୧. ୧୯୩୨ ମସିହା ସେପ୍ଟେମ୍ବର ୨୬ ତାରିଖରେ ପାକିସ୍ତାନର ପଞ୍ଜାବରେ ମନମୋହନଙ୍କର ଜନ୍ମ ହୋଇଥିଲା।
୨. ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସେ ଭାରତର ତ୍ରୟୋଦଶ (୧୩ତମ) ପ୍ରଧାନମନ୍ତ୍ରୀ ଥିଲେ
୩. ନେହରୁ, ଇନ୍ଦିରା ଓ ମୋଦିଙ୍କ ପରେ ସେ ଥିଲେ ଦେଶର ୪ର୍ଥ ଲମ୍ବା ଅବଧିର ପ୍ରଧାନମନ୍ତ୍ରୀ
୪. ବର୍ତ୍ତମାନ ପାକିସ୍ତାନରେ ଥିବା ‘ଗାହ’ଠାରେ ସେ ଜନ୍ମ ହୋଇଥିଲେ। ଦେଶ ବିଭାଜନ ବେଳେ ତାଙ୍କ ପରିବାର ଭାରତ ଚାଲି ଆସିଥିଲେ।
୫. ୧୯୮୨ରୁ ୧୯୮୫ ଯାଏଁ ମନମୋହନ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଥିଲେ।
୬. ଛୋଟବେଳେ ମନମୋହନ ମାଆଙ୍କୁ ହରାଇଥିଲେ। ସେ ଆଈଙ୍କ ପାଖରେ ବଡ଼ ହୋଇଥିଲେ।
୭. ସେ ୧୯୮୫-୮୭ ପ୍ଲାନିଂ କମିଶନ ୧୯୭୨-୭୬ ମୁଖ୍ୟ ଅର୍ଥ ପରାମର୍ଶଦାତା ରହିଥିଲେ
୮. ତାଙ୍କ କଠୋର ଆର୍ଥିକ ସଂସ୍କାର ଯୋଗୁ ୧୯୯୧ ପରେ ଭାରତୀୟ ଅର୍ଥନୀତି ସୁଧୁରିବା ଆରମ୍ଭ କରିଥିଲା
୯. ସେ ୧୯୫୮ରେ ଗୁରଶରଣ କୌରଙ୍କୁ ବିବାହ କରିଥିଲେ। ତାଙ୍କର ତିନିଜଣ ଝିଅ।