• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Education
ପାଖେଇ ଆସିଲାଣି ପରୀକ୍ଷା କେବେ ମିଳିବ ପିଲାଙ୍କୁ ଇଂରାଜୀ ବହି ?

ବାର୍ଷିକ ପରୀକ୍ଷା ପାଖେଇ ଆସିଲାଣି । ହେଲେ ନୂଆଡିହି ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ପିଲାଙ୍କୁ ମିଳିନି ଇଂରାଜୀ ବହି ।

Shimilipal
ଶିମିଳିପାଳ କୁ ଜାତୀୟ ଉଦ୍ୟାନ ମାନ୍ୟତା କେବେ

ଶିମିଳିପାଳକୁ କ ଜାତୀୟ ଉଦ୍ୟାନ ମାନ୍ୟତା କେବେ । ଜାତୀୟ ଉଦ୍ୟାନ ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପକ୍ଷରୁ ଗତ ଜାନୁଆରୀ ୪ ତାରିଖରେ ଏକ ବିଜ୍ଞପ୍ତି ଜାରି କରାଯିବା ପରେ କୁହାଯାଉଛି ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ହସ୍ତକ୍ଷେପ ପରେ ଏହି ବିଜ୍ଞପ୍ତିକୁ ପୁଣି ସ୍ଥଗିତ କରାଯାଇଛି ।

Veterinary Doctor
୧୧ ଦିନରେ ସମୂହ ଛୁଟିରେ ପ୍ରାଣୀ ଚିକିତ୍ସକ; ରାଜ୍ୟରେ ପ୍ରାଣୀଧନ ଚିକିତ୍ସା ଠପ୍‌ !

ରାଜ୍ୟରେ ପ୍ରତି ଗ୍ରାମ ପଞ୍ଚାୟତରେ ପ୍ରାଣୀ ଚିକିତ୍ସାଳୟ ଖୋଲିବା ଲାଗି ଦାବି ହୋଇଛି । ରାଜ୍ୟରେ ଏବେ ମାତ୍ର ୫୪୩ଟି ପ୍ରାଣୀଧନ ଡାକ୍ତରଖାନା ରହିଛି ।

  • Monday, 29 January 2024
Naba Das
ଆଜି ନବ ଦାସଙ୍କ ହତ୍ୟାକୁ ପୂରିଲା ବର୍ଷେ; ନା ଘଟଣାର ହେଲା ପର୍ଦ୍ଦାଫାସ୍‌, ନା ଆଗକୁ ବଢ଼ୁଛି ତଦନ୍ତ

ବର୍ଷକ ମଧ୍ୟରେ ସେପରି କିଛି ପ୍ରମାଣ ବି ଲାଗିନଥିବା ଅଭିଯୋଗ ହେଉଛି । ୨୦୨୩ ଜାନୁଆରୀ ୨୯ରେ ସ୍ୱର୍ଗତ ନବ ଦାସ ବ୍ରଜରାଜନଗରକୁ ଏକ ଦଳୀୟ କାର୍ଯ୍ୟକ୍ରମରେ ଯାଉଥିବା ବେଳେ, ଗାନ୍ଧୀଛକ ପାଣ୍ଡିରେ କାର୍ଯ୍ୟରତ ପୋଲିସ ଏଏସଆଇ ଗୋପାଳ ଦାସ ନବଙ୍କ ଉପରକୁ ଗୁଳିମାଡ଼ କରିଥିଲା ।

Best whatsapp features to improve your user experience
Whatsapp Feature: ଜାଣନ୍ତୁ ହ୍ୱାଟ୍ସଆପ୍‌ର ଏହି ୫ଟି ଫିଚର ଯାହା ଆପଣଙ୍କ ପାଇଁ ବହୁ ଉପକାରୀ

ଆପଣମାନେ ମଧ୍ୟ ନିଶ୍ଚିତ ଭାବେ ହ୍ୱାଟ୍ସଆପ୍ ବ୍ୟବହାର କରୁଥିବେ। କିନ୍ତୁ ସବୁଠାରୁ ବଡ କଥା ହେଲା ଏଠାରେ ଏମିତି କିଛି ଫିଚର୍‌ ଅଛି ଯାହା ବିଷୟରେ ଆପଣ ଜାଣି ନଥିବେ। ଆଜି ଆମେ ଆପଣଙ୍କୁ ହ୍ୱାଟ୍ସଆପ୍‌ରେ ଥିବା କିଛି ଟପ୍ ଏବଂ ଖୁବ ଦରକାରୀ ଫିଚର୍‌ ବିଷୟରେ କହିବୁ, ଯାହା ଆପଣଙ୍କ ପାଇଁ ଭାରି ଉପଯୋଗୀ ହେବ।

Cuttack Bus Terminal
କାହା ପାଇଁ କଟକର ନେତାଜୀ ବସ ଟର୍ମିନାଲ ! ହନ୍ତସନ୍ତ ହେଉଛନ୍ତି ଦୂର ଦୂରାନ୍ତରୁ ଆସୁଥିବା ଯାତ୍ରୀ

ଯାତ୍ରୀଙ୍କୁ ରାଜାବଗିଚା ପଟୁ ବସଷ୍ଟାଣ୍ଡକୁ ଚାଲି ଚାଲି ଯିବା ଲାଗି ମିଳୁନି ଅନୁମତି, ଫଳରେ ଯାତ୍ରୀ ରାଜାବଗିଚା ପଟୁ ଖାନନଗର ନଦୀବନ୍ଧ ଦେଇ ବସଷ୍ଟାଣ୍ଡକୁ ଆସିଲେ ଅଧିକ ୫୦୦ ମିଟର ଚାଲିବାକୁ ପଡୁଛି।

Similipal Tiger Reserve
କଳାବାଘ ସଫାରୀ ନାଁରେ ଭୁଆଁ ବୁଲାଉଛନ୍ତି କି ସରକାର?

ଏସିଆ ମହାଦେଶର ସର୍ବବୃହତ୍ ଜୈବ ମଣ୍ଡଳ ଶିମିଳିପାଳ ଅଭୟାରଣ୍ୟ ନିକଟରେ ହେବ କଳା ବାଘ ସଫାରୀ।

Teacher
ଦୀପକ ସାରଙ୍କ ନିଆରା ପାଠଶାଳା; ଗୀତ ଓ ଗପରେ ମନେ ରହୁଛି ଗଣିତ ସୂତ୍ର

ଅଙ୍କ, ହେଉ କି ଭୁଗୋଳ, ଇତିହାସ ହେଉ କି ବିଜ୍ଞାନ, ସାହିତ୍ୟ ଅବା ସାଧାରଣଜ୍ଞାନ..ଏଠି ଗୀତରେ ଗୀତରେ ସବୁ ପାଠ ସହଜ।

unique Teacher
ଦୀପକ ସାରଙ୍କ ନିଆରା ପାଠଶାଳା

ଏଯାଏଁ ନିଜେ ନିଜ ଭବିଷ୍ୟତକୁ ଗଢ଼ି ସାରି ନାହାନ୍ତି, କିନ୍ତୁ ଅତି ନିଆରା ଢଙ୍ଗରେ ଅନ୍ୟ ଅନେକ ପିଲାଙ୍କ ଭବିଷ୍ୟତ ଗଢ଼ାରେ ଲାଗିପଡ଼ିଛନ୍ତି। ଆମେ କହୁଛୁ ଭଦ୍ରକ ସନ୍ଥରାର ସମସ୍ତଙ୍କ ସାର୍ ୨୬ ବର୍ଷୀୟ ଦୀପକ ସାରଙ୍କ କଥା।

Black Tiger Safari
ସତ ହେବ ଶିମିଳିପାଳ କଳାବାଘ ସଫାରୀ !

ବିଶ୍ୱରେ ପ୍ରଥମ ଥର ପାଇଁ ଶିମିଳିପାଳ ନିକଟରେ ହେବ କଳାବାଘ ସଫାରୀ। ହେଲେ କେମିତି ହେବ ଏହାର ରୂପରେଖ ? ଇନ୍ ବ୍ରିଡିଂ ଯୋଗୁ କଳାବାଘଙ୍କ ସଂଖ୍ୟା ବଢ଼ୁଥିବା ବେଳେ ହ୍ରାସ ପାଉଥିବା ମହାବଳ ବଂଶକୁ କେମିତି ଦିଆଯିବ ସୁରକ୍ଷା ?

Ram
ଭାତରେ ଏହି ସବୁ ମନ୍ଦିରରେ ବାଳକ ମୂର୍ତ୍ତି ହୁଅନ୍ତି

ଅଯୋଧ୍ୟାରେ ଭଗବାନ ରାମ, ରାମଲଲ୍ଲା ବା ବାଳକ ଭାବେ ପୂଜା ପାଉଛନ୍ତି। ହେଲେ ଆମ ଭାରତରେ ଖାଲି ଭଗବାନ ରାମ ନୁହଁନ୍ତି। ଭଗବାନ କୃଷ୍ଣ ମଧ୍ୟ ବାଳକ ରୂପେ ପୂଜା ପାଆନ୍ତି। ହେଲେ କେଉଁଠି ଆପଣ ଭିଡିଓ ଦେଖିଲେ ଜାଣିପାରିବେ..

Winter
ମାଘ ମାସର ଜାଡ଼ରେ ରାସ୍ତା କଡ଼େ ଶୋଉଛି ବେଘର ମଣିଷ

ଅସମ୍ଭାଳ ଶୀତ ରାତିରେ ଦେହ ଥରୁଛି ଦାନ୍ତକୁ ଦାନ୍ତ ବାଡ଼େଇ ହେଉଛି । ହେଲେ ମଣିଷ କରିବ ତ କଣ କରିବ ? ରାସ୍ତା କଡ଼େ ଜୀବନ ଜିଇଁବାକୁ ହିଁ ପଡ଼ିବ ।

what precautions should be taken when using a immersion rod
Warning: ପାଣି ଗରମ ପାଇଁ ହିଟିଂ ରଡ୍‌ ବ୍ୟବହାର କରୁଛନ୍ତି କି… ଏସବୁ ପ୍ରତି ଦିଅନ୍ତୁ ନଜର, ନଚେତ…

ଶୀତଋତୁରେ ପ୍ରାୟ ସମସ୍ତେ ଗରମ ପାଣି ଉପରେ ବ୍ୟବହାର କରନ୍ତି। ଆପଣ ଯଦି ଗରମ ପାଣି ପାଇଁ ହିଟିଂ ରଡ୍ ବ୍ୟବହାର କରୁଛନ୍ତି, ତେବେ ଆପଣ କିଛି ଜିନିଷର ବିଶେଷ ଯତ୍ନ ନେବା ଉଚିତ। ଯଦି ଆପଣ ଏହିସବୁ ଜିନିଷ ପ୍ରତି ଧ୍ୟାନ ନ ଦିଅନ୍ତି ତେବେ ବଡ ଅସୁବିଧା ହୋଇପାରେ।

Koraput Bypass
ବାଇପାସ୍ ନିର୍ମାଣକୁ ନେଇ କେଁ ! ଜମି ହସ୍ତାନ୍ତର ପରେ ବି ତୁଟୁନି ବିବାଦ

କୋରାପୁଟ ସହରରେ ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ପୁଣି ଦେଖାଦେଇଛି କେଁ । ପୂର୍ବରୁ ଜାଗା ଚିହ୍ନଟ ଓ ଜମି ଅଧିଗ୍ରହଣ ପାଇଁ ପ୍ରକଳ୍ପ ଆରମ୍ଭରେ ବିଳମ୍ବ ହୋଇଥିଲା । ଏବେ ପୁଣି ଜମିର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଏହି ପ୍ରକଳ୍ପର ଭାଗ୍ୟ ଅନଶ୍ଚିତତା ଭିତରକୁ ଠେଲି ହୋଇ ଯାଉଛି ।

Strawberry
କମାଲ କରିଦେଲେ ବଣ୍ତାଘାଟିର ଦୁଇ ଭାଇ; କ୍ଷେତରେ ହସୁଛି ନାଲ ଟହଟହ ଷ୍ଟ୍ରବେରୀ

କ୍ଷେତରେ ଲାଗିଛି ଧାଡିକି ଧାଡିି ଷ୍ଟ୍ରବେରୀ ଗଛ। ସବୁଜ ପତ୍ର, ଧଳା ଫୁଲ ସହ ପେନ୍ଥା ପେନ୍ଥା ହୋଇ ଫଳିଛି ଲାଲ୍ ଟହ ଟହ ଷ୍ଟ୍ରବେରୀ। ବାସ୍ନାରେ ମହକି ଯାଉଛି ସାରା ଅଂଚଳ।

Strawberry
ହସୁଛି ନାଲି ଟହଟହ ଷ୍ଟ୍ରବେରୀ କ୍ଷେତ

ଷ୍ଟ୍ରବେରୀ..ଦିନେ ଓଡ଼ିଶାରେ ସ୍ୱପ୍ନ ଥିଲା ଏହି ବିଦେଶୀ ଫଳର ଚାଷ। ଜଳବାୟୁ ଓ ଅନୁକୂଳ ପରିବେଶ ଥିଲା ଚ୍ୟାଲେଞ୍ଜ। ହେଲେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ସୁଆଦିଆ ଫଳର ଚାଷ ହେଉଛି।

Sand
ହାଇକୋର୍ଟ ଛାଟକୁ ନାହିଁ ସରକାରଙ୍କ ଡର! ବାଲି ରେଟ୍‌ରେ ହାତ ମାରିପାରୁନି ଜନତା, ମାଫିଆ ମାଲେମାଲ

ରାଜ୍ୟରେ ବାଲିକୁ ନେଇ ବିଚିତ୍ର ସ୍ଥିତି । ଗୋଟିଏ ପଟେ ମେସିନ୍ ଦ୍ୱାରା ବାଲିଉଠାଣ ଉପରେ ହାଇକୋର୍ଟଙ୍କ ରୋକ୍ ଲାଗିଛି, କିନ୍ତୁ ନିର୍ଦ୍ଦେଶ ପାଳନ ପାଇଁ ଥିବା ବ୍ୟବସ୍ଥାର ନିଷ୍କ୍ରିୟତା ପାଇଁ କିଛି ସ୍ଥାନରେ ବେଧଡ଼କ କାରବାର ବି ଚାଲିଛି ।

Freedom Fighter
ଚାଲିଗଲେ ନୀଳମଣି ସାମଲ, ପରାଧୀନ ଭାରତକୁ ମୁକ୍ତ କରିବା ପାଇଁ ଭିଡ଼ିଥିଲେ ଅଣ୍ଟା

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ । ଏସସିବି ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ମୃତ୍ୟୁ ହୋଇଛି ।

Bhadrak
କାନ୍ଦବୋବାଳି ପଡ଼ିଲା, କୋକେଇ ଉଠିଲା; କିନ୍ତୁ ମଣିଷ ନଥିଲା..

ଶବ ନାହିଁ କିନ୍ତୁ ଶବ ସତ୍କାର ପାଇଁ ଚାଲିଥିଲା କୋକେଇ ବନ୍ଧା। କୋକେଇରେ ଶବ ନାହିଁ କିନ୍ତୁ ମଶାଣୀକୁ ଗଲା ବେଳେ ଶୁଭୁଛି ରାମ ନାମ ସତ୍ୟ ହେ ହରିନାମ ସତ୍ୟ ହେ। କୋକେଇ ପାଖରେ ବସି କାନ୍ଦୁଛନ୍ତି ପରିବାର ଲୋକେ।

Know the reasons why your phone battery is draining so fast
Mobile Tips: ଆପଣଙ୍କ ମୋବାଇଲ୍‌ରୁ ଶୀଘ୍ର ବ୍ୟାଟେରୀ ସରିଯାଉଛି କି… ଆପଣାନ୍ତୁ ଏହି ୫ ଟିପ୍ସ

ଯେତେବେଳେ ମୋବାଇଲ୍ ବ୍ୟାଟେରୀ ଶୀଘ୍ର ସରିଯାଏ, ଲୋକମାନେ ପ୍ରାୟତଃ ଭାବନ୍ତି ଯେ ବ୍ୟାଟେରୀ ଖରାପ ହୋଇଗଲା। କିନ୍ତୁ ଏଭଳି ଠିକ୍ ନୁହେଁ। ମୋବାଇଲ୍ ବ୍ୟାଟେରୀ ଶୀଘ୍ର ସରିଯିବାର ଅନେକ କାରଣ ଅଛି। ଏଥିମଧ୍ୟରୁ କେତେକ ଯାନ୍ତ୍ରିକ କାରଣ ମଧ୍ୟ ଥାଇପାରେ, ଯାହାକୁ ଲୋକମାନେ ପ୍ରାୟ ଧ୍ୟାନ ଦିଅନ୍ତି ନାହିଁ।

Wonder boy in Rairangpur
ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ଅୟଂଶ ରାଜ ଦାସ

ଯେଉଁ ବୟସରେ ପିଲା କଥା ପଦେ କହିବା ସହଜ ନୁହେଁ ସେହି ବୟସରେ ନିଜର ଅବିଶ୍ୱସନୀୟ ସ୍ମରଣ ଶକ୍ତି ପାଇଁ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ଅୟଂଶ ରାଜ ଦାସ |

Elephant Attack
ମାତିଲା ଦନ୍ତାହାତୀ; ନେଲା ୨ଜଣଙ୍କ ଜୀବନ

ମୃତକମାନେ ହେଲେ ସୁରୁବାଲି କିସାନ ଓ ଖଇରି କିସାନ । ଗତ ବିଳମ୍ବିତ ରାତିରେ କାନ୍ଥ ଭାଙ୍ଗି ଘର ଭିତରେ ପଶିଥିଲା ଦନ୍ତା ହାତୀ ।

Samalei project
ଆଜି ଲୋକାର୍ପଣ ହେବ ସମଲେଇ ପ୍ରକଳ୍ପ; ରାଜ୍ୟର ସମସ୍ତ ସ୍କୁଲ କଲେଜ ଛୁଟି

ଆଜି ଦିନ ୧୨ଟା ସମୟରେ ଜମାଦାରପାଲି ଏୟାରଷ୍ଟ୍ରିପରେ ମୁଖ୍ୟମନ୍ତ୍ରୀ ବିମାନ ଯୋଗେ ପହଞ୍ଚିବେ । ସେଠାରୁ ସମଲେଇ ମନ୍ଦିରକୁ ଯାଇ ଅପରାହ୍ଣ ୧୨ଟା ୩୦ ମିନିଟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

Bhadrak
ସତ କୋକେଇରେ ମଶାଣୀକୁ ଗଲା ମିଛ ଶବ

ଏଇ ଆମ ଓଡ଼ିଶାରେ, କୋକେଇରେ ଶବ ନାହିଁ କିନ୍ତୁ ମଶାଣୀକୁ ଗଲା ମିଛ ଶବ । ଗାଁ ଦାଣ୍ଡରେ ଶୁଭୁଛି ରାମ ନାମ ସତ୍ୟ ହେ ହରିନାମ ସତ୍ୟ ହେ। ଶବ ନାହିଁ ସତ କିନ୍ତୁ କୋକେଇ ପାଖରେ ବସି କାନ୍ଦୁଛନ୍ତି ପରିବାର ଲୋକେ ।

Road Problem In Nabarngpur
ବାଟରେ ଚାଲୁ ଚାଲୁ ଯଦି ଅଘଟଣ ଘଟେ କିଏ ରହିବ ଦାୟୀ?

ସ୍ୱାଧୀନତାରେ ୭ ଦଶନ୍ଧି ପରେ ବି ଆଜି ଏମିତି ଅନେକ ଗାଁ ଗଣ଼୍ଡା ରହିଛି ଯେଉଁଠି ରାସ୍ତା ସମସ୍ୟା ନ କହିବା ଭଲ । ଏମିତି ଅନେକ ନଦୀ ଅଛି ଯାହାକୁ ପାର୍ କରିବା ପାଇଁ ପୋଲ୍ ନାହିଁ, ସାହା କେବଳ କାଠ ପୋଲ । ଆଉ କେଉଁଠି କେଉଁଠି ତ ପୋଲ ହିଁ ନାହିଁ ।