/odishatv-khabar/media/post_attachments/uploadimage/library/16_9/16_9_0/rafael_m_1739439407.jpg)
rafael m
/odishatv-khabar/media/post_attachments/uploadimage/library/16_9/16_9_0/rafael_m_1739439407.jpg)
1/5
ଭାରତୀୟ ନୌସେନାକୁ ଅପଗ୍ରେଡ କରିବା ସହ ଏହାକୁ ଶକ୍ତିଶାଳୀ କରିବା ପାଇଁ ଯୋଜନା କରୁଛନ୍ତି ଭାରତ ସରକାର। ଭାରତୀୟ ନୌସେନାରେ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ ଏମକୁ ସାମିଲ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତରେ ରହିଥିବା ବେଳେ ଏହି ବିମାନ କିଣା ପ୍ରକ୍ରିୟା ତ୍ବରିତ ହେବ ବୋଲି ଜଣାପଡିଛି।
/odishatv-khabar/media/post_attachments/uploadimage/library/16_9/16_9_0/rafael_1739439525.jpg)
2/5
ରାଫେଲ ଏମ ଯୁଦ୍ଧ ବିମାନକୁ ସ୍ବତନ୍ତ୍ର ଭାବେ ନୌସେନା ପାଇଁ ନିର୍ମାଣ କରାଯାଇଛି। ପୂର୍ବରୁ ଅନେକ ଯୁଦ୍ଧବିମାନ ନୌସେନାରେ ସାମିଲ ଥିବା ବେଳେ ୨୬ ରାଫେଲ ଏମ ସାମିଲ କରାଯିବ ବୋଲି ଜଣା ପଡିଛି।
/odishatv-khabar/media/post_attachments/uploadimage/library/16_9/16_9_0/rafael_1739439842.jpg)
3/5
ରାଫେଲ ଏମ ଯୁଦ୍ଧ ବିମାନ ଘଣ୍ଟାପ୍ରତି ୨୧୦୦ କିମିରୁ ଅଧିକ ବେଗରେ ଗତି କରିବାର କ୍ଷମତା ରଖିଥାଏ। ଏହା ସାମିଲ ହେଲେ ପାକିସ୍ତାନ ଓ ଚୀନକୁ ନାଲି ଆଖି ଦେଖାଇବା ପାଇଁ ଯଥେଷ୍ଟ ହେବ।
/odishatv-khabar/media/post_attachments/uploadimage/library/16_9/16_9_0/rafael_1739439883.jpg)
4/5
ଏହି ଯୁଦ୍ଧବିମାନର ରେଞ୍ଜ ୩୭୦୦ କିମି ରହିଥିବା ଜଣାପଡିଛି। ନରେନ୍ଦ୍ର ମୋଦିଙ୍କ ଗସ୍ତରେ ରାଫେଲ ଏମ କିଣାଯିବାର ଡିଲ ସମ୍ପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି।
/odishatv-khabar/media/post_attachments/uploadimage/library/16_9/16_9_0/rafael_1739439922.jpg)
5/5
ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଇଏନଏସ ବିକ୍ରାନ୍ତ ଉପରେ ମୁତୟନ କରାଯିବ। ଉଭୟ ଭାରତ ମହାସାଗର ଓ ଆରବ ସାଗରରେ ଏହାକୁ ମୁତୟନ କରାଯିବା ସହିତ ଚୀନ ଓ ପାକିସ୍ତାନ ପକ୍ଷରୁ ଥିବା ସାମ୍ଭାବ୍ୟ ବିପଦକୁ ଏଡାଇ ଦିଆଯାଇ ପାରିବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)