ରାଜ୍ୟରେ ସର୍ବସାଧାରଣ ସେବାରେ ବ୍ୟବହାର ହେଉଥିବା ଯାନବାହନଗୁଡ଼ିକରେ ଖୁବଶୀଘ୍ର ଲାଗିବ ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ ଓ ପ୍ୟାନିକ୍ ବଟନ୍। ରାସ୍ତାରେ ସୁରକ୍ଷିତ ଯାତ୍ରା ଲାଗି କେନ୍ଦ୍ର ସରକାର ୨୦୧୮ରେ ଆଣିଥିବା ଏହି ନିର୍ଦ୍ଦେଶକୁ ଏବେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏ ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
Published: Chandan Shishu
Last updated: 23 September 2022, 11:19 AM IST
ପେଟ୍ରୋଲ ଅଧିକ ଜ୍ୱଳନଶୀଳ ପଦାର୍ଥ ଅଟେ । ସାମାନ୍ୟ ନିଆଁ ପାଖକୁ ଗଲେ ଏହା ଜଳିଉଠେ । ତେଣୁ ଏପରି ଖରାଗରମରେ କାରର ଫୁଏଲ ଟ୍ୟାଙ୍କ ଯୋଗୁ ବିପଦର ଆଶଙ୍କା ରହିବା ସ୍ୱାଭାବିକ । ତେବେ ଏହି ଫୁଏଲ ଟ୍ୟାଙ୍କ ଯୋଗୁ କାର ପ୍ରତି କେତେ ବିପଦ ରହିଛି ଆସନ୍ତୁ ଜାଣିବା ।