ହରିୟାଣା ଦେଇ ଯାଇଥିବା ଦ୍ୱାରକା ଏକ୍ସପ୍ରେସର ମଧ୍ୟ ଲୋକାର୍ପଣ କରିଛନ୍ତି ମୋଦି। ହରିୟାଣା ଦେଇ ଯାଇଥିବା ୧୯ କିଲୋମିଟର ଲମ୍ବର ଦ୍ୱାରକା ଏକ୍ସପ୍ରେସୱେ ନିର୍ମାଣରେ ଖର୍ଚ୍ଚ ହୋଇଛି ୪୧ ଶହ କୋଟି ଟଙ୍କା।
ଭାରତର ପ୍ରଥମ ଏଲିଭେଟେଡ୍ ଏକ୍ସପ୍ରେସ ୱେ । ୪ସ୍ତରୀୟ ଏକ୍ସପ୍ରେସ ୱେ, କ୍ଲୋଭରଲିଫ୍ ଇଣ୍ଟରଚେଞ୍ଜ ।