ଏହା ଗାଁ ରାସ୍ତା ଗୁଡ଼ିକର ଅବସ୍ଥା ଏମିତି ଯେ, ନକହିବା ଭଲ । ବର୍ଷା ଦିନ ଆସିଲେ ଗାଁକୁ ଯିବାକୁ ଇଚ୍ଛା କରୁନାହାନ୍ତି ଲୋକେ । ଯିଏ ଗାଁରେ ରହିଥାଏ ସିଏ ବାହାରିବାକୁ ବି ଚାହାନ୍ତି ନାହିଁ ।
Published: Satyendu Shekher Mishra
Last updated: 23 September 2022, 09:32 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।