ପୁଅ ବୋହୁଙ୍କ କାରଣରୁ ଆଜି ମେଡିକାଲ ବେଡ୍ରେ ଅନାଥ ଭଳି ଶୋଇଛି ବୁଢା ବାପା ।
ଡାକ୍ତର ଛୁଟିରେ ଥିବାରୁ ୧୩ ସେପ୍ଟେମ୍ବର ଠାରୁ ୬ ନଭେମ୍ବର ପର୍ଯ୍ୟନ୍ତ ଏହି ବିଭାଗ ବନ୍ଦ ରହିବ ।
ମାଆଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତ ହେଲାଣି ଯାଜପୁର ସହର । ମାଆଙ୍କ ଆଗମନ ପାଇଁ ଚଳଚଂଚଳ ହେଲାଣି ରଥଦାଣ୍ଡ ।
ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଆମେ ତାଲିମ୍ ନେବା, ଆଉ ନିଜ ପଂଚାୟତକୁ ଜିଲ୍ଲା ତଥା ରାଜ୍ୟରେ ଶ୍ରେଷ୍ଠ କରିବା ।
ଯିଏ ଏଇ ଦୁଇ ଭଉଣୀଙ୍କୁ ସଂସାରକୁ ଆଣିଥିଲେ ସିଏ ଆଜି ଅଫେରା ରାଇଜରେ.. ବାପା-ମାଆଙ୍କୁ ଯେତେ ମନେ ପକାଇଲେ ବି ସେମାନେ ଆସିବେନି ତଥାପି ମନ ବୁଝୁନି ।
ବଡ଼ ଗଡ଼ବଡ଼ ନମ୍ବର ପ୍ଲେଟ୍ ଅଙ୍କ । ବିଗିଡ଼ିଯାଇଛି ଗଣିତ । ଆବେଦନର ସପ୍ତାହକ ମଧ୍ୟରେ ମିଳୁନି ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ । ସେପଟେ ସମୟ ଯେତେ ଗଡ଼ୁଛି, ଗାଡ଼ି ମାଲିକଙ୍କ ଚିନ୍ତା ସେତେ ବଢ଼ୁଛି ।
କେବଳ ୩୪ ଏକର ଜମି ବାଲିଯାତ୍ରା ପାଇଁ ରହିବ। ଉକ୍ତ ଅଞ୍ଚଳର ପରିମଳ ଓ ପରିଚ୍ଛନ୍ନତାକୁ ସୁନିଶ୍ଚିତ କରିବ ପ୍ରଶାସନ। ଅବଶିଷ୍ଟ ୩୯୨ ଏକର ଜମିରେ ଜଙ୍ଗଲ ଓ ବାୟୋଲଜିକାଲ ପାର୍କ ର୍ନିମାଣ ହେବ।
ପୂଜା ପୂର୍ବରୁ ସାବାଡ ହେବେ କ୍ରିମିନାଲ। ଆରମ୍ଭ ହୋଇଛି କମିଶନରେଟ୍ ପୋଲିସର ସ୍ପେଶାଲ ଡ୍ରାଇଭ୍। ଦଶହରାକୁ ଆଖି ଆଗରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ କରାଯାଇଛି।
ବର୍ଷା ଦିନ ଆସିଲେ ଗାଁକୁ ଯିବାକୁ ଇଚ୍ଛା କରୁନାହାନ୍ତି ଲୋକେ । ଯିଏ ଗାଁରେ ରହିଥାଏ ସିଏ ବାହାରିବାକୁ ବି ଚାହାନ୍ତି ନାହିଁ ।
ହାଇକୋର୍ଟଙ୍କ ରାୟ ପରେ ଶେଷରେ ୮୯ ବର୍ଷୀୟ ବୃଦ୍ଧାଙ୍କୁ ଏକାବେଳକେ ୨୬ ବର୍ଷର ବକେୟା ପେନ୍ସନ୍ ଟଙ୍କା ମିଳିଛି। ପେନ୍ସନ୍ ବାବଦକୁ ଥିବା ସମସ୍ତ ୧୬ ଲକ୍ଷ ୧ ହଜାର ୮୪୬ ଟଙ୍କା ପ୍ରଦାନ କରାଯାଇଛି।
ରାୟଗଡ଼ା ଜିଲ୍ଲାରେ ଅଭାବନୀୟ ଘଟଣା । ବିଡିଓଙ୍କ ନିକଟରେ ସ୍କୁଲର ସମସ୍ୟା ନେଇ ଅଭିଯୋଗ କରିବାକୁ ୩ କିଲୋମିଟର ଚାଲି ଚାଲି ବ୍ଲକ୍ କାର୍ଯ୍ୟାଳୟ ଆସିଲେ ସ୍କୁଲ ଛାତ୍ରଛାତ୍ରୀ ।
ନକଲି ଔଷଧ ବିକ୍ରି ଧରିବାକୁ ଗତ ୩ ଦିନ ଧରି ରେଡ୍ ଚଳାଇଥିଲା ଡ୍ରଗ୍ସ କଣ୍ଟ୍ରୋଲର ଟିମ୍। ସହରର ୩ଟି ଫାର୍ମରେ ଚଢ଼ାଉ କରି ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ ୨୨ ଲକ୍ଷ ଟଙ୍କାର ନକଲି ଔଷଧ ଜବତ କରିଛି।
ରାଜ୍ୟରେ ସର୍ବସାଧାରଣ ସେବାରେ ବ୍ୟବହାର ହେଉଥିବା ଯାନବାହନଗୁଡ଼ିକରେ ଖୁବଶୀଘ୍ର ଲାଗିବ ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ ଓ ପ୍ୟାନିକ୍ ବଟନ୍। ରାସ୍ତାରେ ସୁରକ୍ଷିତ ଯାତ୍ରା ଲାଗି କେନ୍ଦ୍ର ସରକାର ୨୦୧୮ରେ ଆଣିଥିବା ଏହି ନିର୍ଦ୍ଦେଶକୁ ଏବେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏ ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପଦାରେ ପଡ଼ିଲା ରାଜ୍ୟ ସରକାରଙ୍କ ଆଦିବାସୀ ପ୍ରୀତି। ଗତ ନିର୍ବାଚନ ପୂର୍ବରୁ ଘୋଷଣା କଲେ ଆଉ ନିର୍ବାଚନ ପରେ ଭୁଲିଗଲେ।ଆମେ କହୁଛୁ ଆଦିବାସୀ ସ୍ବତନ୍ତ୍ର ବିକାଶ ପରିଷଦ କଥା। ସେପ୍ଟେମ୍ବର ୨୦୧୭ରେ ସରକାର ଘୋଷଣା କଲେ ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ହେବ ଆଦିବାସୀ ସ୍ୱତନ୍ତ୍ର ବିକାଶ ପରିଷଦ।
କୌଣସି ପ୍ରକାର ଅସୁବିଧା କିମ୍ବା ଅସମୟରେ ଏହି ବଟନ୍ ଚିପିଲେ ତୁରନ୍ତ ଗାଡ଼ି ମାଲିକ, ନିକଟସ୍ଥ ଥାନା ଏବଂ ଅନ୍ୟ ପ୍ରାଧିକୃତ ସଂସ୍ଥା ନିକଟରେ ତୁରନ୍ତ ସୂଚନା ପହଞ୍ଚି ପାରିବ।
ଆଦିବାସୀଙ୍କୁ ଦରଦ ଦେଖାଇ ଭୁଲିଗଲେ କି ରାଜ୍ୟ ସରକାର? କୁଆଡେ ଗଲା ଆଦିବାସୀଙ୍କ ସ୍ୱାର୍ଥରେ ଗଠନ ହୋଇଥିବା ସ୍ୱତନ୍ତ୍ର ବିକାଶ ପରିଷଦ?
କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ) ସୁଜାତାରାଣୀ ମିଶ୍ରଙ୍କୁ ବଦଳି କରାଯାଇଛି।
ଯଦି ଟ୍ରାକିଂ ସିଷ୍ଟମ ଗାଡ଼ିରେ ଲାଗି ନଥିବ ତେବେ ଚୋରି ପରେ ଥାନାରେ ଅଭିଯୋଗ କଲେ ବି ତାକୁ ଗୁରୁତ୍ୱର ସହ ନିଆଯିବନି ବୋଲି ସୂଚନା ରହିଛି । ତେଣୁ ସମସ୍ତେ ସମସ୍ତଙ୍କ ଗାଡ଼ିରେ ଏହି ଦୁଇଟି ଯାକ ଡିଭାଇସ୍ ଲଗାଇବା ବାଧ୍ୟତା ମୂଳକ ।
‘ପାସପୋର୍ଟ ସେବା’ ମାଧ୍ୟମରେ ପାସପୋର୍ଟ ଆବେଦନ କରିବା ସହ ଆନୁଷଙ୍ଗିକ ସେବା ଖୁବ୍ ସହଜରେ ମିଳିପାରୁଛି ।
ସ୍ୱାର୍ଥପର ମଣିଷ। ଦିନେ ଏଇ କୁକୁର ତାକୁ ସୁରକ୍ଷା ଦେଉଥିଲା ହେଲେ ଆଜି ତା’ ଦେହ ଖରାପ ହେଲା ବୋଲି ଅଧା ରାସ୍ତାରେ ଛାଡି ଦେଇ ପଳାଇଲା। ଚର୍ମ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛି ଏଇ ବିଦେଶୀ କୁକୁର...ଏମିତି ମାଲିକଙ୍କୁ କହିବେ କଣ?
୯୪ ବର୍ଷରେ ବି ହାରିନି ହରମାଉସୀ। ଘର ଖଣ୍ଡିଏ ପାଇଁ ବାରମ୍ବାର ଗୁହାରି ପରେ ବିଧାୟକ ସିନା ଘର କରିଦେଲେ ହେଲେ ଛାତ ପକାଇବାକୁ ଭୁଲି ଗଲେ। ଢୁ ଢୁ ବର୍ଷାରେ ପରପିଣ୍ଡାରେ ଶୋଉଛି ବୁଢୀ ମାଉସୀ...ଛୋଟିଆ ଦୋକାନରୁ ଯେତିକି ଲାଭ ହେଉଛି ସେତିକିରେ ପରିବାର ଚଳାଉଛନ୍ତି ହର.
ସିନେ ପ୍ରେମୀ ସବୁ ବେଳେ ସିନେମା ହଲକୁ ଯାଇ ଫିଲ୍ମ ଦେଖେ। ବହୁ ବର୍ଷ ଧରି ଅନେକ ସିନେମା ଦର୍ଶକ ଥିଏଟରରେ ଦେଖିଛନ୍ତି। ତେଣୁ ଦର୍ଶକଙ୍କୁ ଧନ୍ୟବାଦ ଜଣାଇବାକୁ ହଲ୍ ମାଲିକ ମାନେ ଏପରି ନିଷ୍ପତି ନେଇଛନ୍ତି।
ମାଳଭୂମିର ଦୁଇ ତାରକା ବଖାଣିଥିଲେ ନିଜର ଅନୁଭୂତି । ଯାହାକୁ ପ୍ରଶଂସକ ମନଭରି ଉପଭୋଗ କରି ଉଭୟଙ୍କ ସହ ସମୟ ବିତାଇଥିଲେ ।
ଛଅ ଛଅ ଜଣ ଡାକ୍ତର ହେଲେ ଆସୁନାହଁନ୍ତି ଡାକ୍ତରଖାନା । କଳଙ୍କି ଲାଗିଲାଣି ଅତ୍ୟାଧୁନିକ ଯନ୍ତ୍ରାଂଶ । ସାଧାରଣ ଲୋକଙ୍କୁ ଉନ୍ନତମାନର ଚିକିତ୍ସା ପାଇଁ ସରକାର 5Tରେ ଡିଣ୍ଡିମ ପିଟୁଥିବା ବେଳେ ଭଦ୍ରକ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ମନମାନି ପାଇଁ ରୋଗୀ ହନ୍ତସନ୍ତ ଅଭିଯୋଗ । ସେପଟେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଏକ କୋଭିଡ ହସ୍ପିଟାଲ ପାଲଟିଛି ଭୂତକୋଠି ।
ଯାଆଁଳ ବଦଳାଇ ଦେଲା ଜୀବନ। ମାଛ ଚାଷ କରି ନିଜେ ଲକ୍ଷପତି ହେବା ସହ ବେରୋଜଗାରିଆଙ୍କୁ ଦେଉଛନ୍ତି ରୋଜଗାର। ହୋଟେଲରୁ ଯେତିକି ନପାଇଥିଲେ ମାଛ ଚାଷରୁ ଡବଲ ଲାଭ ପାଇଲେ...