• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Yusuf Pathan

Yusuf Will Not Go Abroad
Yusuf Pathan Refuses Foreign Tour: ପାକିସ୍ତାନର ପୋଲ୍ ଖୋଲିବ ସର୍ବଦଳୀୟ ଟିମ୍, ସାମିଲ ହେବାକୁ ମନାକଲେ ୟୁସୁଫ

ସର୍ବଦଳୀୟ ପ୍ରତିନିଧି ଦଳରେ ସାମିଲ ହେବେନି TMC ସାଂସଦ ୟୁସୁଫ ପଠାନ । ବିଦେଶ ଗସ୍ତ କରି ପାକିସ୍ତାନର ଅସଲ ମୁଖା ଖୋଲିବାକୁ ଯୋଜନା କରାଯାଇଥିଲା । ତେଣୁ କେନ୍ଦ୍ର ସରକାର ଏକ ସର୍ବଦଳୀୟ ଟିମ୍ ଗଠନ କରିଥିଲେ । ଏଥିରୁ ନିବୃତ ରହିଛନ୍ତି ୟୁସୁଫ ।

ୟୁସୁଫ ପଠାନଙ୍କୁ କଡ଼ା ଜବାବ ।
Suresh Pujari slams Yusuf Pathan: ୟୁସୁଫଙ୍କ ଚିଠିକୁ ନେଇ ତେଜିଲା ରାଜନୀତି, ସୁରେଶ ପୂଜାରୀ କହିଲେ...

ୟୁସୁଫ ପଠାନଙ୍କ ଚିଠି ପରେ ଦୃଢ ଜବାବ ରଖିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ନିଜ ସଂସଦୀୟ କ୍ଷେତ୍ର ମୁର୍ଶିଦାବାଦ, ବରହମପୁର ଏବଂ ଅନ୍ୟ ଜିଲ୍ଲାରୁ ଓଡ଼ିଶା ଆସୁଥିବା ଶ୍ରମିକଙ୍କୁ ସେଠାରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରି କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ୟୁସୁଫ।

Yusuf Pathan
TMCକୁ ଭରସା ଷ୍ଟାର କ୍ରିକେଟର, ଲୋକସଭା ପ୍ରାର୍ଥୀ ତାଲିକାରେ ଅଛନ୍ତି ଦୁଇ ୱାର୍ଲ୍ଡ ଚାମ୍ପିଅନ୍‌

ଆଜି ଟିଏମ୍‌ସି ପକ୍ଷରୁ ଜାରି ହୋଇଥିବା ପ୍ରାର୍ଥୀ ତାଲିକାରେ ଅଛନ୍ତି ଦୁଇ ୱାର୍ଲ୍ଡ ଚାମ୍ପିଅନ୍‌। ଏହି ଦୁଇ ପୂର୍ବତନ କ୍ରିକେଟର ହେଉଛନ୍ତି ୟୁସୁଫ୍‌ ପଠାନ୍‌ ଓ କୀର୍ତ୍ତି ଆଜାଦ।

Yusuf Pathan
ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ପ୍ରାର୍ଥୀ କଲା TMC; କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ କରିବେ ମୁକାବିଲା

ୟୁସୁଫ ବହରାମପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ମୁକାବିଲା କରିବେ। ୟୁସୁଫଙ୍କ ବ୍ୟତୀତ ଟିଏମସିର ପ୍ରାର୍ଥୀ ତାଲିକାରେ ୪୧ଜଣଙ୍କ ନାଁ ରହିଛି।