Advertisment

ବାପା-ମାଙ୍କୁ ଅଶ୍ଳୀଳ କମେଣ୍ଟ କରିଥିଲେ, ରଣବୀରଙ୍କୁ ମିଳିଲା ଦଣ୍ଡ

ବାପା-ମାଆଙ୍କୁ ଅଶ୍ଳୀଳ କମେଣ୍ଟ କରିବା ପଡ଼ିଲା ମହଙ୍ଗା। ରଣବୀରଙ୍କୁ ମିଳିଲା ସୋସିଆଲ ମିଡିଆ ଦଣ୍ଡ। କ୍ୟାରିୟର ଉପରେ ଛାଇ ଯାଇଛି ସଙ୍କଟର କଳା ବାଦଲ ।

author-image
Santosh Kumar Sahoo

ୟୁଟ୍ୟୁବର ତଥା ପଡକାଷ୍ଟର ରଣବୀର ଆହ୍ଲାବାଦିଆଙ୍କ କ୍ୟାରିୟର ଉପରେ ଛାଇ ଯାଇଛି ସଙ୍କଟର କଳା ବାଦଲ। ଅଭିଭାବକଙ୍କୁ ନେଇ ଅଶ୍ଳୀଳ ପ୍ରଶ୍ନ ପଚାରିବା ତାଙ୍କୁ ମହଙ୍ଗା ପଡିଛି। ତାଙ୍କ ବିରୋଧରେ ବିଭିନ୍ନ ମାମଲା ତ ଚାଲିଛି। କିନ୍ତୁ ଏହା ଭିତରେ ତାଙ୍କ ଫଲୋଅର୍ସ ଆଉ ସବସ୍କ୍ରାଇବର ମାନେ ତାଙ୍କୁ ଦଣ୍ଡ ଦେଇଛନ୍ତି। ସେମାନେ ରଣବୀରଙ୍କୁ ବିଭିନ୍ନ ସୋସିଆଲ ମିଡିଆ ସାଇଟରୁ ଅନଫଲୋ କରୁଛନ୍ତି। କ୍ରମାଗତ ଭାବେ ରଣବୀରଙ୍କ ସୋସିଆଲ ମିଡିଆ ଫଲୋଅର୍ସଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।

Advertisment
Mumbai
Advertisment
Advertisment