• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Artiste dressed as Laxman dance to Odia viral song
ଗୁଆ ଘିଅ ଗୀତରେ ଯୁବତୀଙ୍କ ସହ ମଞ୍ଚ ଦୁଲୁକାଇଲେ ଲକ୍ଷ୍ମଣ !

ରାମ-ସୀତା ବେଶଧାରୀଙ୍କ ଆଧୁନିକ ଗୀତରେ ଡ୍ୟାନ୍ସ ଭିଡିଓ ଭାଇରାଲ ପରେ ଏବେ ଲକ୍ଷ୍ମଣ ବେଶଧାରୀଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଗୁଆ ଘିଅ ଗୀତରେ ୨ ଝିଅଙ୍କୁ ଧରି ମଞ୍ଚ ଦୁଲୁକାଇଥିଲେ ଲକ୍ଷ୍ମଣ ବେଶଧାରୀ।

  • Tuesday, 28 June 2022
Special story
ପ୍ରଶାସନକୁ ଶକ୍ତ ଚାପୁଡ଼ା ମାରିବା ପରି ପ୍ରଶ୍ନ କଲେ ଦୃଷ୍ଟିବାଧିତ ଛାତ୍ର : ଥତମତ ହୋଇଗଲେ ଅଧିକାରୀ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ୍‌ ଅନ୍ତର୍ଗତ ବେହେରାଗୁଡା ସ୍କୁଲ୍‌ର ଜଣେ ଛାତ୍ର ସ୍କୁଲ୍‌ ସମସ୍ୟାର ସମାଧାନ ପାଇଁ ଯାଇଥିବା ଅଧିକାରୀଙ୍କୁ ଏମିତି କିଛି ପ୍ରଶ୍ନ କରିଛନ୍ତି....

Kishan nagar IIC suspended
ଆକ୍ସନ ମୋଡ୍‌ରେ ଡିଜିପି- ସସ୍‌ପେଣ୍ଡ୍‌ ହେଲେ କିଶନ ନଗର IIC

ଦାୟିତ୍ୱରେ ଅବହେଳା ପାଇଁ କିଶନନଗର ଥାନା IIC ସସ୍ମିତା ରଣାଙ୍କୁ ପୋଲିସ ଡିଜି ନିଲମ୍ବିତ କରିଛନ୍ତି। ଘଟଣାକୁ ନେଇ IICଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ SP ସୁପାରିସ କରିଥିଲେ।

Unique Love Story Wife Fights To Release Husband From Jail
ଅଭାଗିନୀର ଅମର ପ୍ରେମ: ‘ସ୍ୱାମୀଙ୍କୁ ନପାଇଲେ ଆତ୍ମହତ୍ୟା କରିବି’

କାରାଗାରରେ ସ୍ୱାମୀ ଆଉ କାଠଗଡ଼ାରେ ସ୍ତ୍ରୀ। ବାଜିରେ ଲାଗିଛି ଶଙ୍ଖା, ସିନ୍ଦୂର। ସ୍ୱାମୀଙ୍କୁ ଜେଲ୍‌ରୁ ମୁକୁଳାଇବା ପାଇଁ କେସ୍‌ ଲଢ଼ୁଛନ୍ତି ସ୍ତ୍ରୀ। ଏଭଳି ଏକ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିଛି ବଲାଙ୍ଗିରରେ।

bus strike
ହେବନି ବସ୍‌ ଧର୍ମଘଟ, ସ୍ଥଗିତ ରଖିଲା ସଂଘ

ଜୁଲାଇ ପହିଲାରୁ ହେବାକୁ ଥିଲା ବସ୍ ଧର୍ମଘଟ । କିନ୍ତୁ ତାହା ଏବେ ସ୍ଥଗିତ ରହିଛି । ଏନେଇ ଆଜି ନିଷ୍ପତ୍ତି ନିଆଯାଇଛି । ଗତକାଲି ଘରୋଇ ବସ୍ ମାଲିକ ସଂଘ ଓ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା ।

Health Service In Koraput
ଶବକୁ ଅସମ୍ମାନ ! ଆମ୍ବୁଲାନ୍ସ ମିଳିଲାନି, କାନ୍ଧରେ ବୋହିଲେ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଲମତାପୁଟ ବ୍ଲକରେ ଗୋଟିଏ ମାତ୍ର ଶବବୁହା ଆମ୍ବୁଲାନ୍ସ ରହିଛି ।

Special story
ମାନସିକ ଚାପରେ ଆତ୍ମହତ୍ୟା କଲେ ରାଇମୋହନ ?

ରାଇମୋହନଙ୍କ ମୃତ୍ୟୁକୁ ନେଇ ମଞ୍ଚେଶ୍ୱର IICଙ୍କ ଦ୍ୱାରା ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି

news fuse
୨ ହଜାର ଏପିସୋଡ୍‌ରେ ପହଞ୍ଚିଲା ନ୍ୟୁଜ୍ ଫ୍ୟୁଜ୍‌; ୨୦୦୮ ମେ ୧୪ରେ ହୋଇଥିଲା ଆରମ୍ଭ

୨୦୦୦ ଏପିସୋଡ୍‌ରେ ପହଞ୍ଚିଛି ଓଟିଭିର ଲୋକପ୍ରିୟ କାର୍ଯ୍ୟକ୍ରମ ନ୍ୟୁଜ୍ ଫ୍ୟୁଜ୍‌ ।

Special story
ସ୍ୱର୍ଣ୍ଣ ପଦକ ଜିତିଲେ ମୀନା, ଜିଲ୍ଲା ପାଇଁ ଆଣିଲେ ଗୌରବ

ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତିଲେ ମୀନା ।

Wild elephant creates havoc in Odisha's Balasore
ବାଲେଶ୍ୱରରେ ହାତୀ ଆତଙ୍କ; ରାଜରାସ୍ତାରେ ଚାଲି ଚାଲି ବୁଲିଲା ଦନ୍ତା

ଆଜି ରେମୁଣାଠାରୁ ନୀଳଗିରି ମିତ୍ରପୁର ଯାଏଁ ୧୦ କିଲୋମିଟର ରାଜରାସ୍ତାରେ ଚାଲି ଚାଲି ଗଲା ଏକ ଦନ୍ତା ।

Rahul Who Trapped In 80 Foot Deep Rorewell Discharged From Hospital
ରାହୁଲ ଆଖି ଆଗରେ ପୋତା ହେଲା ବୋର୍‌ୱେଲ୍‌, ୫ ଦିନ ୮୦ ଫୁଟ ଗଭୀର ଗାତ ଭିତରେ ଥିଲେ...

ଛତିଶଗଡ଼ ପିହରିଡ଼ରେ ଯେଉଁଠି ୮୦ ଫୁଟ ଗଭୀର ବୋରୱେଲ୍‌ ଭିତରୁ ରାହୁଲ ଉଦ୍ଧାର ହୋଇଥିଲା ଓ ରେସ୍କ୍ୟୁ ପାଇଁ ଖୋଳା ହୋଇଥିବା ସ୍ଥାନରେ  ଏବେ ମାଟି ପୋତା ଚାଲିଛି। 

Gujarat man gives free education
ଯୁବ ଇଞ୍ଜିନିୟରଙ୍କ ମହାନତା: ଫୁଟପାଥରେ ପିଲାଙ୍କୁ ପଢାଉଛନ୍ତି ପାଠ

ଫୁଟ୍‌ପାଥ୍‌ରେ ଚାଲିଛି ପିଲାଙ୍କ ଭବିଷ୍ୟତର ପ୍ରସ୍ତୁତି । ରାସ୍ତା କଡ଼ରେ ବସି ପାଠ ପଢୁଛନ୍ତି ପାଖାପାଖି ୧୦୦ ପିଲା । ହେଉଛି ଗୁଜୁରାଟ୍ ଭଦୋଦରା ସହର ରାସ୍ତା କଡ଼ରେ ଦେଖିବାକୁ ମିଳିଛି ଏହିପରି ଦୃଶ୍ୟ । କେଜିରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ପାଠ ପଢାଉଛନ୍ତି ଯୁବ ଇଞ୍ଜିନିଯର ନିକୁଞ୍ଜ ତ୍ରିବେଦୀ ।

Special story
୬ ଘଣ୍ଟା ଧରି ଗୋଟିଏ ଆଙ୍ଗୁଠିରେ ଛତା ବାଲାନ୍ସ କରି Guinness world record କଲେ ଯୁବକ

କଥାରେ ଅଛି ଦୃଢ଼ ଇଚ୍ଚାଶକ୍ତି ଥିଲେ ସବୁ କିଛି ସମ୍ଭବ । ଏଭଳି ଘଟଣା ଦେଖିବାକୁ ମିଳିଛି ଟିଟିଲାଗଡ ସହରରେ ।

ENews
ଆସ୍ତିକ ନାସ୍ତିକ ଚଳଚିତ୍ରର ଦମଦାର ଗୀତ ‘ମଧୁବାଲା’

ତରଙ୍ଗ ସିନେ ପ୍ରଡକ୍ସନର ଆସ୍ତିକ ନାସ୍ତିକ ଚଳଚିତ୍ରର ସୁଟିଙ୍ଗ୍ ଚାଲିଛି। ଏହି ଚଳଚିତ୍ରରେ ଅଭିନେତା ବୁଦ୍ଧାଦିତ୍ୟଙ୍କ ସ୍କୁଟ ଚଲାବା ତାଙ୍କୁ ନିଜର କଲେଜ ସ୍ମୃତିକୁ ସତେଜ୍ ରଖି ପାରିଛି। ଯାହାକୁ ସେ ଆମ କ୍ୟାମେରା ସାମ୍ନାରେ ବଖାଣିଛନ୍ତି। ଚଳଚିତ୍ରର ଗୀତ ‘ମଧୁବାଲା’ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଏଥିରେ ଗୋପାଳ ଭୂମିକାରେ ବୁଦ୍ଧାଦିତ୍ୟ ନଜରେ ଆସିବେ। ଗୋପାଳର ସ୍ତ୍ରୀ ଭୂମିକାରେ ନଜରରେ ଆସିବେ ଅଭିନେତ୍ରୀ ସୁପ୍ରିୟା...

  • Monday, 27 June 2022
  • ENews
Disabled father in Baleswar takes care of his daughter
ଭିନ୍ନକ୍ଷମ ବାପାଙ୍କୁ ସାଲ୍ୟୁଟ; ଝିଅକୁ ସ୍କୁଲ ଛାଡିବାକୁ ପ୍ରତିଦିନ ଟ୍ରାଇ ସାଇକେଲରେ ଯାଉଛନ୍ତି ୫ କିଲୋମିଟର

ଭିନ୍ନକ୍ଷମ ବାପାଙ୍କୁ ସାଲ୍ୟୁଟ । ଟ୍ରାଇ ସାଇକେଲରେ ଝିଅକୁ ଛାଡିବାକୁ ଯାଉଛନ୍ତି ସ୍କୁଲ ।

Agnipath scheme
ଅଗ୍ନିପଥ ଯୋଜନା… ୪ ବର୍ଷର ପରେ ଅଗ୍ନିବୀରଙ୍କର କେମିତି ହେବ ମୂଲ୍ୟାୟନ?

ଅଗ୍ନିପଥ ଯୋଜନାରେ ସେନାରେ ଭର୍ତ୍ତି ହେବାକୁ ଥିବା ଯବାନଙ୍କୁ ଅଗ୍ନିବୀର ଭାବେ ଦେଶ ଜାଣିବ, ଶତ୍ରୁ ଚିହ୍ନିବ। ହେଲେ ମାତ୍ର ୪ ବର୍ଷରେ ଅଗ୍ନିବୀରଙ୍କର କେମିତି ମୂଲ୍ୟାୟନ ହେବ ଜାଣନ୍ତୁ..

Artistes Dressed As Ram Sita Dance To Odia Romantic Song
ଆଧୁନିକ ନୃତ୍ୟରେ ରାମ ଓ ସୀତା ! ଭିଡିଓ ଭାଇରାଲ୍‌...

ପୌରାଣିକ ନାଟକ ମଞ୍ଚସ୍ଥ ବେଳେ ରାମ-ସୀତାଙ୍କ ଚରିତ୍ରରେ ଅଭିନୟ କରୁଥିବା ଦୁଇ କଳାକାର ଆଧୁନିକ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। 

Bus Strike In Odisha Private Bus Owners Association To Take Call Today
ଦାବି ପୂରଣ ନହେଲେ ଜୁଲାଇ ୧ରୁ ଗଡ଼ିବନି ବସ୍‌ !

ଜୁଲାଇ ପହିଲାରୁ ହେବାକୁ ଥିବା ବସ୍ ଧର୍ମଘଟ ହେବ ନା ନାହିଁ, ସେନେଇ ଆଜି ନିଷ୍ପତ୍ତି ନିଆଯିବ। ବସ୍ ଧର୍ମଘଟ ହେବ ନା ନାହିଁ ଆଜିର କାର୍ଯ୍ୟକାରୀ କମିଟି ବୈଠକରେ ଆଲୋଚନା ହେବ।

News Fuse
ସମୁଦ୍ର ହାଉଆ ଖାଇ ଯୋଗ କଲେ ନେତା

ଏ ଯୋଗ ଭାରି କଷ୍ଟରେ ନାରଣ... ଉପକୂଳର ଥଣ୍ଡା ପବନରେ ଯୋଗ କଲେ। ହେଲେ କାମ ଦେଲାନି ପବନ। ଗମଗମ ବୋହିଲା ଝାଳ...

Siren to protect wild elephants from accidents; Forest dept’s pilot project in Odisha’s Dhenkanal
ଏଣିକି ଗାଡି ଧକ୍କାରେ ଆଉ ଯିବନି ହାତୀଙ୍କ ଜୀବନ; ଲାଗୁ ହେଲା ଅଟୋମେଟିକ ସାଇରନ ମେସିନ୍ ବ୍ୟବସ୍ଥା

ସରକାରଙ୍କ ହାତୀ ସୁରକ୍ଷା ଚିନ୍ତା ଜାତୀୟ ରାଜପଥରେ ହାତୀଙ୍କ ସୁରକ୍ଷିତ ଯାତାୟତ ପାଇଁ ଆରମ୍ଭ ହୋଇଛି ନୂଆ ପାଇଲଟ ପ୍ରୋଜେକ୍ଟ ।

Road Accident
ରାଜଧାନୀରେ ବାଇକ୍ ସହ ଜଳି ଗଲେ ଜଣେ ଯୁବକ

ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଆଚାର୍ଯ୍ୟବିହାର ଫ୍ଲାଏଓଭର ମହାରାଜା ଫିଲ୍ମ ହଲ୍ ନିକଟରେ ଦୁଇ ଦୁଇଟି ଅଘଟଣ ଘଟିଛି।

Controversy intensified over height of Lord Jagannath and siblings’ chariot
ଗିନିଜ୍ ରେକର୍ଡସ୍‌ରେ କେନ୍ଦୁଝର ରଥ ସବୁଠୁ ଉଚ୍ଚ ମାନ୍ୟତାକୁ ନେଇ ଗଜପତି କ୍ଷୁବ୍ଧ

ଏହାକୁ ନେଇ ପ୍ରଥମେ ଆପତ୍ତି ଉଠାଇଥିଲା କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରର ବଳଦେବ ସେନା।

Bodies of youth and woman found hanging from a tree at Makunda forest under Morada police station
ଗଛରେ ଝୁଲିପଡ଼ିଲେ ଯୁବକ-ଯୁବତୀ

ବାରିପଦା ମୋରଡ଼ା ଥାନା ମାକୁନ୍ଦ ଗ୍ରାମ୍ୟ ଜଙ୍ଗଲର ଏକ ଗଛ ଡ଼ାଳରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

elephant
ଗାଡି ଧକ୍କାରେ ଆଉ ହାତୀଙ୍କ ଜୀବନହାନି ହେବନି : ବିନା ଦ୍ୱିଧାରେ ଜାତୀୟ ରାଜପଥ ପାରିହେବେ ଗଜରାଜ

ହାତୀ ପଲ ଯେତେବେଳେ ରାସ୍ତା ପାର ହେବେ ଏହି ସ୍ୱୟଂଚାଳିତ ଯନ୍ତ୍ରରେ ରେଡ ଲାଇଟ ଜଳିବା ସହ ଘାଇଁ ଘାଇଁ ହୋଇ ସାଇରନ ମଧ୍ୟ ବାଜିବ