• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Kolkata Doctor
ବଢ଼ିଲା ଚିନ୍ତା: ତେଜୁଛି ଡାକ୍ତର ଆନ୍ଦୋଳନ, ବିଗିଡ଼ାଲାଣି ରୋଗୀସେବା

କୋଲକାତାରେ ଲଜ୍ଜା । ଓଡ଼ିଶାରେ ଇଫେକ୍ଟ । ତେଜୁଛି ଡାକ୍ତର ଆନ୍ଦୋଳନ, ବିଗିଡ଼ାଲାଣି ରୋଗୀସେବା  । IMAର ଆହ୍ବାନ କ୍ରମେ ଆସନ୍ତାକାଲି ୨୪ ଘଣ୍ଟିଆ ଧର୍ମଘଟକୁ ଓହ୍ଲାଇବେ ସବୁ ପ୍ରଫେସର, ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀ। ବନ୍ଦ ରହିବ ଓପିଡି ସହ ଓଟି ଓ ଲ୍ୟାବ୍ ସେବା ।

Jammu Kashmir Election
ଜାମ୍ମୁ-କାଶ୍ମୀର-ହରିୟାଣାରେ ବିଧାନସଭା ନିର୍ବାଚନ, ଅକ୍ଟୋବର ୪ରେ ଫଳାଫଳ

ଚଳିତ ବର୍ଷ ଜାମ୍ମୁକାଶ୍ମୀର, ହରିୟାଣା, ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଜମ୍ମୁକଶ୍ମୀରର ଭୋଟର ତାଲିକା ଅଗଷ୍ଟ ୨୦ରେ ଆସିବ।

FIR
କଠୋର ହେଲେ ସରକାର,ଏଣିକି ହେଲଥକେୟାର କର୍ମଚାରୀ ହିଂସାର ଶିକାର ହେଲେ...

ଏମ୍ସ ସମେତ ଦେଶର ସମସ୍ତ ମେଡିକାଲ କଲେଜର ପ୍ରିନ୍ସିପାଲ, କେନ୍ଦ୍ର ସରକାରଙ୍କ ହସ୍ପିଟାଲ ଗୁଡ଼ିକର ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ସ୍ୱାସ୍ଥ୍ୟ ସେବାର ଡିରେକ୍ଟର ଜେନେରାଲଙ୍କ ନିର୍ଦ୍ଦେଶ ।

ISRO
ଇସ୍ରୋର ଆଉ ଏକ ମାଇଲଖୁଣ୍ଟ, ଆର୍ଥ ଅବଜରଭେସନ୍ ସାଟେଲାଇଟ୍ EOS-08ର ସଫଳ ଉତକ୍ଷେପଣ

ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ EOS-08ର ସଫଳ ଉତକ୍ଷେପଣ । ଭୂପୃଷ୍ଠରୁ ୪୭୫ କିଲୋମିଟର ଉଚ୍ଚତାରେ କକ୍ଷ ପଥରେ ଅବସ୍ଥାପିତ କରିଛି ଇସ୍ରୋ ।

Peacock Curry
ମୟୂର ତରକାରୀ କରି ବନ୍ଧାହେଲେ ୟୁଟ୍ୟୁବର

ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ସଂରକ୍ଷିତ ପ୍ରଜାତି ତଥା ଜାତୀୟ ପକ୍ଷୀ ମୟୂରକୁ ହତ୍ୟା କରିଛନ୍ତି ପ୍ରଣୟ । ଖାଲି ସେତିକି ନୁହେଁ ତେଲ ମସଲା ଦେଇ ରାନ୍ଧି, ଖାଇଛନ୍ତି ମଧ୍ୟ ।

SUCI calls 12 hours Bengal Bandh
ତେଜୁଛି ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦ, ଆଜି ୧୨ ଘଣ୍ଟିଆ ବେଙ୍ଗଲ ବନ୍ଦ

କୋଲକାତାରେ ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଏସୟୁସିଆଇ ।

Narendra Modi
କ୍ରମାଗତ ୧୧ ଥର ପାଇଁ ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡ଼ାଇଲେ ମୋଦି; ପରିବାରବାଦ ଉପରେ କଲେ ପ୍ରଚଣ୍ଡ ହମଲା

ଲାଲକିଲ୍ଲାରୁ ପିଏମ୍ ମୋଦିଙ୍କ ବଡ଼ ଆହ୍ବନ ଦେଶ ପାଇଁ ଦରକାର ଧର୍ମନିରପେକ୍ଷ ନାଗରିକ ସଂହିତା ୭୮ ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଜାତୀୟ ପତାକା ଉଡ଼ାଇ ଦେଶରେ ସେକୁଲାର ସିଭିଲ୍ କୋଡ୍‌ର ଆବଶ୍ୟକତା ଉପରେ ଜୋର୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

RG Kar Medical College Protest
RG Kar ମେଡିକାଲ କଲେଜରେ ହିଂସାକାଣ୍ଡ, ମେସିନ ଭାଙ୍ଗିଦେଲେ ଲୋକେ

ସ୍ଥିତି ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ କଲା ପୋଲିସ୍ । ମେଡିକାଲ କଲେଜ ବାହାରେ ବ୍ୟାପକ ଫୋର୍ସ ମୁତୟନ ।

Narendra Modi
ସ୍ୱାଧୀନତା ଦିବସରେ କେଉଁ ରାଜ୍ୟର ପଗଡ଼ି ପିନ୍ଧିଥିଲେ ପ୍ରଧାନମନ୍ତ୍ରୀ ?

୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ ପ୍ରତି ବର୍ଷ ଭିନ୍ନ ଭିନ୍ନ ପଗଡ଼ି ପିନ୍ଧିଥିବାର ନଜର ଆସିଥାନ୍ତି । ଏ ବର୍ଷ ମଧ୍ୟ ଭିନ୍ନ ଏକ ଅନ୍ଦାଜରେ ନଜର ଆସିଛନ୍ତି ମୋଦି ।

Narendra Modi
ଲାଲକିଲ୍ଲାରେ ମୋଦିଙ୍କ ବଡ଼ ଘୋଷଣା, ୫ ବର୍ଷରେ ସୃଷ୍ଟି ହେବ ୭୫ ହଜାର ମେଡିକାଲ୍ ସିଟ୍‌

ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୩୬ ଅଲିମ୍ପିକ୍ସ ଭାରତରେ ଆୟୋଜନ କରିବା ଆମର ଲକ୍ଷ୍ୟ ।

Independence Day
ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ

ଲଗାତାର ୧୧ ଥର ପାଇଁ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

President Of India
ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ; କହିଲେ, ‘ସାମାଜିକ ନ୍ୟାୟ ସରକାରଙ୍କର ପ୍ରାଥମିକତା’

ଆଜିର ଦିନରେ ଦେଶ ବିଭାଜନ ହୋଇଥିଲା, ସେ କ୍ଷତ ମନରୁ ଲିଭିନି । ନିକଟରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି । ଏଥିପାଇଁ ମତଦାତା, ସୁରକ୍ଷାକର୍ମୀ, ନିର୍ବାଚନ କମିଶନ ପ୍ରଶଂସାର ପାତ୍ର ବୋଲି ସେ କହିଛନ୍ତି ।

 Massive Theft In Ayodhya
ଅଯୋଧ୍ୟାରେ ଚୋରି; ଲୁଟି ନେଲେ ରାମ ଜନ୍ମଭୂମିର ଶୋଭା ବଢ଼ାଉ ଥିବା ୫୦ ଲକ୍ଷର ଲାଇଟ୍... 

ଚୋରି ହୋଇଗଲା ରାମ ଜନ୍ମଭୂମିର ଶୋଭା ବଢ଼ାଉ ଥିବା ଆଲୋକ । ୫୦ ଲକ୍ଷ ଟଙ୍କାର ଆଲୋକ ଚୋରି କରିନେଲେ ଦୁର୍ବୃତ୍ତ । ବାମ୍ବୋ ଲାଇଟ୍ ଓ ପ୍ରୋଜେକ୍ଟର ଲାଇଟ ଲୁଟି ନେଲେ ।

Encounter
ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ହମଲା, ସେନା ଅଧିକାରୀ ସହିଦ

ଜମ୍ମୁ କାଶ୍ମୀରରେ ସର୍ଚ୍ଚ ଅପରେସନ ବେଳେ ବଡ଼ ଅଘଟଣ । ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ବେଳେ ୪୮ ରାଷ୍ଟ୍ରୀୟ ରାଇଫଲର ଜଣେ କ୍ୟାପଟେନ ସହିଦ୍ ହୋଇଥିବା ସୂଚନା ମିଳିଛି।

Garlic spice or vegetable?
ରସୁଣ ମସଲା ନା ପରିବା ? ବିବାଦ ବଢ଼ିବା ପରେ କୋର୍ଟ ଶୁଣାଇଲେ ରାୟ

କୋର୍ଟ ଶୁଣାଇଲେ ରସୁଣ ରାୟ । ମସଲା ନା ପରିବା ନେଇ ହେଉଥିଲା ବିବାଦ ।

Taxi driver
ଟ୍ୟାକ୍ସି ଚାଳକଙ୍କ ଦେଶ ଭକ୍ତିରେ ସାରାଦେଶ ଗର୍ବିତ

ଦେଶ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବାରୁ ଗାଡ଼ିରୁ ଓହ୍ଲାଇଦେଲେ ଡ୍ରାଇଭର । ଅଧରାତିରେ ପ୍ରେମୀଯୁଗଳ ହଟହଟ୍ଟା ।

police MEDAL
ସେବା ଓ ସାହସିକତାକୁ ସମ୍ମାନ; ଓଡ଼ିଶାର ୧୧ଜଣଙ୍କୁ ମିଳିବ ପୋଲିସ ମେଡାଲ, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ

ଆସନ୍ତାକାଲି ୭୮ତମ ସ୍ବାଧୀନତା ଦିବସ ପାଳିବ ଦେଶ । ଏନେଇ ପୋଲିସ ପଦକ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ସାହାସିକତା ଓ ବିଶିଷ୍ଟ ସେବା ପାଇଁ ମୋଟ ୧୦୩୭ଜଣଙ୍କୁ ପୋଲିସ ମେଡାଲ ପ୍ରଦାନ କରାଯିବ ।

India Population
୨୦୩୬ ସୁଦ୍ଧା ଭାରତରେ ପ୍ରତି ହଜାରେ ପୁରୁଷରେ ୯୫୨ ମହିଳା

୨୦୩୬ ସୁଦ୍ଧା ଭାରତ ଜନସଂଖ୍ୟା ୧୫୨ କୋଟିକୁ ଟପିପାରେ । କମିବେ ଶିଶୁ, ବଢ଼ିବେ ବୃଦ୍ଧ । କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରାଳୟର ରିପୋର୍ଟ ।

CBI
କୋଲକାତାରେ CBIର ସ୍ପେଶାଲ ଟିମ, ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ହେବ ତଦନ୍ତ

କୋଲକାତାରେ ପହଞ୍ଚିଲା CBIର ସ୍ପେଶାଲ ଟିମ । ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ ।

Rajasthan man drags wife
ଭଉଣୀ ଘର ଯିବାକୁ କହିଲା ସ୍ତ୍ରୀ, ବାଇକରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଲା ସ୍ୱାମୀ 

ମଦୁଆ ସ୍ୱାମୀର ନାରକୀୟ କାଣ୍ଡ । ସ୍ତ୍ରୀକୁ ବାଇକ ପଛରେ ବାନ୍ଧି ଗାଁ ସାରା ଘୋଷାଡ଼ି ଘୋଷାଡ଼ି ନେଲା ସ୍ୱାମୀ ।

Pramod Bhagat
ପ୍ରମୋଦ ଭଗତଙ୍କୁ ବଡ଼ ଝଟକା; ଦେଢ଼ ବର୍ଷ ପାଇଁ ସସପେଣ୍ଡ କଲା BWF

ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସସ୍‌ପେଣ୍ଡ । ଦେଢ ବର୍ଷ ପାଇଁ ସସ୍‌ପେଣ୍ଡ କଲା ବିଶ୍ବ ବ୍ୟାଡ୍‌ମିଣ୍ଟନ ଫେଡେରେସନ।

FAIMA calls for nationwide shutdown of OPD services
ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା; ସାରା ଦେଶରେ OPD ସେବା ବନ୍ଦ ଡାକରା

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଚିଛି ଲେଖିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ । ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି IMA ।

hidden camera
ଚାଞ୍ଚଲ୍ୟକର ଘଟଣା; ଗାର୍ଲସ୍ ୱାଶରୁମ୍‌ରେ ମୋବାଇଲ୍‌ ରଖି ଭିଡ଼ିଓ ରେକର୍ଡିଂ କରୁଥିଲେ କାଫେ କର୍ମଚାରୀ... 

ଗାର୍ଲସ୍ ୱାଶରୁମ୍‌ରେ ମୋବାଇଲ୍‌ ଫୋନ୍‌ ରଖି କରୁଥିଲେ ଭିଡ଼ିଓ ରେକର୍ଡିଂ । ଶୈଚାଳୟର ଡଷ୍ଟବିନ୍‌ ଭିତରେ ମୋବାଇଲ୍‌ ଫୋନ୍‌ ଲୁଚାଇ ରଖି କରୁଥିଲେ ଭିଡ଼ିଓ ରେକର୍ଡିଂ । 

Mamata Banerjee
ବାଂଲାଦେଶୀ ସନ୍ଦେହରେ ବେଙ୍ଗଲ ଶ୍ରମିକଙ୍କ ଉପରେ ଅତ୍ୟାଚାର ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କଲେ ମମତା

ବାଂଲାଦେଶୀ ସନ୍ଦେହରେ ବେଙ୍ଗଲ ଶ୍ରମିକଙ୍କ ଉପରେ ଅତ୍ୟାଚାର ଅଭିଯୋଗ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଫୋନ୍ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

Kolkata woman doctor
କୋଲକାତାରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା; ତେଜୁଛି ପ୍ରତିବାଦ...

କୋଲକାତା ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତେଜୁଛି ଆନ୍ଦୋଳନ।