• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Virat Kohli
ବିରାଟ କୋହଲି : ଏ ମ୍ୟାନ, ଏ ମିଥ୍, ଏ ଲିଜେଣ୍ଡ

କ୍ରିକେଟ ଜଗତର ସେ ଅଦ୍ବିତୀୟ ସମ୍ରାଟ ପାଲଟି ଯାଇଥିଲେ । ରେକର୍ଡ ପରେ ରେକର୍ଡ ପ୍ରତିଷ୍ଠା କରି ଚାଲିଥିଲେ ।

Naxal Attack
ଛତିଶଗଡ଼ ନିର୍ବାଚନ ପ୍ରଚାର ବେଳେ ଜଘନ୍ୟ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ହତ୍ୟା କଲେ ମାଓବାଦୀ

ନିର୍ବାଚନ ପ୍ରଚାର ବେଳେ ମାଓବାଦୀମାନେ ବିଜେପି ନେତା ରତନ ଦୁବେଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ପ୍ରଚାର କରୁଥିବା ବେଳେ ନାରାୟଣପୁର ଜିଲ୍ଲାର କୌଶଲ ନଗରରେ ତାଙ୍କୁ ମାଓବାଦୀମାନେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପୋଲିସ କହିଛି।

Assembly Elections 2023
ଛତିଶଗଡ ବିଧାନସଭା ନିର୍ବାଚନକୁ ଆଉ ୨ ଦିନ; ନିର୍ଣ୍ଣାୟକ ହୋଇପାରନ୍ତି ଓଡ଼ିଆ ଭୋଟର

ଛତିଶଗଡ ନିର୍ବାଚନ ପାଇଁ ଜୋର ସୋର ଚାଲିଛି ପ୍ରଚାର । ପ୍ରଚାର ମୈଦାନରେ କଳ ବଳ ଖଟାଉଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ଓଡିଶା ସୀମାନ୍ତ ଜଗଦଲପୁର ଅଞ୍ଚଳ ସୀମାବର୍ତ୍ତୀ ଜିଲ୍ଲା ହୋଇଥିବାରୁ ଏଠାରେ ବହୁ ସଂଖ୍ୟାରେ ଓଡିଆ ବାସବାସ କରନ୍ତି ।

  • Saturday, 04 November 2023
Room acceptance letter
ଅଜବ ଘରମାଲିକ; ଘରଭଡ଼ା ପାଇଁ ନେଲେ Interview !

ଜଣେ ଘର ମାଲିକଙ୍କ ଘରଭଡ଼ା ଦେବାର ତରିକା ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଜଣେ ଚାକିରି ଆଶାୟୀ ଠାରୁ କମ୍‌ ନଥିଲା ଭର ମାଲିକଙ୍କ ପ୍ରଶ୍ନ ।

MP teacher skips poll duty
ବାହା ହେବେ ବୋଲି କଲେନି ଇଲେକ୍ସନ ଡ୍ୟୁଟି, ହେଲେ ସସପେଣ୍ଡ

ଆଗେ ବିବାହ, ପରେ କାର୍ଯ୍ୟ । ଏଭଳି ଦାବି ରଖି ନିଲମ୍ବିତ ହୋଇଛନ୍ତି ଶିକ୍ଷକ ।

Girl Dies of Cardiac arrest
ପରୀକ୍ଷା ଦେବାକୁ ଆସିଥିଲେ, ଟଳି ପଡ଼ିଲେ

ପରୀକ୍ଷାକୁ ସମସ୍ତଙ୍କର ଡର ଥାଏ । କିନ୍ତୁ ପରୀକ୍ଷାକୁ ଡରି କାହାର ପ୍ରାଣ ଚାଲି ଯିବାର ଶୁଣିଛନ୍ତି କି ? ରାଜକୋଟରେ ଘଟିଛି ଏପରି ଅଭାବନୀୟ ଘଟଣା ।

Air pollution affects delhi
ପ୍ରଦୂଷଣ କଲାଣି ଅଣନିଶ୍ବାସୀ, ତ୍ରାହି ତ୍ରାହି ଡାକିଲେଣି ଦିଲ୍ଲୀବାସୀ

ଚାରିଆଡ଼େ ଖାଲି ଧୂଆଁ ଆଉ ଧୂଆଁ । ବିଭିନ୍ନ ଅଞ୍ଚଳରେ ଏକ୍ୟୁ ୪୫୦ ଉପରେ ରହିଛି ।

Manoranjan Mishra
ଉଚ୍ଚ ପଦବୀରେ ଆଉ ଜଣେ ଓଡ଼ିଆ; RBIର ଏକଜିକ୍ୟୁଟିଭ ଡିରେକ୍ଟର ହେଲେ ମନୋରଂଜନ ମିଶ୍ର

ଆଗରୁ ସେ ରିଜର୍ଭ ବ୍ୟାଙ୍କର ରେଗୁଲେସନ ବିଭାଗରେ ଚିଫ୍ ଜେନେରାଲ ମ୍ୟାନେଜର ଥିଲେ।

  • Saturday, 04 November 2023
  • RBI
Chhattisgarh CM Bhupesh Baghel
ଭୋଟ୍‌ ପୂର୍ବରୁ ଅଡ଼ୁଆରେ ଭୂପେଶ; ବେଟିଂ ଆପ୍‌ରୁ ନେଇଛନ୍ତି ୫୦୮ କୋଟି ଟଙ୍କା !

ଆସନ୍ତା ୭ ତାରିଖରେ ଛତିଶଗଡ଼ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ। ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସ୍କାନରକୁ ଆସିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ।

Delhi Pollution
ବିଷ ବଳୟରେ ଦିଲ୍ଲୀ; ଚାରିଆଡ଼େ ଧୂଆଁ ଧୂଆଁ

ରାଜଧାନୀ ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ। ଗତ ୬ ଦିନ ଧରି ଦିଲ୍ଲୀରେ ବାୟୁ ଅତି ନିମ୍ନମାନର।

Ayodhya Ram Mandir
‘ଜାନୁଆରୀ ୨୨ରେ ସମସ୍ତଙ୍କୁ ଏକାଠି କରି ରାମଧୂନ୍ ସହ ଆଳତି କର’

ଆସନ୍ତା ଜାନୁଆରୀ ୨୨ ତାରିଖରେ ନୂତନ ବିଗ୍ରହର ପ୍ରାଣ ପ୍ରତିଷ୍ଠା କରାଯିବ। ଏହିଦିନ ଅଯୋଧ୍ୟାରେ ଅଦ୍ଭୂତପୂର୍ବ ଆନନ୍ଦର ପରିବେଶ ହେବ।

Snake Venom
କାମ ଦଉନି ଏଣୁତେଣୁ ନିଶା, ଦରକାର ସାପ ଗରଳ

ୟେ ଏମିତି ସେମିତିକା ନିଶା ନୁହେଁ । ଡ୍ରଗସ, ବ୍ରାଉନସୁଗାର ଆଉ ଏବେ ନୂଆ ମାର୍କେଟକୁ ଆସିଥିବା ସାପ ଭେନମ୍ । ସାରା ଦେଶରେ ଏବେ ଚହଳ ସୃଷ୍ଟି କରିଛି ଉତ୍ତରପ୍ରଦେଶ ନୋଏଡ଼ାର ରେଭ୍ ପାର୍ଟି ।

Elvis Yadav
ରେଭ୍‌ ପାର୍ଟିରେ ସାପ ବିଷ ମାମଲା, ଗିରଫ ହୋଇପାରନ୍ତି ବିଗ୍ ବସ୍‌ ବିଜେତା ଏଲ୍‌ଭିସ୍‌ ଯାଦବ

ମେନକା ଗାନ୍ଧୀଙ୍କ ସହ ଜଡିତ ଏକ ସଂଗଠନ PFA (ପିପୁଲ୍ ଫର୍ ଆନିମଲ୍) ସୂଚନା ପାଇଥିଲା ଯେ ଏଲ୍‌ଭିସ୍‌ ଯାଦବ NCRରେ ଥିବା ଫାର୍ମ ହାଉସର ରେଭ୍‌ ପାର୍ଟିରେ ଜୀବନ୍ତ ସାପଙ୍କ ସହ ଭିଡିଓ ସୁଟିଂ କରୁଛନ୍ତି । ଏହା ପରେ ସେ ପୋଲିସକୁ ସୂଚନା ଦେଇଥିଲେ ଏବଂ ଏଲଭିସ୍‌ ଯାଦବଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ।

Delhi
ବିଷ ବଳୟରେ ଦିଲ୍ଲୀ, ଭୟଙ୍କର ହେଉଛି ବାୟୁ ପ୍ରଦୂଷଣ

ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ । ଲଗାତାର ୬ ଦିନ ଧରି ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ, ଚିନ୍ତାରେ ରାଜଧାନୀ ବାସୀ ଏବଂ ସରକାର।

Mahua Moitra
ଏଥିକ୍ସ କମିଟିରେ ହଙ୍ଗାମା; ବୈଠକ ମଝିରୁ ରାଗିକି ବାହାରିଗଲେ ମହୁଆ ମୈତ୍ର

ସଂସଦର ଏଥିକ୍ସ କମିଟିର ବୈଠକରେ ହଙ୍ଗାମା। ତ୍ରୁଣମୂଳ କଂଗ୍ରେସ ସାଂସଦ ମହଆ ମୈତ୍ରଙ୍କୁ ସାଙ୍ଗରେ ଧରି ବୈଠରୁ ବହାରି ଗଲେ ବିରୋଧୀ ସଦସ୍ୟ।

Mahua Moitra
ଟଙ୍କା ବଦଳରେ ପ୍ରଶ୍ନ ମାମଲା: ଆଜି ହାଜର ହୋଇ ପାରନ୍ତି ମହୁଆ

ଏଥିକ୍ସ କମିଟିରେ ହାଜର ହୋଇପାରନ୍ତି ଟିଏମସି ସାଂସଦ ମହୁଆ ମୈତ୍ର । ଏନେଇ ଏଥିକ୍ସ କମିଟି ପକ୍ଷରୁ ତାଙ୍କୁ ସମନ୍ କରା ଯାଇଥିଲା । ଗତ ୩୧ ତାରିଖରେ କମିଟି ଆଗରେ ହାଜର ହୋଇ ପକ୍ଷ ରଖିବା ଲାଗି ମହୁଆଙ୍କୁ କମିଟି ପକ୍ଷରୁ କୁହାଯାଇଥିଲା ।

Arvind Kejriwal
କେଜ୍ରିୱାଲଙ୍କୁ ଇଡିର ସମନ, ହାଜର ହେବାକୁ ସମୟ ମାଗିଲେ

ଇଡିରେ ହାଜର ହେବାକୁ ସମୟ ମାଗିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ନିଜ ଓକିଲଙ୍କ ଜରିଆରେ ସମୟ ମାଗିଛନ୍ତି କେଜ୍ରିୱାଲ ।

jet airways founder naresh goyal family in money laundering case
ଅସୁବିଧାରେ ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲ; ୫୩୮ କୋଟି ଟଙ୍କାର ସମ୍ପତ୍ତି ଜବତ

ଜେଟ୍‌ ଏୟାରୱେଜ୍ ପ୍ରତିଷ୍ଠାତା ଅଧ୍ୟକ୍ଷ ନରେଶ ଗୋୟଲ ଓ ତାଙ୍କ ପରିବାର ବିରୋଧରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ED ଲଣ୍ଡନ, ଦୁବାଇ ଏବଂ ବିଭିନ୍ନ ରାଜ୍ୟରେ ଥିବା ସମ୍ପତ୍ତିରୁ ୫୩୮ କୋଟି ଟଙ୍କା ଜବତ କରିଛି।

ViralVideo
ViralVideo; ରାଗିଗଲା ବୋହୂ, ଶଯ୍ୟାଶାୟୀ ଶ୍ୱଶୁର ଦେହରେ ଲଗାଇଦେଲା ନିଆଁ

ବୋହୂ ଜଣକ ନିଜ ପୁଅକୁ ଖାଇବାକୁ ଦେବାକୁ ଚାହୁଁଥିଲେ । କିନ୍ତୁ ସେହି ସମୟରେ ଅସୁସ୍ଥ ବୃଦ୍ଧ ଶ୍ୱଶୁର ଶୋଇବାକୁ ଚାହୁଁଥିଲେ । ଯାହାକୁ ନେଇ ବୋହୂ ରାଗି ଯାଇଥିଲେ । ପରେ ସେହି କଥାକୁ ନେଇ ଶ୍ୱଶୁରଙ୍କୁ ଜାଳିଦେବାକୁ ରାଗରେ ଉଦ୍ୟମ କରିଥିବା ଜଣାପଡ଼ିଛି ।

Senior IPS Officer Rashmi Ranjan Swain New DGP Of Jammu And Kashmir
ଓଡ଼ିଆ ପୁଅ ରଶ୍ମି ରଞ୍ଜନ ସ୍ୱାଇଁ ଜମ୍ମୁ ଓ କାଶ୍ମୀରର ନୂଆ ଡିଜିପି

ବରିଷ୍ଠ ଆଇପିଏସ୍‌ ଅଧିକାରୀ ରଶ୍ମି ରଞ୍ଜନ ସ୍ୱାଇଁ ଆଜି ଜମ୍ମୁ ଓ କାଶ୍ମୀରର ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । 

  • Wednesday, 01 November 2023
  • New DGP
Cash Damage
ବନ୍ୟା ଜଳରେ ବୁଡ଼ିଗଲା ୪୦୦ କୋଟି ଟଙ୍କା

ବନ୍ୟା ଜଳରେ ବୁଡ଼ିଗଲା କୋଟି କୋଟି ଟଙ୍କା । ହଜାର କି ଲକ୍ଷେ ନୁହେଁ ବରଂ ୪୦୦ କୋଟି ଟଙ୍କା । ମହାରାଷ୍ଟ୍ର ନାଗପୁରର ଏକ ବ୍ୟାଙ୍କର ୪୦୦ କୋଟି ଟଙ୍କା ବନ୍ୟା ପାଣିରେ ଧୋଇ ହୋଇଯାଇଛି..

Ayodhya Ram Temple
୮ ଫୁଟ୍ ଉଚ୍ଚ ସୁନା ମାର୍ବଲ ବେଦୀରେ ସ୍ଥାପନ ହେବ ରାମଲାଲାଙ୍କ ବିଗ୍ରହ

ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହରେ ସ୍ଥାପନ ହେବ ୮ ଫୁଟ୍ ଉଚ୍ଚର ସୁବର୍ଣ୍ଣ ଆଚ୍ଛାଦିତ ମାର୍ବଲ ବେଦୀ । ଯାହା ଉପରେ ରାମଲାଲାଙ୍କ ବିଗ୍ରହ ବିରାଜମାନ କରିବେ ।

Para Asian Games
ପାରା ଏସିଆନ୍ ଗେମ୍ସରେ ପ୍ରମୋଦଙ୍କ କମାଲ, ସୁନା ଜିତି ଫେରିଲେ ଭାରତ

ଭାରତୀୟ ପ୍ରତିଯୋଗୀ ନିତେଶ କୁମାରଙ୍କୁ ହରାଇ ପ୍ରମୋଦ ସ୍ବର୍ଣ୍ଣ ପଦକ ଜିତିଛନ୍ତି

Mumbai taxi
ମାୟା ନଗରୀରେ ଆଉ ଦିଶିବନି କଳା-ହଳଦିଆ ଟାକ୍ସି

ମୁମ୍ବାଇ ରାଜରାସ୍ତାରୁ ଉଭାନ ହେଲା ସମସ୍ତଙ୍କର ଅତି ପ୍ରିୟ କଳା-ହଳଦିଆ ଟ୍ୟାକ୍ସି । ଗତକାଲିଠାରୁ ସମସ୍ତ କଳା-ହଳଦିଆ ଟ୍ୟାକ୍ସିକୁ ବନ୍ଦ କରି ଦିଆଯାଇଛି ।

Train Derail
ଟ୍ରାକ୍‌ରୁ ଖସିଲା ଏକ୍ସପ୍ରେସ୍‌ ଟ୍ରେନ୍‌; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଉତ୍ତରପ୍ରଦେଶ ପ୍ରୟାଗରାଜରେ ରେଳ ଧାରଣାରୁ ଖସିଛି ସୋହେଲ୍ ଦେବ୍ ଏକ୍ସପ୍ରେସ୍।