, ଜାଣନ୍ତୁ କାହିଁକି...

ରଣବୀର ଆହ୍ଲାବାଦିଆ ନିଜ ବିରୋଧରେ ଦାଏର ହୋଇଥିବା ଏକାଧିକ ମାମଲା ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଏହି ମାମଲାର ତ୍ବରିତ ଶୁଣାଣି ପାଇଁ ଆବେଦନ କରିଥିଲେ ।

ଟ୍ରମ୍ପଙ୍କୁ ମୋଦିଙ୍କ MEGA ମନ୍ତ୍ର
Modi-Trump meeting: ବଡ଼ ଭେଟ୍‌ଘାଟ୍, ବଡ଼ ଡିଲ୍...ବିଶ୍ୱ ଦେଖିଲା ଭାରତ-ଆମେରିକା ସମ୍ପର୍କର ନୂଆ ଅଧ୍ୟାୟ

ହ୍ବାଇଟ୍ ହାଉସରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପାଖାପାଖି ୪ ଘଣ୍ଟାର ଆଲୋଚନାରେ ଭାରତ-ଆମେରିକା ସଂପର୍କକୁ ଆହୁରି ଦୃଢ କରିବା ଉପରେ ଦୁଇ ନେତା ଜୋର୍ ଦେଇଛନ୍ତି, ଉଭୟ ଦେଶ ମଧ୍ୟରେ ସ୍ବାକ୍ଷର କରିଛନ୍ତି ବଡ଼ ବଡ଼ ଡିଲ୍ ।

ଭାରତ ଫେରିବ ତହବୁର ରାଣା
Tahawwur Rana's Extradition: ଟ୍ରମ୍ପଙ୍କ ବଡ଼ ଘୋଷଣା, ଆତଙ୍କବାଦୀ ତହଓ୍ୱର ରାଣାଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବ ଆମେରିକା

ଟ୍ରମ୍ପ କହିଛନ୍ତି ଭୟଙ୍କର ଅପରାଧୀକୁ ଭାରତକୁ ପ୍ରତ୍ୟାର୍ପଣ କରିବ ଆମେରିକା । ଏହି ପ୍ରକ୍ରିୟା ପାଇଁ ଆମେରିକା ଆଇନ୍ ଅନୁସାରେ ବିଚାର ପ୍ରକ୍ରିୟା ଚାଲିଛି ।

ଅନଲାଇନରେ ଠକେଇ
Online Shopping: ଅନଲାଇନରେ ମଗାଇ ଫସିଗଲେ ଡାକ୍ତର, ଲାପଟପ୍ ବଦଳରେ ଆସିଲା ଖଣ୍ଡେ ମାର୍ବଲ

ଆପଣ ଅନଲାଇନରେ ଜିନିଷ ମଗାଉଛନ୍ତି କି ? ଯଦି ମଗାଉଛନ୍ତି, ହୋଇଯାଆନ୍ତୁ ସାବଧାନ । କାରଣ ବେଳେ ବେଳେ ମଗାଇଥିବା ଜିନିଷ ଆସୁନାହିଁ, ତା ବଦଳରେ ଆସୁଛି ଆଉ କିଛି । ପଢ଼ନ୍ତୁ ଏହି ଖବର ।

Samay Raina Row
Samay Raina Row: ସମୟ ରୈନାଙ୍କ ଶୋ'ରେ ଦର୍ଶକ ସାଜିବ ପୋଲିସ୍

ଷ୍ଟାଣ୍ଡଅପ୍ କମେଡିଆନ ସମୟ ରୈନାଙ୍କ 'ଇଣ୍ଡିଆଜ ଗଟ୍ ଲାଟେଣ୍ଟ'ରେ ଦର୍ଶକ ସାଜି ଶୋ' ଦେଖିବ ପୋଲିସ । ଅଶ୍ଳୀଳ ଜୋକସ୍ କରାଯାଇଛି କି ନାହିଁ ଯାଞ୍ଚ କରିବ ।

Valentines day agreement
Valentine Agreement: ସ୍ୱାମୀ-ସ୍ତ୍ରୀଙ୍କ ଭାଲେଣ୍ଟାଇନ ଏଗ୍ରିମେଣ୍ଟ: କିଏ ବାଥରୁମ୍ ସଫା କରିବ, କିଏ ସଉଦା ଆଣିବ...

ପ୍ରେମ ଦିବସରେ ସୋସିଆଲ ମିଡିଆରେ ଭାଇରାଲ ହେଲା ସ୍ୱାମୀ-ସ୍ତ୍ରୀଙ୍କ ଭାଲେଣ୍ଟାଇନ ଏଗ୍ରିମେଣ୍ଟ । ହସି ହସି ବେଦମ୍ ହେଲେ ୟୁଜର୍ସ ।

Valentine's Day
Valentine's Day: ରକ୍ତ ହୋଇଯାଉଛି ଗରମ; ପ୍ରେମ ଦିବସରେ ରକ୍ତର ହୋଲି

୧୪ ଫେବୃୟାରୀ ୨୦୧୯, ସମୟ ୩ଟା ୧୫ ମିନିଟ୍। ଶ୍ରୀନଗର- ଜମ୍ମୁ ରାଜପଥରେ ଚାଲୁଥାଏ CRPF ଯବାନଙ୍କ ବିରାଟ କାଫିଲା। ୭୮ଟି ବସରେ ଅଢେଇ ହଜାର ଯବାନ ଟ୍ରାନଜିଟ କ୍ୟାମ୍ପରୁ ଫେରୁଥିଲେ।

Donald Trump gifts book to Modi
Modi-Trump Meet: ମୋଦିଙ୍କୁ ବହି ଉପହାର ଦେଲେ ବନ୍ଧୁ ଟ୍ରମ୍ପ, କହିଲେ ମୋଦି ଆପଣ ମହାନ୍...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବହି ଉପହାର କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଲେଖିଲେ, ମିଷ୍ଟର ପ୍ରାଇମ ମିନିଷ୍ଟର ୟୁ ଆର୍ ଗ୍ରେଟ୍

Unlimited Panipuri Offer
Unlimited Panipuri Offer: ଚର୍ଚ୍ଚାରେ ଗୁପଚୁପ୍ ବିକାଳୀଙ୍କ ଅଫର୍, ଥରେ ଟଙ୍କା ଦେଲେ ଜୀବନସାରା ଫ୍ରି

ଥରେ ୯୯,୦୦୦ ଟଙ୍କା ପେମେଣ୍ଟ କରନ୍ତୁ ସାରା ଜୀବନ ମାଗଣାରେ ଗୁପଚୁପ୍ ଖାଆନ୍ତୁ । ଚର୍ଚ୍ଚାରେ ଗୁପଚୁପ୍ ବିକାଳୀଙ୍କ ଏହି ଅନଲିମିଟେଡ୍ ଅଫର୍ ।

Leopard Gatecrashes Lucknow Wedding
ବିବାହ ମଣ୍ଡପରେ ବାଘ

ହାଲ୍ଲା ପଡିଗଲା ବାହାଘର ମଣ୍ଡପକୁ ବାଘ ଆସିଲା। ଯିଏ ଯୁଆଡେ ପାଇଲେ ଧାଇଁଲେ। ବେଦୀ ଛାଡି କନ୍ୟା ଦୌଡିବାକୁ ଲାଗିଥିଲେ ଆଉ ବର ମଧ୍ୟ ମଣ୍ଡପର ଝରକାରୁ ତଳକୁ ଡେଇଁ ପଳାଇଥିଲେ ।

Tragedy on Valentines Day Remembering Pulwama Attack
ପ୍ରେମ ଦିବସରେ ରକ୍ତର ହୋଲି

ସେଦିନ ଭୟଙ୍କର ବିସ୍ଫୋରଣରେ ଥରି ଯାଇଥିଲା ପୁଲଓ୍ବାମା। ପ୍ରେମ ଦିବସରେ ପାକସ୍ତାନୀ ଆତଙ୍କବାଦୀ ଖେଳିଥିଲେ ରକ୍ତର ହୋଲି। ସେ କଥା ମନେ ପଡିଲେ ଥରି ଯାଉଛି ଛାତି। ରାଗରେ ଦେହର ରକ୍ତ ହୋଇଯାଉଛି ଗରମ ।

New Income Tax Bill
New Income Tax Bill : ସଂସଦରେ ନୂଆ ଆୟକର ବିଲ୍ ; ୨୦୨୬ ଏପ୍ରିଲ ୧ ରେ ଲାଗୁହେବା ନେଇ ଆଶା

ନୂତନ ଆୟକର ବିଲ୍‌ରେ ସାଧାରଣ ଲୋକଙ୍କ ପାଇଁ ଇନ୍‌କମ୍‌ ଟ୍ୟାକ୍ସ ସହ ଜଡ଼ିତ ନିୟମକୁ ଅଧିକ ସରଳ ଏବଂ ସୁଲଭ କରାଯାଇଛି । ଏହି ବିଲ୍, ବର୍ତ୍ତମାନ ପ୍ରଚଳିତ ଆୟକର ଟିକସ ୧୯୬୧ର ସ୍ଥାନ ନେବ ।

President's Rule In Manipur
President’s Rule In Manipur: ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ; ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରିହେଲା ବିଜ୍ଞପ୍ତି

ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ । ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଗତ ୯ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ସିଂହ ।

Acharya Satyendra Das
Acharya Satyendra Das: ରାମମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ

ଅଯୋଧ୍ୟା ରାମମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ବତନ୍ତ୍ର ରୀତିନୀତିରେ ସରଜୁ ନଦୀରେ ତାଙ୍କୁ ଜଳ ସମାଧି ଦିଆଯାଇଛି ।

ରଣବୀରଙ୍କୁ ମିଳିଲା ଦଣ୍ଡ
ବାପା-ମାଙ୍କୁ ଅଶ୍ଳୀଳ କମେଣ୍ଟ କରିଥିଲେ, ରଣବୀରଙ୍କୁ ମିଳିଲା ଦଣ୍ଡ

ବାପା-ମାଆଙ୍କୁ ଅଶ୍ଳୀଳ କମେଣ୍ଟ କରିବା ପଡ଼ିଲା ମହଙ୍ଗା। ରଣବୀରଙ୍କୁ ମିଳିଲା ସୋସିଆଲ ମିଡିଆ ଦଣ୍ଡ। କ୍ୟାରିୟର ଉପରେ ଛାଇ ଯାଇଛି ସଙ୍କଟର କଳା ବାଦଲ ।

  • Thursday, 13 February 2025
  • Mumbai
ବିଶ୍ୱର ୧୦ ଶକ୍ତିଶାଳୀ ଦେଶ ଭିତରେ ଭାରତ କେଉଁଠି
Most Powerful Countries: ବିଶ୍ୱର ୧୦ ଶକ୍ତିଶାଳୀ ଦେଶ : ପ୍ରଥମ ସ୍ଥାନରେ କିଏ, ତାଲିକାରେ ଭାରତ କେଉଁଠି ?

ଟେକ୍ନୋଲୋଜି, ଉତ୍ପାଦନ ଏବଂ ନବସୃଜନ କ୍ଷେତ୍ରରେ ଜାପାନ ଏକ ବିଶ୍ୱସ୍ତରୀୟ ଅଗ୍ରଣୀ ଦେଶ । ଛୋଟ ଆକାର ସତ୍ତ୍ୱେ ଶ୍ରେଷ୍ଠ ୧୦ରେ ସ୍ଥାନ ସୁରକ୍ଷିତ କରେ । ଶକ୍ତିଶାଳୀ ଅର୍ଥନୀତି ପାଇଁ ଜଣାଶୁଣା ଜାପାନ ବିଶ୍ୱ ବାଣିଜ୍ୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଏବଂ ବୈଷୟିକ ପ୍ରଗତିରେ ଆଗେଇଥାଏ ।

suicide
Suicide Attempt: ପ୍ରେମିକାଙ୍କ ସହ ବିଷ ପିଇଲେ କ୍ରିକେଟର୍ ପନ୍ତଙ୍କୁ ବଞ୍ଚାଇଥିବା ଯୁବକ

ରଜତ ଓ ମନୁ ପରସ୍ପରକୁ ପ୍ରେମ କରୁଥିଲେ । ମାତ୍ର ଜାତି ଅଲଗା ହୋଇଥିବାରୁ ଉଭୟଙ୍କ ପ୍ରେମ ସମ୍ପର୍କକୁ ପରିବାର ଲୋକ ବିରୋଧ କରିଥିଲେ। ଅନ୍ୟତ୍ର ବିବାହ କରିବାକୁ ସ୍ଥିର କରିଥିଲେ।

rafael m
Threat for China,Pakistan: ଚୀନ, ପାକିସ୍ତାନକୁ ନାଲି ଆଖି ଦେଖାଇବ ଭାରତୀୟ ନୌସେନା

ଭାରତୀୟ ନୌସେନାକୁ ଅପଗ୍ରେଡ କରିବା ସହ ଏହାକୁ ଶକ୍ତିଶାଳୀ କରିବା ପାଇଁ ଯୋଜନା କରୁଛନ୍ତି ଭାରତ ସରକାର। ଭାରତୀୟ ନୌସେନାରେ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ ଏମକୁ ସାମିଲ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତରେ ରହିଥିବା ବେଳେ ଏହି ବିମାନ କିଣା ପ୍ରକ୍ରିୟା ତ୍ବରିତ ହେବ ବୋଲି ଜଣାପଡିଛି।

Tiger
Leopard Entered: ଚାଲିଥିଲା ବିବାହ: ଅତିଥି ହୋଇ ଆସିଲା କଲରାପତରିଆ ବାଘ

ବୁଧବାର ଲକ୍ଷ୍ମୌର ପାରା ଥାନା ଅଞ୍ଚଳରେ ଥିବା ଏମଏମ ଲେନରେ ବିବାହ ଉତ୍ସବ ଚାଲିଥିଲା। ବରଯାତ୍ରୀ , ଗେଷ୍ଟମାନେ ଭୋଜି ଖାଉଥିଲେ। ବିବାହ ମଣ୍ଡପରେ ବରକନ୍ୟାଙ୍କ ବିବାହ ଚାଲିଥିଲା। ଏହି ସମୟରେ ବିବାହ ଉତ୍ସବକୁ ପଶିଆସିଲା କଲାପତରିଆ ବାଘ। ।

Class 12 student dies by suicide
UP Student Suicide: 'ମୋତେ କ୍ଷମା କରିଦେବ, ଆଦୌ କାନ୍ଦିବ ନାହିଁ ମମି-ପାପା'.. ଏମିତି ଲେଖି ଝୁଲିପଡ଼ିଲେ ଛାତ୍ରୀ

ଛାତ୍ରୀ ଜଣକ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କ ରୁମ୍‌ରେ ବନ୍ଦ ହୋଇ ରହିଥିଲେ। ଯେତେବେଳେ ସେ ହଷ୍ଟେଲ ରୁମର କବାଟ ଖୋଲି ନଥିଲେ, ତାଙ୍କ ସାଙ୍ଗମାନେ ହଷ୍ଟେଲ ୱାର୍ଡେନଙ୍କୁ ଜଣାଇଥିଲେ। ଶେଷରେ, ପୋଲିସ ଆସି କବାଟ ଖୋଲିଥିଲା। ହେଲେ ସେତେବେଳକୁ ସେ ନିଜକୁ ଶେଷ କରିସାରିଥିଲେ।