Special development council
ପଦାରେ ପଡ଼ିଲା ରାଜ୍ୟ ସରକାରଙ୍କ ଆଦିବାସୀ ପ୍ରୀତି। ଗତ ନିର୍ବାଚନ ପୂର୍ବରୁ ଘୋଷଣା କଲେ ଆଉ ନିର୍ବାଚନ ପରେ ଭୁଲିଗଲେ।ଆମେ କହୁଛୁ ଆଦିବାସୀ ସ୍ବତନ୍ତ୍ର ବିକାଶ ପରିଷଦ କଥା। ସେପ୍ଟେମ୍ବର ୨୦୧୭ରେ ସରକାର ଘୋଷଣା କଲେ ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ହେବ ଆଦିବାସୀ ସ୍ୱତନ୍ତ୍ର ବିକାଶ ପରିଷଦ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)