Winter
ଅସମ୍ଭାଳ ଶୀତ ରାତିରେ ଦେହ ଥରୁଛି ଦାନ୍ତକୁ ଦାନ୍ତ ବାଡ଼େଇ ହେଉଛି । ହେଲେ ମଣିଷ କରିବ ତ କଣ କରିବ ? ରାସ୍ତା କଡ଼େ ଜୀବନ ଜିଇଁବାକୁ ହିଁ ପଡ଼ିବ । କାହିଁକିନା ଏଠି ପ୍ରଶାସନର ରାତ୍ରୀ ଆଶ୍ରୟସ୍ଥଳୀ ବ୍ୟବସ୍ଥା ନଥିବାରୁ ଲୋକେ ଏମିତି ମଝି ରାତିରେ ହାଡ଼ଭଙ୍ଗା ଶୀତରେ ଥରି ଥରି ଶୋଇବାକୁ ବାଧ୍ୟ ହେଉଛନ୍ତି । ଖୋର୍ଦ୍ଧା ଜଟଣୀରୁ ଦେଖନ୍ତୁ ଏହି ରିପୋର୍ଟ...
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)